ସଂସାର ମାୟା ତୁଟାଇବା ଉପାୟ କଣ ଜଣାନ୍ତୁ ?II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ମାତ୍ର ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ଏହା ସହିତ ଆପଣ ମାନେ ଅନେକ ପ୍ରକାରର ବଡ଼ ବଡ଼ ସାଧୁ ସନ୍ଥ ମାନଙ୍କର ଦିବ୍ୟ ବାଣୀ ସଂସାରର ମାୟା ମୋହ ବିଷୟରେ ଅନେକ କଥା ଶୁଣିବାକୁ ପାଉଥିବେ | ତେବେ ଆଜି ସେହି ଭଳି ସମସ୍ତ କଥା ବିଷୟରେ ବୁଝାଇବାକୁ ଲାଗିଛନ୍ତି କେଶବ ଦାସ ଦ୍ଵିତୀକୃଷ୍ଣ, ଆଉ ଯାହାଙ୍କୁ ବୟସ ମଧ୍ୟ କମ ଅଟେ | ଆଉ ଏତେ କମ ବୟସରେ କେମିତି ସୁନ୍ଦର ଭାବରେ ସଂସାର ରେ ମୋହ ମାୟା କୁ ନେଇକି କିଛି କଥା ବିଷୟରେ କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ପସନ୍ଦ ମଧ୍ୟ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ସଂସାର ରେ ଜନ୍ମ ହୋଇଛେ ମାନେ ମୃତ୍ୟୁ ର ସୁନିଶ୍ଚିତ | ତାହା ସହିତ ଆହୁରି ମଧ୍ୟ କୁହାଯାଉଛି କି ସଂସାର ରେ ଆମେ ସମସ୍ତେ ମୋଜା ମାୟା କୁ ନେଇକି ବଞ୍ଚି ରହିଛୁ | ମୋହ ମାୟା ର ବିନା ସାହାଯ୍ୟ ରେ ସଂସାରରେ ବଂଚିବା ଅସମ୍ଭବ ହୋଇଥାଏ | କିନ୍ତୁ ଏହି ମୋହ ରେ ବୁଡି ନ ଯାଇ ମାୟା ରେ ଭାସି ନ ଯାଇ ମନରେ ଈଶ୍ୱର ଙ୍କର ଭକ୍ତି ଭାବ କୁ ଜାଗ୍ରତ କରିବା ଆବଶ୍ୟକ ଆମର ହୃଦୟରେ | ଆଉ ଏହି କଥା କୁ ନେଇକି କେଶବ ଦାସ ଦ୍ଵିତୀକୃଷ୍ଣ ମଧ୍ୟ କହିଛନ୍ତି |

ତାଙ୍କର କହିବା କଥା କି ଶୁକ ମୁନି ଭଳି ଜଣେ ମୁନି ମଧ୍ୟ ନିଜର ଭୁଲ କୁ ବୁଝି ପାରିଥିଲେ | ତାହା ସହିତ ରାଜା ମଧ୍ୟ ନିଜର ଭୁଲ କୁ ବୁଝି ପାରି 2 ଘୋଡ଼ି ର ସମୟ କୁ ନଷ୍ଟ ନ କରି ଭଗବାନ ଙ୍କର ଭଜନ କୀର୍ତ୍ତନ କରିଥିଲେ |ତେଣୁ ପ୍ରତେକ ଙ୍କ ପାଇଁ ଜୀବନରେ ଆଗକୁ ବଢିବାକୁ ହେଲେ ଆଉ ସମସ୍ତ ପ୍ରକାରର ଅସୁବିଧା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଈଶ୍ୱର ଙ୍କର ସରଣା ପର୍ଣ୍ଣ ହେବାକୁ ପଡିବ |

ଯଦି ଆମେ ଖୋଲା ମନରେ ଭକ୍ତି ରେ ଶ୍ରଦ୍ଧା ର ସହିତ ଭଗବାନ ଙ୍କର ନାମ ନେଵା ଆଉ ଭଗବାନ ଙ୍କର ଭଜନ କୀର୍ତ୍ତନ କରିବା ତାହେଲେ ସଂସାର ର ମୋହ ମାୟା କୁ ତୁଟାଇ ଈଶ୍ୱର ପ୍ରାପ୍ତି ର ମାର୍ଗ ପାଇ ପାରିବା ବୋଲି ମଧ୍ୟ କୁହାଯାଉଛି | ତେବେ କେଶବ ଦାସ ଦ୍ଵିତୀକୃଷ୍ଣ ଙ୍କର ଏହି ଭଳି ଭକ୍ତି ପୂର୍ଣ୍ଣ ଭଜନ ସହିତ କୀର୍ତ୍ତନ ରେ ସମସ୍ତେ ମଜି ଯାଇଥିବାର ଦେଖିବାକୁ ମିଳିଛି | ଜାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment