ସାଙ୍ଗରେ ଅଭିନୟ ,ତା’ ପରେ ପ୍ରେମ ଓ ଶାରୀରିକ ସମ୍ପର୍କ ଏବଂ ଶେଷରେ ପ୍ରତାରଣା କଲେ ଏହି ଓଡ଼ିଆ ହିରୋ… କଣ କହୁଛନ୍ତି ହିରୋଇନ ପ୍ରେମିକା… ଦେଖନ୍ତୁ Video

ବର୍ତ୍ତମାନ ର ଭଲପାଇବା ମାନେ ହେଉଛି ସେକ୍ସ ଏବଂ ପ୍ରତାରଣା। ନା ଅଛି ଭଲପାଇବାରେ ବିଶ୍ଵାସ ନା ପବିତ୍ରତା ।ଏମାନେ ହୃଦୟ ରୁ ଭଲ ପାଉ ନାହାଁନ୍ତି ବରଂ ନିଜର ଅଶୀଳ ମନ ଭାବ କୁ ପୁରୁଣ କରିବା ପାଇଁ ଗୋଟିଏ ଜୀଵନ ସହ ଖେଳୁଛନ୍ତି।ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏହିପରି ସବୁ ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ। ଯାହା ଜାଣିବା ପରେ ଭଲପାଇବା ଉପରୁ ଆପଣଙ୍କ ର ବିଶ୍ୱାସ ଉଠିଯିବ।

ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଅଭିନେତ୍ରୀ ଙ୍କର କାହାଣୀ ବିଷୟରେ ଜଣେଇବୁ ତାହା ଜାଣିଲେ ଆପଣ ଙ୍କର ପ୍ରେମ ଉପରେ ଭରସା ଉଠି ଯିବ। ତେବେ ଘଟଣା ଟି କିଛି ଏପରି ରହିଛି କି ଅଭିନେତ୍ରୀ, କୁଆଁରୀ ବୋହୁ ସିରିଏଲ ର ସାଇ ଭାବରେ ଅଭିନୟ କରୁଥିବା ଯୁବକ ସୁମନ ଙ୍କୁ ପ୍ରେମ କରି ଆସୁଥିଲେ ଦୁଇ ବର୍ଷ ହେବ। ତେବେ ଅଭିନେତା ସୁମନ ତାଙ୍କୁ ବିବାହ ର ପ୍ରତିଶୃତି ମଧ୍ୟ ଦେଇଥିଲେ ଆଉ ଶରୀରକ ସମ୍ପର୍କରେ ରହିଲେ ମାତ୍ର ବର୍ତ୍ତମାନ ସବୁକିଛି ସାରିଯିବା ପରେ ସମ୍ପର୍କ କୁ ଭୁଲିଗଲେ।

ତେବେ ସେ ଦିନେ ଯେଉଁ ଅଭିନେତ୍ରୀ ଙ୍କର ସହ ତାଙ୍କର ଅଭିନୟ ର ଜୀବନ ଆରମ୍ଭ କରିଥିଲେ , ଯେଉଁ ଅଭିନେତ୍ରୀ ଙ୍କ ସହ ଯାଇ କଣାର୍କ ମନ୍ଦିର ବୁଲୁଥିଲେ ଏବଂ କେତେ କେତେ ରୋମାଣ୍ଟିକ ଭିଡ଼ିଓ ବନାଉଥିଲେ ଆଜି ତାଙ୍କୁ ଛାଡିଦେଲେ। ତେବେ ନିଜକୁ ନଭାଙ୍ଗି ସେ ଆଇନ ର ସାହାରା ନେଇଛନ୍ତି ଆଉ ତାଙ୍କ ସହ ହୋଇଥିବା ଅନ୍ୟାୟ ର ନ୍ୟାୟ ମାଗିଛନ୍ତି। ତେବେ ଘଟଣା ଟି ହେଉଛି ଏହା କି ଭୁବନେଶ୍ୱର ର ଓଡ଼ିଆ ସିରିଏଲ ର ଅଭିନେତା ଏମ ସୁମନ ଙ୍କର ନାମରେ ଜଣେ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି କି ସେ ତାଙ୍କୁ ପ୍ରେମ କରି ବିବାହ ର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶରୀରିକ ସମ୍ପର୍କ ରଖିଥିଲେ ଆଉ ଏବେ ତାଙ୍କୁ ବିବାହ କରିବାକୁ ମନା କରୁଛନ୍ତି।

ତେବେ ବର୍ତ୍ତମାନ କିନ୍ତୁ ସୋସିଆଲ ମିଡ଼ିଆ ଅଭିନେତା ସୁମନ ଓ ସେହି ଅଭିନେତ୍ରୀ ଙ୍କର କେତେକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। କେତେବେଳେ ସୁଟିଂ ସେଟ ର ମଜାମସ୍ତି ର ଫୋଟ ତ ,କୋଉଠି କଣାର୍କ ଯାଇଥିବା ର ଫୋଟ ଯାହାକି ବର୍ତ୍ତମାନ ନିଆଁ ପରି ଭାଇରାଲ ହେଉଛି। ତେବେ ଏହି ଫୋଟ ଓ ଭିଡ଼ିଓ ରୁ ଜଣାପଡିଛି ଯେ ଏମ ସୁମନ ଯୁବତୀ ଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ ର ପ୍ରତିଶୃତି ଦେଇ ନିଜ ଇଚ୍ଛା ପୂରଣ କରିବା ପରେ ବର୍ତ୍ତମାନ ତାଙ୍କୁ ଅଧା ରାସ୍ତା ରେ ଛାଡି ଦେଇଛନ୍ତି। ତେବେ ଆଶା କରୁଛୁ ଏହିପରି କୋଉ ଯୁବତୀ ଙ୍କ ସହ ନହେଉ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment