ତେବେ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ମୁନି ର ୠଷି ମାନଙ୍କର ଅନେକ ପ୍ରକାରର ମତ ରହିଛି ଆମର ସୃଷ୍ଟି କୁ ନେଇକି |ତେବେ ଆମେ ଜାଣିଛୁ ଅନେକ ସମୟରେ ମୁନି ଋଷି ମାନଙ୍କ ଦ୍ୱାରା ରଚନା କରାଯାଇଥିବା ମାଳିକା ବଚନ ମଧ୍ୟ ସତ ହୋଇଥାଏ | ତେବେ ବିଶେଷ କରିକି ଅଚ୍ୟୁତା ନନ୍ଦ ଙ୍କ ଦ୍ୱାରା ରଚିତ ଆମର କଳିଯୁଗ ର କଥା ବର୍ଣ୍ଣନା କରାଯାଇଛି ତାଙ୍କର ମାଳିକା ରେ | ଆଉ କଣ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଓ ତାହା ଆମ ଜୀବଜଗତ ଉପରେ କଣ ସବୁ ପ୍ରଭାବ ପକାଇବାକୁ ଯାଉଛି ଆସନ୍ତୁ ସେ ବିଷୟରେ ଅଧିକ କିଛି ଜାଣିବା |
ତେବେ କୁହାଯାଉଛି କି ଅଚ୍ୟୁତାନନ୍ଦ ବହୁତ ଧର୍ମ ଗ୍ରନ୍ଥ ରଚନା କରିଛନ୍ତି, ତେବେ ତାଙ୍କର କଥା ଅନୁସାରେ କୁହାଯାଇଛି କି କଳିଯୁଗ ର ବିନାଶ ପରେ ପୃଥିବୀ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବ | ଆଉ ଯାହା ପରେ କୁହାଯାଉଛି ଏକ ନୂଆ ଯୁଗର ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି ଅଚ୍ୟୁତାନନ୍ଦ | ତେବେ ଯାହା କୁହାଯାଉଛି କି 2023 -2930 ମଧ୍ୟରେ ମାଳିକା ରେ ପରିବର୍ତ୍ତନ ହେବାକୁ ଲାଗିବ, ଆଉ ପୃଥିବୀ ବିନାଶ ହେବ ବୋଲି କୁହାଯାଉଛି |ତେବେ କଳିଯୁଗ ର ବିନାଶ ଘଟିବା ସମୟରେ କଣ ସବୁ ପରିବର୍ତ୍ତନ ଆସିବ ଆସନ୍ତୁ ଜାଣିବା |
1- ତେବେ କୁହାଯାଉଛି କି ନିକଟ ଭବିଷ୍ୟତ ରେ ଚାଷ ଜମି ଗୁଡିକ ପଡିଆ ପଡିବାକୁ ଯାଉଛି, ଆଉ କୁହାଯାଉଛି କି କୃଷକ ମାନେ ସେମାନଙ୍କର ବୃତ୍ତି କୁ ଛାଡ଼ିବେ ବୋଲି କୁହାଯାଉଛି | 2-ରାସ୍ତା ଘାଟ ରେ ଜଙ୍ଗଲୀ ଜୀବ ଜନ୍ତୁ ବୁଲିବେ ଓ ସମସ୍ତଙ୍କୁ ଆକ୍ରମଣ କରିବେ ବୋଲି କୁହାଯାଉଛି | 3- ଆଉ ଯାହା କୁହାଯାଉଛି କି ପୃଥିବୀ ର ଜଳବାୟୁ ର ପରିବର୍ତ୍ତନ ହେବ, ତାହା ଛଡା ବନ୍ୟା, ବାତ୍ୟା ଓ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହେବ | 4-ସମୁଦ୍ର ର ଜାଲସ୍ତର ହଠାତ ଫୁଲିଯିବ,22 ପାହାଚ ରେ ମିନ ଖେଳିବ ବୋଲି ମଧ୍ୟ କୁହାଯାଉଛି |ନୀତିକାନ୍ତି ରେ ବାଧା ଆସିବ |ବାଧ୍ୟ ହୋଇ ଜଗନ୍ନାଥ ଙ୍କୁ ଛାଟିଆ ବଟ ଦିଆଯିବ |
5-2023- 2030 ଯାଏ ପ୍ରାକୃତିକ ବିପର୍ଯ୍ୟୟ ବଢ଼ି ଚାଲିବ, ତାହା ଛଡା 7 ଦିନ ରାତି ଅନ୍ଧାର ରହିବ ବୋଲି ମଧ୍ୟ କୁହାଯାଉଛି | 6-ପ୍ରକୃତି ବିଗିଡି ଚାଲିଲେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ |ତୃତୀୟ ବିଶ୍ୱଯୁଦ୍ଧ 6ବର୍ଷ 6 ମାସ ଯାଏ ଚାଲିବ |ମୁସଲିମ ଦେଶ ଭାରତ ଉପରେ ଆକ୍ରମଣ କରିବ ବୋଲି କୁହାଯାଉଛି | 7-ମଣିଷ କଳ୍କୀ ଅବତାର ନେବ, ଆମେରିକା ର ବଡ଼ ଅଂଶ ଜଳମଗ୍ନ ହୋଇଯିବ |ଚୀନ ଖଣ୍ଡ ଖଣ୍ଡ ହୋଇଯିବ,ମାନଚିତ୍ର ରୁ ପାକିସ୍ତାନ ର ଅସ୍ଥିତ୍ୱ ହଟିଯିବ ବୋଲି କୁହାଯାଉଛି |
8-ଆଉ କୁହାଯାଉଛି କି ଯେଉଁମାନେ ସତ କର୍ମ କରିଥିବେ ସେହି ମାନେ ହିଁ ବଞ୍ଚିବେ | 9-ପୁରୁଷ ପୁରୁଷ ଙ୍କ ସହିତ ଓ ମହିଳା ମହିଳା ଙ୍କ ସହିତ ସମ୍ପର୍କ ରଖିବେ | 10-ମଣିଷ ମାନେ ପଶୁ ଭଳି ବ୍ୟବହାର କରିବେ ବୋଲି ମଧ୍ୟ କୁହାଯାଉଛି ତେବେ ଏହା ଥିଲା ଅଚ୍ୟୁତାନନ୍ଦ ଙ୍କ ମାଳିକାରେ ଥିବା କେତେକ ସୂଚନା ଯାହା ଆଗକୁ ଘଟିବାକୁ ଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।