Sampurna Laxmi ର ବିଜେତା ମାନଙ୍କର ପ୍ରକୃତ ଜୀବନ ସାଥି ଦେଖିଲେ ହୋଇଯିବେ ଦିୱାନା….ଆଗରୁ କେବେ ଦେଖି ନଥିବେ

0

ସିର୍ଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ସମ୍ପୂର୍ଣ୍ଣ ଲକ୍ଷ୍ମୀ ରିୟାଲିଟି ସୋ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ବର୍ତ୍ତମାନ ସେହି ରିୟାଲିଟି ସୋ ସରିଯାଇଛି , କିନ୍ତୁ ଅନେକ ଦର୍ଶକ ମାନେ ଆଜି ମଧ୍ୟ ସମ୍ପୂର୍ଣ୍ଣ ଲକ୍ଷ୍ମୀ ରିୟାଲିଟି ସୋର ୱିନର ମାନଙ୍କର ପ୍ରକୃତ ଲାଇଫ୍ ପାର୍ଟନର ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଦର୍ଶକ ମାନଙ୍କର ଭିନ୍ନ ଭିନ୍ନ ରୁଚି ଓ ପସନ୍ଦ ରହିଥାଏ , ସେମାନେ ତାଙ୍କର ମନ ପସନ୍ଦର ଅଭିନେତା ଓ ଅଭିନେତ୍ରୀ ମାନଙ୍କର ରିଏଲ ଲାଇଫ୍ ବିଷୟରେ ଜାଣିବା ପାଇଁ ପସନ୍ଦ କରିଥାନ୍ତି ।

ସେମାନଙ୍କର ପ୍ରତ୍ୟେକ ଜିନିଷ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଆପଣ ମାନଙ୍କର ମନ ପସନ୍ଦର ସମ୍ପୂର୍ଣ୍ଣ ଲକ୍ଷ୍ମୀ ରିୟାଲିଟି ସୋ ର ବିଜେତା ମାନଙ୍କ ବିଷୟରେ ଜଣେଇବୁ । ଯାହା ଜାଣି ଆପଣ ମାନେ ବହୁତ ଖୁସୀ ହେବେ , ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ୱିନର ମାନଙ୍କର ପ୍ରକୃତ ଜୀବନ ସାଥୀ ବିଷୟରେ ।

1. ଇତିଶ୍ରୀ ସାହୁ :-

ସମ୍ପୂର୍ଣ୍ଣ ଲକ୍ଷ୍ମୀର ସେକେଣ୍ଡ ରନର ଅଫ୍ ହୋଇଛନ୍ତି ଇତିଶ୍ରୀ ସାହୁ , ଇତିଶ୍ରୀ ଙ୍କର ହଜବେଣ୍ଡ ଙ୍କର ନା ହେଉଛି ଅସିତ ବିଶ୍ୱାଲ । ସେ ଜଣେ ବିଜନେସ୍ ମେନ ଅଟନ୍ତି ଏବଂ ଇତିଶ୍ରୀ 2019 ମସିହାରେ ଅସିତ୍ ଙ୍କୁ ବିବାହ କରିଥିଲେ ।

2 . ଆଞ୍ଚଲ ସାହୁ :-

ସମ୍ପୂର୍ଣ୍ଣ ଲକ୍ଷ୍ମୀର ଫାଷ୍ଟ ରନର ଅଫ୍ ହୋଇଥିଲେ ଆଞ୍ଚଲ ସାହୁ , ଭିଡିଓ ରେ ଦେଖୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଆଞ୍ଚଲଙ୍କ ସ୍ୱାମୀ । ଯାହାଙ୍କ ନା ହେଉଛି ସତ୍ୟବ୍ରତ ସାହୁ ଏବଂ ସେ ଜଣେ ଇଞ୍ଜିନିୟର ଅଟନ୍ତି । ଆଞ୍ଚଲ 2021 ମସିହାରେ ସତ୍ୟବ୍ରତଙ୍କୁ ବିବାହ କରିଥିଲେ , ବର୍ତ୍ତମାନ ସେ ମଧ୍ୟ ବହୁତ ଖୁସୀ ଥିବାର ନଜର ଆସୁଛନ୍ତି ।

3. ଶୁଭଲଗ୍ନା ପାଣିଗ୍ରାହୀ :-

ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ସିଜିନ 1 ର ୱିନର ହୋଇଛନ୍ତି ଶୁଭଲଗ୍ନା ପାଣିଗ୍ରାହୀ , ଭିଡିଓ ରେ ଦେଖୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶିଭଲଗ୍ନା ଙ୍କ ହଜବେେଣ୍ଡ । ଯାହାଙ୍କ ନା ହେଉଛି ସୁଧାଂଶୁ ସେଖର ପଣ୍ଡା , ସେ ଜଣେ ଆସିଷ୍ଟାଣ୍ଡ ମ୍ୟାନେଜର ଅଟନ୍ତି । ଶୁଭଲଗ୍ନା ଏବଂ ସୁଧାଂଶୁ 2019 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ତେବେ ଏମାନେ ଥିଲେ ସମ୍ପୂର୍ଣ୍ଣ ଲକ୍ଷ୍ମୀର ୱିନର ମାନେ , ଏମାନେ ନିଜର ସୁନ୍ଦର ଅଭିନୟ , ଡ୍ୟାସ ଓ କଥାର ଯାଦୁରେ ଦର୍ଶକ ମାନଙ୍କର ହୃଦୟ ଜିତି ପାରିଛନ୍ତି । ପରିଶେଷରେ ସେମାନେ ସଫଳତାର ଶୀର୍ଷରେ ମଧ୍ୟ ପହଞ୍ଚି ପାରିଛନ୍ତି । ଅଗଣିତ ଦର୍ଶକ ମାନେ ଏମାନଙ୍କୁ ଅନେକ ସାରା ଭଲ ପାଇବା ଦେବା ସହିତ ସେମାନଙ୍କ ଅଭିନୟକୁ ମଧ୍ୟ ପସନ୍ଦ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।