ଦେଖନ୍ତୁ ଭିଡ଼ିଓ : ସମୁଦ୍ର କୂଳରେ Actress ଅଦା ଶର୍ମାଙ୍କ ବ୍ୟାୟାମ ଓ ଅଦ୍ଭୁତ ଡିଆଁ ମରା ଦେଖି ଆପଣ ଚକିତ ହେବେ…VIDEO ହେଲା ଭାଇରାଲ୍…..

0

ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନଙ୍କ ଅଭିନୟ ମାଧ୍ୟମରେ ଲୋକମାନେ ଅନେକ କିଛି ଶିକ୍ଷା କରିଥାନ୍ତି। ସିନେମା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି, ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି, ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କଳାକାରଙ୍କ ବିଷୟରେ ଜଣେଇବା ପାଇଁ ଯାଉଛୁ, ଯିଏ କି ଏକ ଭିନ୍ନ ଅଵତାର ରେ ଦେଖିବାକୁ ମିଳିଛି, ତେବେ ସେ ଆଉ କେହି ନୁହନ୍ତି। ଆମ ସମସ୍ତଙ୍କର ଅତି ପ୍ରିୟର ଅଭିନେତ୍ରୀ ଆଦା ଶର୍ମା, ଯାହାର କିଛି ସେକେଣ୍ଡ ର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ଏହି ଭିଡ଼ିଓ ଏତେ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରତିଜ୍ଞାକାରୀ ଭାବରେ ଜଣାଶୁଣା ଅଦା ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ବିକ୍ରମ ଭଟ୍ଟଙ୍କ ହିନ୍ଦୀ ଚଳଚ୍ଚିତ୍ର 1920 ରେ ଡେବ୍ୟୁ କରିଥିଲେ। ବଲିଉଡରେ ତାଙ୍କର ସଫଳ ଲଞ୍ଚ ପୋଷ୍ଟ କରି ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରି ହେଡଲାଇନ୍ ପ୍ରସ୍ତୁତ କରିଥିଲେ। ଯେପରି ହାର୍ଟ ଆଟାକ୍ (2014), S / O ସତ୍ୟମୂର୍ତ୍ତି (2015), ଗରାମ (2016), ଏବଂ କ୍ଷଣମ୍ (2016) ପରି ଅନେକ ହିନ୍ଦୀ ଏବଂ ତେଲୁଗୁ ଚଳଚିତ୍ର ରେ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ଆପଣ ମାନେ ସମସ୍ତେ ଅଦା ଶର୍ମାଙ୍କୁ ସୋସିଆଲ ମିଡିିଆ ରେ ଦେଖିବାକୁ ପାଇଥିବେ। ତାଙ୍କର ସାଧରଣତ ଇଂସ୍ଟଗ୍ରାମର 4.5 ମିଲିୟନ ଫଲର ଅଛନ୍ତି।

ସେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ରେ ସୋସିଆଲ ମିଡ଼ିଆ କିମ୍ବା ଫିଲ୍ମରେ ଦେଖିବାକୁ ମିଳିଥାଏ। ପୁଣି ମଧ୍ୟ ସେ ଏକ ଭିଡ଼ିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ଭିଡ଼ିଓ ରେ ସମୁଦ୍ର କୂଳରେ ଜିମାଷ୍ଟିକ କରୁଥିବା ର ଦେଖିବା ପାଇଁ ମିଳିଛି ଏଥିରେ ସେ ଅଧିକ ସେକ୍ସି ଏବଂ ହଟ ମଧ୍ୟ ଦେଖା ଯାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଜିମାଷ୍ଟିକ କରୁଥିବା ସମୟରେ ଶାଢ଼ୀ ପିନ୍ଧି ଛନ୍ତି ତେବେ ତାଙ୍କ ଫ୍ୟାନ ମାନେ ଏଭଳି ଲୁକ ଆଗରୁ କେବେବି ଦେଖି ନଥିବା କଥା। କହିଛନ୍ତି। ଅନେକ ଫ୍ୟାନ ଫଲର ମାନେ ସୋସିଆଲ ମିଡିଆରେ ଲାଇକ, କମେଣ୍ଟ ଏବଂ ସେୟାର କରୁଛନ୍ତି। ତେବେ ଏଭଳି ଭିନ୍ନ ଲୁକ ରେ ଦେଖି ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।