ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗିବା ସହିତ ବହୁତ ଖରାପ ମଧ୍ୟ ଲାଗିଥାଏ। ଆଜିକାଲି ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି ଓ ପ୍ରେମରେ ଅନ୍ଧ ହୋଇ ନିଜର ହିତାହିତ ଜ୍ଞାନ ମଧ୍ୟ ସବୁ ଭୁଲି ଯାଉଛନ୍ତି। ଯାହା ଫଳରେ କି ସେମାନେ କୌଣସି ଜାଗା ନଦେଖି ଲଜ୍ୟା ଜନକ କାର୍ଯ୍ୟ କରି ଥାଆନ୍ତି। ସେମାନେ ଏଭଳି କିଛି କାର୍ଯ୍ୟ କରିବା ଦ୍ୱାରା ସମାଜ ଆଜି ଧୀରେ ଧୀରେ ଖରାପ ଆଡକୁ ଗତି କରିବାକୁ ଲାଗୁଛି। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ସମୁଦ୍ର କୂଳରେ ଜଣେ ଦମ୍ପତ୍ତି ଅନ୍ତରଙ୍ଗ ହୋଇ ଯାଇ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;
ସୂଚନା ଅନୁସାରେ, ବ୍ରାଜିଲର ରିଓଡି ଜେବେରୀ ଅଞ୍ଚଳରୁ ଏଭଲ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସେହି ଅଞ୍ଚଳରେ କାବ୍ର ଫ୍ରିଉ ବିଚ ରହିଛି ଓ ସେହି ବିଚକୁ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସି ଥାଆନ୍ତି ଓ ସେଠାରେ ବହୁତ ମଜା ମସ୍ତି ମଧ୍ୟ କରି ଥାଆନ୍ତି। କିନ୍ତୁ ସେହି ବିଚକୁ ଜଣେ ଦମ୍ପତ୍ତି ବୁଲିବା ପାଇଁ ଆସି ଥିଲେ ଓ ସେହି ବିଚରେ ଦମ୍ପତ୍ତି ଅନ୍ତରଙ୍ଗ ହୋଇ ଯାଇ ଥିଲେ। ସେଠାରେ ଥିବା ଅନ୍ୟ ପର୍ଯ୍ୟଟକ ମାନେ ଦମ୍ପତ୍ତିଙ୍କର ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ସେଠାରେ ଆସି ଭିଡ଼ ହୋଇ ଯାଇଥିଲେ।
ତେବେ ଏହା ଦେଖି ପର୍ଯ୍ୟଟକ ମାନଙ୍କର ମୁଣ୍ଡ ଲାଜରେ ନଇଁ ଯାଉ ଥିଲା କିନ୍ତୁ ଦମ୍ପତ୍ତିଙ୍କର ଲାଜ ଓ ସରମ ବୋଲି ସେମାନଙ୍କ ପାଖରୁ ସବୁ କିଛି ଚାଲି ଯାଇ ଥିଲା, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରୁଥିଲେ। ସେଠାରେ ଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଦମ୍ପତ୍ତିଙ୍କର ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ଼ କରି ନେଇଥିଲେ। ଏହା ପରେ ଭିଡ଼ିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି।
ତେବେ ଏହି ଭିଡ଼ିଓଟି ଭାଇରଲ ହେବା ପରେ ପୋଲିସ ଏହା ଦେଖି ଘଟଣା ସ୍ଥଳକୁ ଆସି ଯାଇ ଥିଲେ। ପୋଲିସ ସେଠାକୁ ଆସି ସେ ଦୁଇ ଜଣଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲେ। ଏଥି ସହିତ ସେହି ବିଚରେ ଯେମିତି ଏଭଳି ଦୃଶ୍ୟ ପୁଣି ଥରେ ନହୁଏ, ସେଥିପାଇଁ ପୋଲିସ ଜଗି ରହିବା ସହିତ ତାଙ୍କ କାର୍ଯ୍ୟକୁ ଠିକ ଭାବରେ ତୁଲାନ୍ତୁ ବୋଲି ସେଠାକାର ଲୋକ ମାନେ କହୁଛନ୍ତି। ଏଥି ସହିତ ସେ ଦୁଇ ଜଣଙ୍କ ଉପରେ କିଛି ପଦକ୍ଷେପ ନିଆ ଯାଉ ବୋଲି ମଧ୍ୟ କୁହାଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।