ଦେଖନ୍ତୁ Exclusive ଭିଡିଓ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ଭିଡ଼ଓ, ଏହି ଛାତି ଥରା ଦୃଶ୍ୟ ଦେଖିଲେ ଗୋଡ ତଳୁ ମାଟି ଖସିଯିବ….

0

ନିକଟରେ ଘଟି ଯାଇଛି ଏମିତି ଏକ ଦୁଃଖଦ ଘଟଣା ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ନିଜର ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା ମାଆ। ଆଉ ସେମାନଙ୍କ ଦୟନୀୟ ସ୍ଥିତିକୁ ଦେଖି ଛାତି ଫାଟିଯିବା ଭଳି ଲାଗୁଛି। ଆମ ଚତୁଃପାର୍ଶ୍ଵରେ ବେଳେବେଳେ ଏମିତି କିଛି ଘଟଣା ଘଟି ଯାଇଥାଏ ଯାହା ସମସ୍ତଙ୍କୁ ଏକ ଦୁଃଖଦ ପରିବେଶ ଭିତରକୁ ଠେଲି ଦେଇଥାଏ। ଯାହାକୁ ସହଜରେ ଭୁଲିବା ସହଜ ପର ହୋଇ ନଥାଏ।ଏହା ଏମିତି ଦୁଃଖ ଦେଇ ଯାଇଥାଏ ଯାହାକୁ ଭୁଲିବା କଷ୍ଟକର ହୋଇ ପଡେ। ତେବେ କିଛି ଦୁର୍ଘଟଣା ବା ଅଘଟଣ ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।

ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ହଠାତ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ ଏବଂ ଗଭୀର ଦୁଃଖ ଦେଇଥାଏ। ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଦୁଃଖରେ ଛାତି ଫାଟି ଯିବା ଭଳି ଲାଗିଥାଏ।ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ଆଉ ଦୁଃଖଦାୟକ ବି ହୋଇଥାଏ।

ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏହିପରି ଦୁଃଖଦ ଘଟଣା ମାନ ଦେଖିବା ପାଇଁ ମିଳୁଛି।
ଆମେ ଆଜି ଆପଣଙ୍କୁ କହିବୁ ଏମିତି ଏକ ଦୁଃଖଦ ଘଟଣା ବିଷୟରେ ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ। ନିକଟରେ ଜଣେ ଯୁବକ ପଡ଼ିଆରେ ଖେଳୁଥିବା ସମୟରେ ତାଙ୍କ ଜୀବନ ଚାଲି ଯାଇଥିଲା। ଯାହାକୁ ନେଇ ଉକ୍ତ ଅଂଚଳରେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ସ୍ଥିତି।

ତେବେ ଏହି ଯୁବକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବରି ବ୍ଲକ୍ ର ୧୮ ବର୍ଷର ଯୁବକ କାହ୍ନୁ ପରିଡା। ଛୋଟ ବେଳୁ ସେ ଭଲ କ୍ରିକେଟ୍ ଖେଳେ ଏବଂ ମ୍ୟାଚ୍ ଜିତିବାକୁ ସେ ଭଡ଼ାରେ ବି ଯାଏ।ତାର ପଡ଼ିଆରେ ଅଚାନକ ମୃତ୍ୟୁ ପରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏବେ ତାଙ୍କର ପୂର୍ବରୁ ସୁଟ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି ଏବେ ମୁଁ ବଞ୍ଚିଛି, କଥା ହେବାର ଅଛି ଯଦି କଥା ହୋଇଯାଅ, ମରିଗଲା ପରେ ଆଉ ଖୋଜିଲେ ବି ପାଇବନି। ଆଉ ସତ କୁ ସତ ଦୈବର ଖେଳକୁ ଦେଖନ୍ତୁ,ସେ ଆଜି ଏତେ ଦୂରକୁ ଚାଲି ଯାଇଛି ଯେ ତାକୁ କେହି ଖୋଜିଲେ ବି ପାଉ ନାହାଁନ୍ତି। ଏ ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।