ଦେଖନ୍ତୁ ଭିଡ଼ିଓ – ସମୁଦ୍ର କୂଳରେ ଅଭିନେତ୍ରୀ ଙ୍କ ଆଶ୍ଚର୍ଯ୍ୟକର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…

0

ସୋସିଆଲ ମିଡିଆରେ ଅନେକ ସମୟରେ ମନୋରଞ୍ଜନ ଜଗତ ସହ ଜଡ଼ିତ ଖବର ଆପଣ ମାନେ ଦେଖିବାକୁ ପାଉଥିବେ।ଏମାନେ ଅନେକ ସମୟରେ ଅଭିନୟ ପାଇଁ ହେଉ କି ସେମାନଙ୍କ ବୋଲ୍ଡ ଅନ୍ଦାଜ ପାଇଁ ହେଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଆପଣ ତ ଜାଣିଛନ୍ତି ସେଲେବ୍ରେଟି ମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଠାରୁ ଟିକେ ଭିନ୍ନ। ସେହିଭଳି ଭାବରେ କିଛି ଏମିତି କଳାକାର ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ ବହୁତ୍ କିଛି କମ୍ ଜଣା ଅଛି।

ଏଥିପାଇଁ କୁହାଯାଏ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଏମିତି ରହସ୍ୟ ଭରି ରହିଥାଏ ଯାହା ପ୍ରଶଂସକ ମାନଙ୍କ ଜିଜ୍ଞାସା କୁ ବଢ଼ାଇଥାଏ।ତେବେ ଆଜି ଆମେ ଆପଣଙ୍କୁ କହୁଛୁ ବଲିଉଡର ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ ଅଦା ଶର୍ମାଙ୍କ ବିଷୟରେ।

ଯିଏକି ଅଧିକାଂଶ ସମୟରେ ଫିଲ୍ମ ସହ ସୋସିଆଲ ମିଡ଼ିଆରେ ବି ଖୁବ୍ ଆକ୍ଟିଭ୍ ରହିଥାନ୍ତି ।ସେ ଅନେକ ସମୟେ ନିଜର ଫଟୋ ଓ ଭିଡ଼ିଓ ପ୍ରଶଂସକଙ୍କ ସହ ସେୟାର କରିବା ଦେଖିବାକୁ ମିଳେ।ଏକ ଭିନ୍ନ ଅନ୍ଦାଜ ରେ ସବୁବେଳେ ତାଙ୍କୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ସେହିଭଳି ନିକଟରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ।

ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଅଦା ଶର୍ମା ଶାଢ଼ି ପିନ୍ଧି ସମୁଦ୍ର କୂଳରେ କାର୍ଟ ହ୍ୱିଲ୍ କରୁଛନ୍ତି।ତେବେ ଏହି ଭିଡ଼ିଓରେ ଅଭିନେତ୍ରୀ ଅଦା ଏକ ପିଙ୍କ୍ କଲର ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳୁଛି।ଏମିତି ରେ ଅଭିନୟ କଥା ହେଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା କଥା ସବୁଥିରେ ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଥାଏ ବଲିଉଡ୍ ଜଗତରେ।

ତେବେ ଅଦା ଶର୍ମାଙ୍କର ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରା ଯାଇଛି। ଯାହାକୁ ତାଙ୍କର ପ୍ରଶଂସକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ଅଭିନେତ୍ରୀ ଙ୍କର ଏହି ଭିଡ଼ିଓରେ ଲୋକେ ଖୁବ୍ କମେଣ୍ଟ କରିବା ସହିତ ନିଜର ପ୍ରତିକ୍ରିୟା ମଧ୍ୟ ଦେଉ ଥିବାର ଦେଖିବାକୁ ମିଳୁଛି।ଏହି ଭିଡ଼ିଓରେ ଶାଢି ପିନ୍ଧି ଅଦା ଶର୍ମାଙ୍କର ଏପରି ଅନ୍ଦାଜ ଦେଖି ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ଏଥିରେ ସେ ବହୁତ୍ ହଟ୍ ଲାଗୁଛନ୍ତି। ତାଙ୍କର ଏପରି ଲୁକ୍ ସମସ୍ତ ପ୍ରଶଂସକଙ୍କୁ ଖୁସି କରି ଦେଇଛି।ଆପଣଙ୍କୁ କହି ରଖୁଛୁ କି ଏହି ଅଭିନେତ୍ରୀ ଜଣଙ୍କ ଅନେକ ଫିଲ୍ମ୍ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଅନେକ ପ୍ରଶଂସା ପାଇଛନ୍ତି।

ଏହାଛଡା ଅଭିନେତ୍ରୀ ଅଦା ଶର୍ମା ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ରେ ବି କାହାଠାରୁ କମ୍ ନୁହଁ । ସେ ଏବେ ଫିଲ୍ମ ସହ ଅନେକ ସର୍ଟ୍ ଫିଲ୍ମ ମଧ୍ୟ କରୁଛନ୍ତି। ତାଙ୍କର ଲୁକ୍ ସବୁବେଳେ ପ୍ରଶଂସକ ଙ୍କୁ ବହୁତ୍ ପସନ୍ଦ ଆସିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।