ଶେଷରେ ହେଲା ମହାଖୁଲାସା ! “ସନ୍ଦେହରେ DFO ଓ ସ୍ତ୍ରୀ ବିଦ୍ୟାଭାରତୀ” ସାମ୍ନାକୁ ଆସିଲା ସମସ୍ତଙ୍କ ଛାତି କୁ ଦୁହୁଲି ଦେଲା ଭଳି ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ହତ୍ୟା ଓ ଆତ୍ମ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ପୋଲିସ ମାନେ ମଧ୍ୟ ସମାଜରେ ବିଶୃଙ୍ଖଳା ସୃଷ୍ଟି କଲେଣି, ସେମାନେ ମଧ୍ୟ ଖରାପ ଆଡକୁ ଗତି କଲେଣି ଏବଂ ସେମାନେ ସତର୍କତା ର ସହିତ କାର୍ଯ୍ୟ କରୁ ନାହାନ୍ତି। ତାଙ୍କ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଓ ସେମାନେ କହୁଛନ୍ତି ଯେ ଆଇନ ହେଉଛି ଆମ ହାତରେ, ସେ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ର୍ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସୁଥିବାର ସୂଚନା ମିଳୁଛି, ଯାହାକି ବର୍ତ୍ତମାନ ଏଭଳି ଏକ ଖବର ଆମ ପାଖରେ ଆସି ପହଁଚିଛି, ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ବିଦ୍ୟାଭାରତିଙ୍କୁ ପୋଲିସ ବିରିୟାନୀ ଖାଇ ଜେରା କରିଛି ବୋଲି ଯାହା ସୂଚନା ମିଳିଛି।ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ ପାରଳାଖେମୁଣ୍ଡିରେ ସହକାରୀ ଵନସଂରକ୍ଷକ ଭାବେ କାର୍ଯ୍ୟରତ ସୌମ୍ୟ ରଞ୍ଜନ ମହାପାତ୍ର ଓ ପତ୍ନୀଙ୍କ ନାମ ହେଉଛି ଦିବ୍ୟା ଭାରତୀ ସହିତ କ୍ୱାଟରରେ ରହୁଥିଲେ, ହଠାତ ସ୍ୱାମୀରଞ୍ଜନ ନିଆଁରେ ପୋଡି ମରିବା ସମସ୍ତଙ୍କ ମଧ୍ୟରେ ଅନେକ ପ୍ରକାର ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ପତ୍ନୀ ଜଣଙ୍କ କହିବା କଥା ଯେ, ରୋଷେଇ କଲା ବେଳେ ସେ ପୋଡି ହୋଇ ଯାଇଛନ୍ତି। ହେଲେ କେମିତି ପୋଡିଲେ ସେ ଜାଣି ନାହାନ୍ତି, ବୋହୂର ଏପ୍ରକାର କଥାରେ ତାଙ୍କ ଶାଶୁ ଘର ଲୋକ, ତାଙ୍କୁ ସନ୍ଦେହ କରିଛନ୍ତି।

ମୃତକଙ୍କ ବାପା ଅଭିରାମ ମହାପାତ୍ରଙ୍କ, ଓକିଲ ପାର୍ଥ ସାରଥୀ ନାୟକ କହି ଛନ୍ତି ଯେ, ଏହି ଘଟଣା, ଆତ୍ମ ହତ୍ୟା ଓ ହତ୍ୟା ମଧ୍ୟ ହୋଇ ପାରେ, ବାପା ଓ ମା ଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଘରେ ପୋଲିସ ବିରିୟାନୀ ଖାଇ ଏକ ବନ୍ଦ ଘରେ ତାଙ୍କୁ ଜେରା କରୁଛି ଏବଂ ଘଟଣାରେ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାରି ପାର୍ଶ୍ଵିକ ପ୍ରମାଣ ଏବଂ ମୃତ ପତ୍ନୀଙ୍କ ବୟାନରେ ତାଳ ମେଳ ରହୁ ନଥିବାରୁ ପୋଲିସ ସନ୍ଦେହ କରି ଗିରଫ କରିଛି। ତେଣୁ ଆମର ପ୍ରଶାସନ ନିକଟରେ ଏତିକି ପ୍ରାଥନା ଯେ ଘଟଣାର ନିରପେକ୍ଷ ତଦନ୍ତ କରି ଯିଏ ଦୋଷୀ ତାଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।