ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଜଣେ ସାଧରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳ ନିଆରା ପ୍ରକାର ଅଟେ। ସେମାନେ ଭଲ ଭଲ ଅଭିନୟ କରି ଲୋକଙ୍କ ମନ କିଣି ନେଇ ଥାଆନ୍ତି। ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି। ଓଡିଶା ଫିଲ୍ମରେ ଯେଉଁ ମାନେ ଶିଶୁ କଳା କାର ଭାବରେ ଅଭିନୟ କରି ଲୋକଙ୍କ ମନ କିଣି ନେଉଥିଲେ, ବର୍ତ୍ତମାନ ସେମାନେ ଆଜି ବଡ଼ ବଡ଼ କାର୍ଯ୍ୟ କରି ଉପରକୁ ଉଠି ପାରିଛନ୍ତି। ତାଙ୍କ ପରିଶ୍ରମ, ଚେଷ୍ଟା ଓ ଲୋକ ମାନଙ୍କ ଭଲ ପାଇବା ଦ୍ୱାରା ସେ କୋଟି କୋଟି ଟଙ୍କାର ମାଲିକ ମଧ୍ୟ ହୋଇ ପାରୁଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ବହୁତ ଖୁସି ମଧ୍ୟ ଅନୁଭବ କରିବେ।ତେବେ ଘଟଣାଟି ହେଉଛି, ସନ୍ତାନ ଫିଲ୍ମରେ ସିଦ୍ଧାନ୍ତଙ୍କ ଭାଇ ଭୂମିକାରେ ଶିଶୁ କଳା କାର ଭାବରେ ଅଭିନୟ କରିଥିବା ସନ୍ଦୀପ ରାଉତ ବର୍ତ୍ତମାନ ପ୍ରଯୋଜକ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି, ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଆପଣ ମାନେ ସନ୍ତାନ ଫିଲ୍ମରେ ସିଦ୍ଧାନ୍ତଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କୁ ଜାଣି ଥିବେ। ତାଙ୍କର ପ୍ରକୃତ ନାମ ହେଉଛି ସନ୍ଦୀପ ରାଉତ, ସେ ଏହି ଫିଲ୍ମରେ ନିଜର ଶିଶୁ କଳା କାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ସେ ଏହି ଫିଲ୍ମ ମାଧ୍ୟମରେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ। ସେ ଅନେକ ଫିଲ୍ମରେ ଶିଶୁ କଳା କାର ଭାବରେ ଅଭିନୟ କରି ସାରା ଓଡିଶାରେ ପ୍ରସିଦ୍ଧ ହୋଇ ପାରିଛନ୍ତି ଓ ତାଙ୍କ ଅଭିନୟ ସାରା ଓଡିଶା ବାସୀଙ୍କୁ ବେଶ ପସନ୍ଦ ଲାଗିଥାଏ। ତାଙ୍କ ଅଭିନୟ ଜରିଆରେ ଲୋକ ମାନଙ୍କୁ ନିଜର କରି ପାରିଥିଲେ।
ତାଙ୍କ ଅଭିନୟରେ ବହୁତ ଲୋକ ମାନେ ମୁଗ୍ଧ ହୋଇ ପାରିଥିଲେ ଓ ଅଭିନୟ ଶୈଳ ଏକ ନିଆରା ପ୍ରକାର ଅଟେ।ତେବେ ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମରେ ପ୍ରଯୋଜକ ଭାବରେ କାର୍ଯ୍ୟ କରି କୋଟି ପତି ହୋଇ ପାରିଛନ୍ତି। ସେ ଲୋକ ମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ଦ୍ୱାରା ଆଜି ବହୁତ ଉପରକୁ ଉଠି ପାରିଛନ୍ତି। ତାଙ୍କୁ ମଧ୍ୟ ବହୁତ ଲୋକ ଭଲ ପାଇବା ସହ ସଂମାନ ମଧ୍ୟ ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।