୧ ଫେବୃୟାରୀ ବଡ଼ ବୁଧବାର ଠାରୁ ( ଭୌମୀ ଏକାଦଶୀ ) ଚୁପଚାପ୍ ୩ଟି ଜାଗାରେ ଲୁଣ ରଖନ୍ତୁ,ମା ଲକ୍ଷ୍ମୀ ଧନର ବର୍ଷା କରିବେ Odia

୧ ଫେବୃୟାରୀ ବୁଧବାର ୨୦୨୩ ଭୌମୀ ଏକାଦଶୀ। ତେବେ ଆପଣ ମାନେ ଜାଣିଥିବେ ଯେ ଏକାଦଶୀର ବ୍ରତ ଗଙ୍ଗା ଜଳ ପରି ପବିତ୍ର ମାନା ଯାଇଥାଏ। ମଙ୍ଗଳ କାରୀ ମାନା ଯାଇଥାଏ। ଶୁଭ କାର୍ଯ୍ୟ ମାନା ଯାଇଥାଏ। ଭଗବାନ୍ ବିଷ୍ଣୁ ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଏକାଦଶୀ ବ୍ରତକୁ ସବୁଠୁ ବଡ ବ୍ରତ ବୋଲି ମାନା ଯାଇଥାଏ। ଏହି ବ୍ରତ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଠାରୁ ଆମେ ଦୂରେଇ ରହୁଥାଉ। ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ତେବେ ପ୍ରତ୍ୟେକ ଏକାଦଶୀ ବ୍ରତର ଅଲଗା ମହତ୍ତ୍ଵ ରହିଥାଏ। ତେବେ ଏ ବର୍ଷର ଭୌମୀ ଏକାଦଶୀ କୁ ସବୁଠୁ ବଡ ଏକାଦଶୀ ବୋଲି ମାନା ଯାଉଅଛି। ଆଉ ଏହି ଦିନରେ ଆପଣଙ୍କୁ ଏପରି କିଛି କାମ କରିବା ପାଇଁ ପଡିବ ଯାହା କରିବା ଦ୍ୱାରା ଆପଣଙ୍କୁ ସର୍ବଶ୍ରେଷ୍ଠ ଫଳ ପ୍ରାପ୍ତ ହେବ ଆପଣଙ୍କ ଜୀବନରେ ବହୁତ୍ ବଡ ପରିବର୍ତ୍ତନ ଆସିବ। ଆପଣଂକ ଗୃହରୁ ନକାରାତ୍ମକ ଶକ୍ତି ସବୁ ଦୂର ହେବାକୁ ଲାଗିବ। ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଟାଣି ହୋଇ ଆସିବେ। ଫଳରେ ଆପଣଙ୍କ ଜୀବନରେ ଯେଉଁ ଧନର ଅଭାବ ରହିଥିଲା ତାହା ସବୁ ଦିନ ପାଇଁ ଦୂର ହୋଇଯିବ।ତେବେ ଆଜି ଆମେ ଆପଣଙ୍କୁ ରସୁଣ ର କିଛି ଚମତ୍କାର ଉପାୟ ବାବଦରେ ବାତାଇବୁ। ରସୁଣ ଦ୍ଵାରା ଆପଣ କିପରି ଧନବାନ ହୋଇ ପାରିବେ ଆସନ୍ତୁ ଜାଣିବା।

୧. ଆପଣ ଏକ ରସୁଣ ର ପାଖୁଡ଼ା ନେଇ ଆପଣଙ୍କ ପାଖରେ ସବୁ ସମୟରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଭଲ ହୋ ଆପଣ ଏହାକୁ ସବୁ ସମୟରେ ଆପଣଙ୍କ ପର୍ସ ରେ ରଖି ଦିଅନ୍ତୁ। କାରଣ ନକାରାତ୍ମକ ଶକ୍ତିକୁ ସମାପ୍ତ କରିବାରେ ରସୁଣ ସହାୟକ ହୋଇଥାଏ। ଏମିତି ମାନା ଯାଇଥାଏ କି ରସୁଣ ଏ କଡ଼ା ଗନ୍ଧ୍ ରୁ ବଡବଡ ଭୂତପ୍ରେତ କଳା ଶକ୍ତି ନକାରାତ୍ମକ ଶକ୍ତି ସବୁ ଦୂରେଇ ଯାଇଥାନ୍ତି।

୨. ରସୁଣ ର ପାଖୁଡ଼ା ଆପଣଙ୍କ ପାପୋଛା ତଳେ ନେଇ ନିଶ୍ଚିତ ରଖନ୍ତୁ। ଏହାକୁ ପାପୋଛା ତଳେ ନେଇ ରଖିବା ଦ୍ଵାରା ବହୁତ କିଛି ଫାଇଦା ହୋଇଥାଏ। କାରଣ ଆମ ଘରକୁ ବହୁତ୍ ସାରା ଲୋକ ଯିବା ଆସିବା କରିଥାନ୍ତି। ଆଉ ସେମାନଙ୍କ ମଧ୍ୟରୁ କିଏ ଦୁଷ୍ଟ୍ ଲୋକ ବି ହୋଇପାରେ ଆଉ ଯଦି ଆପଣଙ୍କ ଘରକୁ ସେମିତି କେହି ଲୋକ ଆସୁଛନ୍ତି ସେମାନଙ୍କ ମଧ୍ୟରେ ଥିବା ଦୁଷ୍ଟ ଶକ୍ତି କୁ ପାପୋଛା ତଳେ ଥିବା ରସୁଣ ଟାଣି ନେଇଥାଏ। ଏହାର ପ୍ରଭାବ ଗୃହରେ ପଡ଼ିନଥାଏ । ଯାହା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ।

୩. ଖରାପ ସ୍ଵପ୍ନ ରୁ ଦୂରେଇ ରହିବା ପାଇଁ ଶୋଇବା ପୂର୍ବରୁ ତକିଆ ତଳେ ରସୁଣ ରଖି ଶୋଇ ପଡନ୍ତୁ।୪. ଯଦି ଆପଣ ୨୦ ଟଙ୍କା ନୋଟ ରେ ରସୁଣ ଗୋଡେଇ ରଖି ଦେଉଛନ୍ତି ତେବେ ସବୁଆଡୁ ଆପଣଙ୍କ ପାଇଁ ଧନଏ ମାର୍ଗ ଖୋଲି ଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment