ସଂସାର ଗଢ଼ିବା ପାଇଁ ଧରିଥିଲେ ହାତ, ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ଦୁନିଆ ଛାଡି ଚାଲିଗଲେ…ପୁରା Femily ବିଷୟରେ ଜାଣିଲେ ହୋଇଯିବେ ତାଯୁବ….

0

ଆଜିକାଲିର ଟେକ୍ନୋଲୋଜି ଯୋଗୁଁ ପ୍ରତିଦିନ ନୂଆ ନୂଆ ଜିନିଷ ର ଉଦ୍ଭାବନ ହେଉଛି। ଫଳରେ ମନୁଷ୍ୟର ସବୁ କାମ ଅତି ସହଜ ସାଧ୍ୟ ହୋଇ ପାରିଛି। ୨ ଦିନର କାମ କିଛି ଘଣ୍ଟା ମଧ୍ୟରେ ସମ୍ଭବ ହୋଇ ପାରୁଛି। ତେବେ ପ୍ରତ୍ୟେକ ଜିନିଷର କିଛି ଭଲ ଗୁଣ ଥାଏ। ଆଉ କିଛି ଜିନିଷର ଖରାପ ଗୁଣ ରହିଥାଏ। ହେଲେ ଯନ୍ତ୍ର ଚାଳିତ ଇଞ୍ଜିନ ଉପରେ କାହାରି ଭରଷା ନଥାଏ। କେତେବେଳେ କଣ ହେବ କେହି କହି ପାରିବେ ନାହିଁ। ତେବେ ଏସବୁ କହିବାର ଅର୍ଥ ହେଉଛି ଗତକାଲି ତାମିଲନାଡୁରେ ହେଲିକପ୍ଟର ଦୃଘଟଣା ଗ୍ରସ୍ତ ହୋଇଥିଲା।

ସେହି ହେଲିକପ୍ଟର ଉପସ୍ଥିତ ଥିଲେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ସର୍ବମୋଟ ୧୩ ଜଣ ଉଚ୍ଚ ପଦସ୍ତ ସେନା କର୍ମଚାରୀଙ୍କ ବିୟୋଗ ହୋଇଛି। ସାତ ଜନ୍ମ ପାଇଁ ସାଥି ହୋଇ ବଞ୍ଚିବା ପାଇଁ ଉଭୟ କଥା ଦେଇଥିଲେ। ବିବାହ ପୂର୍ବରୁ ବିପିନ ରାୱତଙ୍କ ମନ ମଧ୍ୟରେ କୌଣସି ଭୟ ନଥିଲା। କିନ୍ତୁ ସେ ମଧୁଲିକାଙ୍କୁ ବିବାହ କରିଛନ୍ତି। ସେତେବେଳଠୁ ମନ ମଧ୍ୟରେ ମନ ମଧ୍ୟରେ ଜୀବନ ହାରିବାର ଭୟ ରହିଥାଏ। ମାତ୍ର ଜୀବନ ଶେଷ ହେବା ଯାଏ ସେମିତି ଉଭୟ ହାତ ଧରିଥିଲେ। ତେବେ ବିପିନ ରାୱତ ସିଡିଏସ ହୋଇଥିବା ବେଳେ ସ୍ତ୍ରୀ ମଧୁଲିକା ଯେତେ ସବୁ ସେନା ଅଧିକାରୀ ଅଛନ୍ତି ସେମାନଙ୍କ ସ୍ତ୍ରୀଙ୍କ କଥା ବୁଝନ୍ତି।

ତେବେ ଶେଷରେ ଉଭୟ ସ୍ୱାମୀ ସ୍ତ୍ରୀ ହାତ ଧରାଧରି ହୋଇ ସବୁ ଦିନ ପାଇଁ ଚାଲିଗଲେ। ତେବେ ଦୃଘଟଣା ଗ୍ରସ୍ତ ବିମାନରେ ମୋଟ ୧୪ ଜଣ ଥିଲେ। ୧୩ ଜଣ ମୃତ୍ୟୁ ହୋଇଥିବା ବେଳେ ସେଥି ମଧ୍ୟରୁ ଜଣ ଅଵସ୍ଥା ଗୁରୁତର ସେ ହସ୍ପିଟାଲ ବେଡ଼ ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସୂଚନା ଅନୁସାରେ Mi-17V5 ବିମାନରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଯାଉଥିଲେ। ତେବେ କୁହା ଯାଉଛି କି ଏହି ବିମାନଟି ମଲଟି ଇଞ୍ଜିନ ବା ୨ ଇଞ୍ଜିନ ବିଶିଷ୍ଟ ଯାହା କି ଏହା ଏକ ପ୍ରକାର ପାୱାରଫୁଲ ଇଞ୍ଜିନ। ତେବେ ଏସବୁ ବ୍ୟତୀତ ଦୃଘଟଣା ହେବାର କାରଣ ହେଉଛି ବିମାନରେ ହୁଏତ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ବା ପାଗ ଖରାପ ଯୋଗୁଁ ଭାରସାମ୍ୟ ହରାଇ ବିମାନଟି ନିଶ୍ଚିତ ଭାବରେ କ୍ଷତି ଗ୍ରସ୍ତ ହୋଇଛି।

ତେବେ ଏନେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଶୋକ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ସାହା ମଧ୍ୟ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ସାରା ଦେଶରେ ବିପିନ ରାୱତଙ୍କ ବିୟୋଗ ନେଇ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ଦେଶ ସେବାରେ ନିଜର ସାରା ଜୀବନକୁ ଉତ୍ସର୍ଗ କୃତ କରିଦେଇଛନ୍ତି। ତାଙ୍କ ଭଳି ମହାନ ସେନା ଅଧିକାରୀ ଦେଶ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ଆମର ମଧ୍ୟ ଭଗବାନଙ୍କ ପାଖରେ ଏତିକି ପ୍ରାଥନା ଯେ ତାଙ୍କ ଆତ୍ମାର ସଦ୍ଗତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।