ଆଶ୍ଚର୍ଯ୍ୟ ! ସମୁଦ୍ର ଉପରେ ହନୁମାନଙ୍କ ପରି ଉଡ଼ିଲେ ଯବାନ, ଭାଇରାଲ ହେଲା ଭିଡ଼ିଓ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ନୂଆ ନୂଆ ତଥ୍ୟ ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗି ଥାଏ। ବର୍ତ୍ତମାନ ଆଜି ବିଜ୍ଞାନ ବହୁତ ଉପରକୁ ଗଲାଣି। ଯାହା ଫଳରେ କି ସବୁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇ ପାରୁଛି। ଟେକ୍ନୋଲୋଜି ସାହାଯ୍ୟରେ ଲୋକ ମାନେ ଆକାଶରେ ଉଡି ପାରୁଥିବା ବେଳେ ମହାକାଶରେ ମଧ୍ୟ ପହଁଛି ପାରୁଛନ୍ତି। ଲୋକ ମାନେ ହେଲିକ୍ୟାପ୍ଟର ଓ ପାରାଚୁଟ ସାହାଯ୍ୟରେ ଲୋକ ମାନେ ଆକାଶରେ ଉଡି ପାରୁଥିବା ଦେଖିବା ପାଇଁ ମିଳିଥାଏ। ଠିକ ଏଭଳି କିଛି ଘଟଣା ବର୍ତ୍ତମାନ ଆମ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତାହା ହେଉଛି ସମୁଦ୍ର ଉପରେ ଜଣେ ଯବାନ ହନୁମାନଙ୍କ ପରି ଉଡୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସୁମଦ୍ର ଭିତରେ ଏକ ବଡ଼ ଜାହାଜ ଯାଉଛି ଓ ତାହା ପଛରେ ଏକ ଛୋଟ ଜାହାଜ ମଧ୍ୟ ଯାଉଛି। ସେହି ଜାହାଜରେ ସେନାର କିଛି ଯବାନ ମାନେ ବସି ଯାଉ ଥିବାର ଦେଖିବା ପାଇଁ ମିଳିଥିଲା। ଆଉ ଏହା ପରେ ହଠାତ ସେନାର ଜଣେ ଯବାନ ଜାହାଜରୁ ବାହାରି ଆସି ଆକାଶକୁ ଉଡିବା ଆରମ୍ଭ କରିଲେ। ଏହି ଦୃଶ୍ୟକୁ ଦେଖି ସେଠାରେ ଥିବା ଅନ୍ୟ ଲୋକ ମାନେ ଚକିତ ହୋଇ ଯାଇଥିଲେ। ଏହି ଭିଡ଼ିଓଟିକୁ ଆଇଏସ ଅଧିକାରୀ ଏମ୍ବି ରାଓ ନିଜ ଟ୍ୟୁଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ବର୍ତ୍ତମାନ ପର୍ଯ୍ୟନ୍ତ ୫୨ ହଜାର ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓଟିକୁ ଦେଖି ୟୁଜର ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହାକୁ ୩୨ ହଜାରରୁ ଉର୍ଦ୍ଧ୍ବ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି ଓ ଅନେକ ଲୋକ ମାନେ ଏହା ଉପରେ ମଜଳିଆ କଥା ମଧ୍ୟ କହିଛନ୍ତି। ଏହି ଦୃଶ୍ୟ ପୌରାଣିକରେ ହନୁମାନ ଉଡିଲା ଭଳି ମନେ ହେଉଛି। ଏହି ଦୃଶ୍ୟକୁ ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।