jitu das amrutabani -ଆଜି 26 ,11, 2022 ଶନିବାର ,ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ କାହାକୁ କିଛି ନକହି କରନ୍ତୁ ଏହି କାମ ଶନିଦେବ ନିଜେ କରିବେ ରକ୍ଷା …..

ତେବେ ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଜାଣିଛୁ କି 33 କୋଟି ଦେବା ଦେବୀ ଙ୍କୁ ଆମେ ମାନେ ପୂଜା ଅର୍ଚନା କରିଥାଉ | ତେବେ ସେହି ଦେବା ଦେବୀ ଙ୍କ ମଧ୍ୟରେ ଶନି ଦେବ ଙ୍କୁ ଆମେ ମାନେ ଧର୍ମ ର ଦେବତା ବୋଲି ମାନିଥାଉ | ଆଉ ତାଙ୍କର ଦୟାରେ ଆମର ଜୀବନରେ ଅନେକ ପ୍ରକାରର ଶଙ୍କ ତ ମଧ୍ୟ ଦୁରେଇ ଯାଇଥାଏ ତେବେ ଯଦି ଶନି ଦେବ ଙ୍କର କୋପ ଦୃଷ୍ଟି ଆମ ଉପରେ ପଡିବ ତାହେଲେ ବିଭିନ୍ନ ପ୍ରକାରର ଅସୁବିଧା ମାନ ଦେଖା ଯିବ ଆମର ଜୀବନରେ ବୋଲି କୁହାଯାଉଛି | ତେବେ ଶନି ଙ୍କର କୋପ ରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ କେଉଁ ସବୁ ଉପାୟ କରିବା ପାଇଁ ହେବ ଆସନ୍ତୁ ଜାଣିବା |

1-ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଶନି ଙ୍କର ପ୍ରିୟ ରଙ୍ଗ ହୋଇଥାଏ କଳା ଓ ତାହା ସହିତ ଶନି ଙ୍କର ବାହନ ମଧ୍ୟ କାଉ ହୋଇଥାଏ | ତେବେ ଶନି ଦୋଷା ପଡିଥିଲେ ଆପଣ ମାନେ ଶନିବାର ଦିନ କଳା ରଙ୍ଗର ବସ୍ତ୍ର କୁ ଦାନ କରିବା ର ଆବଶ୍ୟକତା ରହିଛି ତାହା ସହିତ କଳା ସୋରିଷ ଓ କଳା ଜିରା ପ୍ରଭୁତି ଜିନିଷ ଦାନ କରିଲେ ଶୁଭ ଫଳ ମିଳିଥାଏ |
2-ତେବେ ଏହା ଛଡା କୁହାଯାଉଛି କି ଶନି ଙ୍କର କୁ ପ୍ରଭାବ ରୁ ରକ୍ଷା ପାଇବା ପାଇଁ ହେଲେ ଆମେ ମାନେ ଶନି ଙ୍କର ମହାତ୍ମା କୁ ପାଠ କରିବାର ଆବଶ୍ୟକତା ରହିଛି | ଆଉ ଯାହାକୁ ପାଠ କରିଲେ ଆମର ଶୁଭ ଫଳ ମିଳିଥାଏ ବୋଲି କୁହାଯାଉଛି |

3-ଏହା ସହିତ ଶନିଦେବ ଆଉ ହନୁମାନ ଦେବ ଦୁଇ ଜଣ ଙ୍କ ଶଙ୍କଟ ହରଣ କରୁଥିବାରୁ ଶନି ଦୋଷା ଓ ସାଢ଼େ ସାତ ଦୋଷା ରୁ ମୁକ୍ତି ପାଇବା ପାଇଁ ହନୁମାନ ଙ୍କ ମନ୍ଦିରକୁ ଯାଇକି ଚାମେଲୀ ତେଲ ସହିତ ତେଲ ଓ ସିନ୍ଦୁର ମଧ୍ୟ ଦାନ କରିବା ର ଆବଶ୍ୟକତା ରହିଛି |

4-ତେବେ ଏହା ସହିତ ଆଶ୍ୱସ୍ତ ଗଛ ରେ ସବୁ ଦେବା ଦେବୀ ରହୁଥିବାରୁ ଶନି ଙ୍କର ଅଢେଇ ଦୋଷା ରୁ ମୁକ୍ତି ପାଇଁ ଆଶ୍ୱସ୍ତ ଗଛ କୁ ପୂଜା କରିବା ସହିତ ସେହି ଗଛର ମୂଳ ରେ ପାଣି ଦେବା ଓ ଗଛର ଚାରି ପଟେ ପରିକ୍ରମା କରିବା ର ଆବଶ୍ୟକତା ରହିଛି |ତାହା ସହିତ ସୋରିଷ ତେଲ ର ଦୀପ ଜାଳି ସେଥିରେ ଲୁହା କଣ୍ଟା ପକାଇବା ଆବଶ୍ୟକ |
5-ତେବେ ଅମାବାସ୍ୟା ଦିନ ଶନି ଙ୍କର ବ୍ରତ କରି ପୂଜା ଅର୍ଚନା କରିବା ର ଆବଶ୍ୟକତା ରହିଛି ଶନି ଦୋଷା ଭଳି ସମସ୍ୟାରୁ ଦୂର କରିବା ପାଇଁ |

6-ଏହା ବ୍ୟତୀତ ଫାଲ୍ଗୁନ ମାସରେ ଜ୍ଞାନେଶ୍ଵର ଅମାବାସ୍ୟା ରେ ଶନି ଙ୍କର ବାର ବ୍ରତ କରିବା ଯୋଗୁ ସମସ୍ତ ସମସ୍ୟା ଦୁରେଇ ଯାଏ |

ତେବେ ଏହା ଥିବା ଶନି ଙ୍କର ସାଢ଼େ ସାତ ଓ ଅଢେଇ ଦୋଷ ରୁ ମୁକ୍ତି ପାଇବାର ଉପାୟ | ଯାହାକୁ ମାନିଲେ ଶୁଭ ଫଳ ମିଳିଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment