Pregnancy Tips – ସମ୍ପର୍କ ସମୟରେ ଏହି ୧ ଟି ଜିନିଷ ବ୍ୟବହାର କରିବା ଦ୍ଵାରା ସେହି ଦିନ ହିଁ ଗର୍ଭ ରହିଥାଏ

0

ଅନେକ ମହିଳା ମାନଙ୍କର ସମ୍ୱନ୍ଧ ରଖିବା ସମୟରେ ବିଭିନ୍ନ ପ୍ରାକର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ , ଯେପରି କି ଡ୍ରାଏନେସ୍ପ ରହିଥାଏ ବା ଜଳିଲା ଭଳି ଯନ୍ତ୍ରଣା ହୋଇଥାଏ । ଏହା ବ୍ୟତୀତ ହାଲ୍କା ବ୍ଲୀଡିଙ୍ଗ ମଧ୍ୟ ହୋଇଥାଏ ଅଥବା ଭିଜିନାଲ ଲିନିଙ୍ଗ ଡେମେଜ ମଧ୍ୟ ହୋଇଥାଏ । ଏହି ସବୁ କାରଣ ଯୋଗୁଁ ଆପଣଙ୍କର ଗର୍ଭଧାରଣ କ୍ଷମତା ପ୍ରଭାବିତ ହୋଇଥାଏ , ଆପଣ ମାନେ ଜାଣିଥିବେ କି ମହିଳା ର ଶରୀରରେ ଓଭାଲେସନର ସମୟରେ ନଚ୍ୟୁରେଲ ଲିବିଡେଣ୍ଟ ରିଲିଜ ହୋଇଥାଏ । ଏହିଭଳି କଣ୍ଡିସନରେ ଲ୍ୟୁବ୍ରେକେଣ୍ଟ କୁ ଆପଣ ମାନେ ବ୍ୟବହାର କରିପାରିବେ ।

ଯାହାଫଳରେ ଆପଣଙ୍କ ଗର୍ଭଧାରଣ ର ପ୍ରକ୍ରିୟା ସରଳ ହୋଇପାରିବ , ଏହା ସହ ଆପଣଙ୍କ ସ୍କିନ ଡ୍ୟାମେଜ ମଧ୍ୟ ହେବ ନାହିଁ । ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ , କେଉଁ ଲ୍ୟୁବ୍ରେକେଣ୍ଟ ବ୍ୟବହାର କରିବା ଆବଶ୍ୟକ । ଯେଉଁ ମହିଳା ମାନଙ୍କର ହରମନ ଇନବାଲାନ୍ସ ହୋଇଥାଏ , ବା ସଠିକ୍ ସମୟରେ ପିରିୟଡ ହୋଇ ନଥାଏ ବା ଯେଉଁ ମହିଳା ମାନଙ୍କୁ PCOD ର ପ୍ରବ୍ଲେମ ରହିଅଛି , ତେବେ ତାହାକୁ ୟର୍ଲି କୁହାଯାଏ ।

ଏହା ବ୍ୟତୀତ ଯେଉଁ ମହିଳା ମାନେ ପାଣି କମ ସେବନ କରିଥାନ୍ତି , ବା କୌଣସି ଡିଜିଜ ନିମନ୍ତେ ମେଡିକେସନ ନେଉଛନ୍ତି ବା ଅଧିକ ସମୟ ରୁ ଔଷଧ ସେବନ କରୁଛନ୍ତି , ତେବେ ସେମାନଙ୍କୁ ଲେବ୍ରୋକେସନ ହୋଇ ନଥାଏ । ମାତ୍ର ଗର୍ଭଧାରଣ କରିବା ନିମନ୍ତେ ଲ୍ୟୁବ୍ରେକେଣ୍ଟ ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଲ୍ୟୁବ୍ରେକେଣ୍ଟ କେତେ ପ୍ରକାର ହୋଇଥାଏ । ସାଧାରଣତଃ ଲ୍ୟୁବ୍ରେକେଣ୍ଟ 3 ପ୍ରକାର ହୋଇଥାଏ , ତାହା ହେଉଛି – 1 – OIL BASED , 2- WATER BASED ,3 – SILICON BASED । ଏହା ବ୍ୟତୀତ ଆପଣ ଅତି ସହଜରେ ଘରେ ମିଳୁଥିବା ଲ୍ୟୁବ୍ରେକେଣ୍ଟ ବ୍ୟବହାର କରିପାରିବେ ।

ଏହା ଘରେ ମୁଖ୍ୟତଃ ମିଳିଥାଏ , ତାହା ହେଉଛି – କକୁଆନଟ୍ ଅଏଲ ଅଥବା ନଡିଆ ତେଲ । ଏହାଛଡା ଆପଣଙ୍କ ଠାରେ ଇନଫେକସନର ସମସ୍ୟା ରହିଥାଏ , ତେବେ ଆପଣ ଏହାକୁ ବ୍ୟବାହାର କରିବା ଦ୍ୱାରା ଇନଫେକସନ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ । ଏହାଛଡା ଏଥିରେ କୌଣସି ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ , ଆପଣ ମାନେ ଉତ୍ତମ କକୁଆନଟ ଅଏଲ ବ୍ୟବାହାର କରିବେ । ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ସମ୍ପର୍କ ରଖିବା ସମୟରେ , ଯଦି ଆପଣଙ୍କୁ ଡ୍ରାଏନେସ ରହୁଅଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହା ସହିତ ଆପଣ Coconut oil ରେ 1 ରୁ 2 ବୁନ୍ଦା TEA TREE OIL ମଧ୍ୟ ମିଶାଇ ପାରିବେ , ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।