ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ? ୧୮ ରୁ ୫୦ବର୍ଷ ଝିଅ ପୁଅ ମାନେ ଜାଣନ୍ତୁ – Dr. Rasmita

ପ୍ରେମ କୁ ଅଧିକ ମଜବୁତ୍ କରିଥାଏ ଶାରିରୀକ ସମ୍ପର୍କ। ତେବେ ଆଜି ଆମେ ଜାଣିବା ସପ୍ତାହକୁ କେତେଥର ରଖିବେ ଶାରିରୀକ ସମ୍ପର୍କ। ବିବାହ ପରେ ନୂଆ ଘର ନୂଆ ପରିବାର କୁ ନେଇ ଝିଅଟିଏ ଯେତିକି ଖୁସି ରହିଥାଏ ତା ଠାରୁ ଅଧିକ ଉତ୍ସାହିତ ଥାଏ ତା ସ୍ବାମୀକୁ ନେଇ। ପ୍ରତ୍ୟେକ ଝିଅ ଚାହାଁନ୍ତି କି ତାଙ୍କ ସ୍ବାମୀ ତାଙ୍କୁ ବହୁତ୍ ହିଁ ଭଲ ପାଉ। ତାର ସବୁ ଆବଶ୍ୟକତା ପୂରଣ କରୁ। ଏହା ସହିତ ସବୁ ନବ ଦମ୍ପତିଙ୍କୁ ଇଚ୍ଛା ଥାଏ ତାଙ୍କ ପାର୍ଟନର ତାଙ୍କର ଶାରୀରିକ ଆବଶ୍ୟକତାକୁ ମଧ୍ୟ ପୂରଣ କରୁ।

କୁହା ଯାଇଥାଏ କି ଶାରିରୀକ ସମ୍ପର୍କ ହିଁ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ କୁ ଅଧିକ ମଜବୁତ୍ କରିଥାଏ। ତେଣୁ ଅଧିକରୁ ଅଧିକ ସମ୍ବନ୍ଧ ବନାଇବା ଜରୁରୀ।କିନ୍ତୁ ଏଭଳି ଅଧିକ ଜାଣନ୍ତୁ ଥର ସମ୍ବନ୍ଧ ରଖିବା ମଧ୍ୟ ଶରୀର ଉପରେ କୁ ପ୍ରଭାବ ପକାଇ ଥାଏ। ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଦ୍ବାରା ଉଭୟ ମହିଳା ଓ ପୁରୁଷଙ୍କ ଉପରେ ଏହାର କୁ ପ୍ରଭାବ ରହିଥାଏ।ତେବେ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଶାରିରୀକ ସମ୍ପର୍କ ରଖିବା ଯେପରି ଜରୁରୀ ଅଟେ କେଉଁ ବୟସ ରେ କେତେ ଥର ଶାରିରୀକ ସମ୍ପର୍କ ରଖିବା ଦରକାର ସେ ବାବଦରେ ମଧ୍ୟ ଅବଗତ ରହିବା ଆବଶ୍ୟକ। ଅଳ୍ପ ବୟସରୁ ଶାରିରୀକ ସମ୍ପର୍କ ସ୍ଥାପନା କରିବା ଆଦୌ ଉଚିତ୍ ହୋଇ ନଥାଏ। ଶାରିରୀକ ସମ୍ପର୍କ ରଖିବାର ଏକ ନିର୍ଦ୍ଦିଷ୍ଟ ବୟସ ଅଛି।

କିନ୍ତୁ ଆଜିର ଯୁବପିଢ଼ି ଅତି କମ୍ ବୟସରୁ ପ୍ରେମରେ ପଡ଼ି ଯାଉଛନ୍ତି ଆଉ ପ୍ରେମରେ ପଡ଼ି ସେମାନେ ବେଳେବେଳେ ଶାରିରୀକ ସମ୍ୱନ୍ଧରେ ମଧ୍ୟ ଆସି ଯାଉଛନ୍ତି। ଯାହାକୁ ନେଇ ଭବିଷ୍ୟତରେ ସେମାନେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି।ତେବେ ଆଜି ଆମେ ଆପଣ ଙ୍କୁ କହିବା ପାଇଁ ଯାଉଛୁ କେଉଁ ବୟସ ରେ କେତେ ଥର ଶାରିରୀକ ସମ୍ପର୍କ ବା ସେକ୍ସ କରିବା ଠିକ ହୋଇଥାଏ।ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ୧୮-୩୦ ବର୍ଷ ବୟସର ଯୁବକ ସପ୍ତାହକୁ ତିନି ରଥ ସମ୍ଭୋଗ କରିବାର କ୍ଷମତା ରଖିଥାଏ। ସେହିପରି ୩୦-୪୫ ବର୍ଷ ବୟସର ଯୁବକ ମାନେ ସପ୍ତାହକୁ ଦୁଇ ଥର ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ସପ୍ତାହକୁ ଥରେ ସମ୍ବନ୍ଧ ବନାଇବାର କ୍ଷମତା ରଖିଥାଏ।

ତେବେ ଶରୀରର କ୍ଷମତା ଶକ୍ତି ଓ ସାମର୍ଥ୍ୟ ଅନୁଯାୟୀ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯେଉଁମାନେ ସପ୍ତାହକୁ ଥରେ ଲେଖାଏଁ ସମ୍ପର୍କ ରଖିଥାନ୍ତି ସେମାନେ ତାଙ୍କ ଜୀବନରେ ସବୁଠୁ ଖୁସି ରହିଥାନ୍ତି। ଏବଂ ସେମାନେ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରୁହନ୍ତି। ତେବେ ଜଣେ ସୁସ୍ଥ ମଣିଷ ସପ୍ତାହକୁ ଥରେ ସମ୍ବନ୍ଧ ରଖିବା ଉଚିତ୍ ହୋଇ ଥାଏ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment