ଦେଖନ୍ତୁ Socking ଭିଡ଼ିଓ – ସନ୍ଧ୍ୟା ହେଲେ ଜଙ୍ଗଲ ରାସ୍ତାରେ ଶୁଭୁଛି ମଲା ପୁଅ ବ୍ରିଜେଶର କାନ୍ଦ..ଭେଣ୍ଡିଆ ପୁଅକୁ ହରାଇ ଝୁରୁଛି ବିଧବା ମା…ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କୁ ସୋସିଆଲ ମିଡ଼ିଆରେ କିଛି ଦିନ ଆଗରୁ ଭାଇରାଲ ହେବାକୁ ଲାଗିଥିଲା ବ୍ରିଜେଶ ଙ୍କର ମୃତ୍ୟୁ ଘଟଣା | ଆଉ ଯାହା ଜଣା ପଡିଥିଲା କି ଗାଡ଼ି ଦୁର୍ଘଟଣା ରେ ରାସ୍ତା ଉପରେ ଚାଲି ଯାଇଥିଲା ବ୍ରିଜେଶ ଙ୍କର ଜୀବନ | ଆଉ ବର୍ତ୍ତମାନ ବ୍ରିଜେଶ ଙ୍କ ଆତ୍ମ ଚାରିଆଡେ କୁଆଡେ ଘୁରି ବୁଲୁଛି | ଆଉ ତାଙ୍କର ନିଜ ଲୋକ ମାନଙ୍କର କଥା କୁ ଭାବି କୁଆଡେ କାନ୍ଦିବାକୁ ଲାଗୁଛି | ଆଉ ଏମିତି ମୃତ୍ୟୁ ପାଇଁ ତାଙ୍କର ପରିବାର ଯେମିତି ଝୁରି ହେଉଛନ୍ତି ବ୍ରିଜେଶ ଙ୍କୁ ସେ ମଧ୍ୟ ତାଙ୍କ ପରିବାର କୁ ଝୁରି ହେଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା କୁହା ଯାଉଛି କି ଏକ ବସ ଆସି ବ୍ରିଜେଶ ଙ୍କ ସହିତ ମାଡ଼ ହେବା ଫଳରେ ହଠାତ ଚାହୁଁ ଚାହୁଁ ଚାଲି ଯାଇଥିଲା ବ୍ରିଜେଶ ଙ୍କର ଜୀବନ | ଆଉ ତାଙ୍କର ଏହିଭଳି ଜୀବନ ଯିବାକୁ ସେ ଗ୍ରହଣ କରି ପାରି ନାହାନ୍ତି | କିଛି ଦିନ ପୂର୍ବରୁ ସେହି ରାସ୍ତା ଉପରେ ବ୍ରିଜେଶର ବାପା ଙ୍କର ପ୍ରାଣ ଯାଇଥିଲା ଆଉ ସେହି ରାସ୍ତାରେ ଆଜି ବ୍ରିଜେଶ ଙ୍କର ମଧ୍ୟ ଜୀବନ ଯାଇଛି ବୋଲି କୁହାଯାଉଛି | ଆଉ ଯାହାକୁ ଗ୍ରହଣ କରି ପାରି ନାହାନ୍ତି ବ୍ରିଜେଶ | ଆଉ ତାଙ୍କର ଘର ଏବେ ପୁରୁଷ ଶୂନ୍ୟ ହୋଇ ଯାଇଛି |

ତେଣୁ ବ୍ରିଜେଶ ର ଆତ୍ମ ଏବେ କୁଆଡେ ଘୁରି ବୁଲୁଛି ରାସ୍ତାରେ , ଆଉ କଣ ପାଇଁ ତାଙ୍କ ସହିତ ଏମିତି ଗୋଟିଏ ଘଟଣା ଘଟିଲା ବୋଲି କହିବୁଲୁଛି | ଆଉ ବ୍ରିଜେଶ ର ଆତ୍ମ ମଧ୍ୟ କୁଆଡେ ତାର ମା ଓ ଭଉଣୀ କୁ ଖୋଜି ବୁଲୁଛି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ମା ଭଉଣୀ ଙ୍କ ସହିତ ପାଖରେ ରହିବା ପାଇଁ ଚାହୁଁଛନ୍ତି ବ୍ରିଜେଶ |ଆଉ କହୁଛନ୍ତି କି ବଞ୍ଚିଲା ବେଳେ ତୋ ରହି ପାରିଲିନି ସାଙ୍ଗରେ ମାରିବା ପରେ ଆତ୍ମ ହୋଇ ରହିବି ଆଉ ସମସ୍ତଙ୍କ କଥା ବୁଝିବେ ବୋଲି ମଧ୍ୟ କହିବାକୁ ଲାଗିଛି ବ୍ରିଜେଶ ଙ୍କର ଆତ୍ମ |

ତେବେ ବ୍ରିଜେଶ ଙ୍କର ଭୂତ କୁଆଡେ ବର୍ତ୍ତମାନ ରାସ୍ତା ରେ ଘୁରି ବୁଲୁଛି ବୋଲି ତାହାର ସହି ପଡିଶା ର ଲୋକ ମାନେ କହୁଛନ୍ତି | ଆଉ ଯାହା କୁହାଯାଉଛି କି ରାସ୍ତା ଉପରେ ବ୍ରିଜେଶ ଙ୍କ ଆତ୍ମ ବୁଲୁଛି ଆଉ ତାହାର ପ୍ରିୟ ଜିନିଷ କୁ ମଧ୍ୟ ଖୋଜି ବୁଲୁଛି | ତାହା ସହିତ କୁହାଯାଉଛି କି ବ୍ରିଜେଶ ତାଙ୍କର ପ୍ରିୟ ବାଇକ କୁ ମଧ୍ୟ ଖୋଜିବାକୁ ଲାଗିଛନ୍ତି | ଆଉ ଏହି ଦୁଃଖ ଭରା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment