jotisha shastra -ଆଜି 17,12,2022 ଶନିବାର ,ଶନିଦେବଙ୍କ କୋପ ଦୃଷ୍ଟି ପଡିଛି କି ? ଡେରି ନକରି ପାଳନ କରନ୍ତୁ ଏହି ୬ ଟି ନିୟମ…

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ହିନ୍ଦୁ ଧର୍ମରେ ଅନେକ ଦେବା ଦେବି ରହିଛନ୍ତି |ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ କୋପର ସ୍ୱୀକାର ହୋଇଛନ୍ତି ତେବେ ସେ ଜୀବନ ସାରା ଦୁଃଖ କଷ୍ଟରେ ବୁଡି ରହିବେ କିନ୍ତୁ ଶନିଦେବ ଯାହାଙ୍କ ଉପରେ ସନ୍ତୁଷ୍ଟ ରହନ୍ତି ଆବଶ୍ୟକତା ଠାରୁ ଅଧିକ ଧନ ପାଇବା ସହିତ ବହୁତ ଖୁସିରେ ରହନ୍ତି |ତେଣୁ ଏହି ଦୁନିଆରେ ଯେଉଁ ଶନିଦେବଙ୍କ କୋପରେ ବୁଡି ରହିଛନ୍ତି ବା ଯଉଁ ବ୍ୟକ୍ତି ବହୁଦିନ ହେବ ସମସ୍ୟାରେ ବୁଡି ରହିଛନ୍ତି ସେମାନେ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ପୂଜା ପାଠ କରିବା ଉଚିତ |ମୁଁ ଆଜି ଆପଣକୁ ଶନିଦେବଙ୍କୁ କିପରି ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଜାଣିବା ଶନିଦେବଙ୍କୁ ସନ୍ତୁଷ୍ଟ କରିବାର କିଛି ନିୟମ ଗୁଡିକ ବିଷୟରେ |

1-ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ତାଙ୍କର ପୂଜା ପାଠ ଭକ୍ତିର ସହିତ କରିବା ପାଇଁ ପଡିବ, ଆପଣ ଯଦି ଶନିବାର ଦିନ ଶନିଦେବଙ୍କ ମୂର୍ତ୍ତି ନିକଟରେ ତେଲର ଦୀପ ଲଗାନ୍ତୁ କିମ୍ବା କୌଣସି ବ୍ରାହ୍ମଣ କି ଗରିବ ଲୋକଙ୍କୁ ତେଲ ଅର୍ପଣ କରନ୍ତୁ |ଏହିପରି କରିବା ଦ୍ଵାରା ଶନିଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ |ତେଲ ଅର୍ପଣ ସମୟରେ ଯେପରି ନପଡେ ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ |

2-ଆପଣ ଯଦି ଚମଡାରେ ପ୍ରସ୍ତୁତ ହୋଇଥିବା ଜୋତା କିମ୍ବା ଚପଲ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତି ତେବେ ଏହା ଆପଣ ପାଇଁ ବହୁତ ଭଲ ହୋଇଥାଏ |
3-ଆପଣ ଶନିଦେବଙ୍କୁ ପୂଜା କରିବା ସମୟରେ କେବେ ତାଙ୍କ ସାମ୍ନାରେ ଛିଡା ହୋଇ ପୂଜା କରନ୍ତୁ ନାହିଁ, ତାଙ୍କ ଚରଣ ତଳେ ବସି ପୂଜା କରନ୍ତୁ ଯେପରି ଶନିଦେବ ଆପଣଙ୍କର ସମର୍ପଣ ଭାବ ଦେଖି ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ପକାଇବେ |
4-ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ମନ୍ଦିରକୁ ଯାଇ ତାଙ୍କର ଦର୍ଶନ କରନ୍ତୁ ତାହା ସହିତ ଆପଣ ଏହିଦିନ ନିରାମିଷ ଖାଆନ୍ତୁ, ଏପରି କଲେ ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିଥାଏ |ଏହି କୃପାରୁ ଆପଣ ଜୀବନରେ ଅନେକ ସଫଳତା ଲାଭ କରନ୍ତି |

5-ଶନିଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ ଆପଣ ବରଗଛ ମୂଳରେ ରାଶି ତେଲର ଦୀପ ଜଳାନ୍ତୁ, ଏହା ଦ୍ଵାରା ଶନିଙ୍କ କୃପା ଆପଣ ପାଇବେ |
6-ଆପଣ ଶନିଦେବଙ୍କ କୃପା ପାଇବା ପାଇଁ ଚାହୁଁଥିଲେ ତାଙ୍କର ଆରାଧନା କରିବା ସହିତ ପରୋପକାରୀ ହୁଅନ୍ତୁ, ସର୍ବଦା ସତ୍ୟ ଆଚରଣ କରନ୍ତୁ,କାହାର କ୍ଷତି ମଧ୍ୟ କରନ୍ତୁ ନାହିଁ |ଏପରି କଲେ ଆପଣ କେବେ ଜୀବନରେ ଦୁଃଖ ଭୋଗ କରିବେ ନାହିଁ କି ଅଭାବ ଅନୁଭବ ମଧ୍ୟ କରିବେ ନାହିଁ |
7-ଶନିଦେବଙ୍କ ଅତି ପ୍ରିୟ ଶ୍ରମିକ, ମୁଲିଆ, କୁଲି ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କଲେ ଆପଣ କଲା କର୍ମର ପ୍ରାୟଶ୍ଚିତ କରିବା ସହିତ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment