ସପ୍ତାହ ଭିତରେ ମୋର ଆଉ ଟୁଙ୍ଗୁରୁ ଭୋଳର DNA ଟେଷ୍ଟ କରନ୍ତୁ ..ଜଣାପଡିବ ସମ୍ପର୍କ ଅଛି କି ନାହଁ : ଏ ନେଇ ସବୁ ଖୋଲି କହିଲେ ବର୍ଷା ଭୋଳ…. ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ନିକଟରେ ବର୍ଷା ଓ ଟୁଙ୍ଗୁର ନାମକ ପ୍ରେମୀ ଯୁଗଳ ସେଲିବ୍ରେଟି ହୋଇ ସାରିଛନ୍ତି ଯାହା ଏବେ ଚର୍ଚ୍ଚା ର ବିଷୟ। ଆଉ ଏବେ ବର୍ଷା ଏମିତି କିଛି ରହସ୍ୟ ସମ୍ପର୍କରେ କହିଛନ୍ତି ତେବେ ଆସନ୍ତୁ ଜାଣିବା। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଟୁଙ୍ଗୁର ଭୋଳ ଙ୍କର ପ୍ରେମିକା ବର୍ଷା ଏମିତି କିଛି କହିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି।

ବିଭିନ୍ନ ସମୟରେ ସେମାନଙ୍କର ପ୍ରେମ ସମ୍ପର୍କ କୁ ନେଇ ଅନେକ ଘଟଣା ସବୁ ସାମ୍ନା କୁ ଆସୁଛି ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ନିକଟରେ ସେହି ମହିଳା ଜଣଙ୍କ ଦୁଇଟି ସନ୍ତାନ ଓ ସ୍ୱାମୀ ରହିଥିଲେ ମଧ୍ୟ ଟୁଙ୍ଗୁର ଭୋଳ ଙ୍କୁ ବିବାହ କରିବା ଲାଗି ଜିଦି ଧରି ବସିଥିଲେ।ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ସେହି ସମୟରେ ଦୁହିଁଙ୍କ ପ୍ରେମ ସମ୍ପର୍କ ରେ ସାରା ରାଜ୍ୟରେ ତାହା ଜାଣିବାକୁ ମିଳିଥିଲା। ଆଉ ପରବର୍ତ୍ତୀ ସମୟରେ ବର୍ଷା ପାଇଁ ଟୁଙ୍ଗୁର ଭୋଳ ସେଲିବ୍ରେଟି ମଧ୍ୟ ହୋଇ ଯାଇଥିଲା ଯାହା ପାଇଁ ତାଙ୍କୁ ଫିଲ୍ମ ର ହିରୋ ପାଇଁ ଫିଲ୍ମ ନିର୍ଦେଶକ ମାନେ ଡାକିଥିଲେ।

ଆଉ ତାହା ନାଁ ରେ ମଧ୍ୟ ଅନେକ ଗୀତ ମଧ୍ୟ ଶୁଟିଂ ହୋଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଛି।ଆଉ ଟୁଙ୍ଗୁର ମଧ୍ୟ ବର୍ଷା କୁ ଭଲ ପାଏ ଓ ବର୍ଷା ପାଇଁ ଆଜି ହିରୋ ହୋଇଛି ତାହା କଲ ରେକର୍ଡ଼ିଂ ମଧ୍ୟ ଶୁଣିବାକୁ ମିଳି ଥିଲା ଯାହା ବର୍ଷା କହିଛନ୍ତି। ଏବେ ଏଠାରେ ବର୍ଷା ମଧ୍ୟ ଗୀତ ଓ ଫିଲ୍ମ ରେ ଅଭିନୟ କରିବା ଖୁସି ଅଛନ୍ତି। ସେ ବର୍ତମାନ ଷ୍ଟାର ମଧ୍ୟ ହୋଇ ଗଲେଣି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ମଧ୍ୟ ସେ କହିଛନ୍ତି ଯେ ଆଜି ବି ବର୍ଷା ପାଇଁ ଟୁଙ୍ଗୁର ଟୁଙ୍ଗୁର ମଧ୍ୟ ବର୍ଷା ପାଇଁ ଯାହା ସବୁ ଭାଇରଲ ହୋଇଛି।

ଆଉ ଏଠାରେ ମଧ୍ୟ କହିଛନ୍ତି ଯେ ଯଦି ଟୁଙ୍ଗୁର ଓ ବର୍ଷା ର ଡିଏନଏ ପରୀକ୍ଷା କରା ଯିବ ତେବେ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ମିଳିବ। ଦୁହିଁଙ୍କର ପ୍ରେମ ସମ୍ପର୍କ ର ଏମିତି ଯାହା ପାଇଁ ବର୍ଷା ଟୁଙ୍ଗୁର ଭୋଳ ଙ୍କର ୪ ଟି ଫୋନ କୁ ଭାଙ୍ଗିଛି ଯାହା ଏବେ ବର୍ଷା କହିଛନ୍ତି। ଆଉ ସେଦିନ ଥାନା ରୁ ବାହାରିବା ପରେ ସଂଗେସଂଗେ ତାଙ୍କ ପାଖରୁ ନୂଆ ଫୋନ ମଧ୍ୟ ନେଇଥିଲେ ଯାହା ଏଠାରେ ଶୁଣିବାକୁ ମିଳିଛି। ଆଉ ସେହି ମୋବାଇଲ ସବୁ ଭାଙ୍ଗିବା ପଛରେ ଏମିତି ସବୁ କାରଣ ରହିଛି ଯାହା ଏବେ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment