ସରପଞ୍ଚ ହେବ ତ ଏମିତି ! ‘ପଞ୍ଚାୟତବାସୀ ବ୍ୟସ୍ତ ହୁଅନି…. ସରପଞ୍ଚ ଲୋକ ଙ୍କ ପାଇଁ କରି ଦେଖାଇଲେ ଏମିତି…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଏବେ ଏପରି ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇକି ଗାଁ ରେ ତଥା ସାରା ପଞ୍ଚାୟତ ର ଲୋକେ ବହୁତ ଖୁସି ଅଛନ୍ତି | ତେବେ ପ୍ରତେକ ସରକାରୀ ଡାକ୍ତର ଖାନା ମାନଙ୍କରେ ସରକାର ଙ୍କ ତରଫରୁ ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ର ସୁବିଧା ଯୋଗାଇ ଦେବାର କଥା ତ ଆପଣ ମାନେ ଜାଣିଥିବେ | କିନ୍ତୁ ଏଠି ସରପଞ୍ଚ ନିଜେ ଗାଁ ଲୋକ ମାନଙ୍କର ଦୁଃଖ ଆଉ ଦୁର୍ଦଶା କୁ ସହି ପାରି ନ ଥିଲେ , ଆଉ ଯୋଉଠି ପାଇଁ ଗ୍ରାମ ରେ ଆମ୍ବୁଲାନ୍ସ ର ସେବା ଯୋଗାଇ ଦେଇଥିଲେ | ତେବେ ଆସନ୍ତୁ ଜାଣିବା ସରପଞ୍ଚ ଙ୍କର ଏପରି ନିଷ୍ପତି କଣ ପାଇଁ ନେଇଥିଲେ |

ତେବେ ଆପଣ ଥରେ ଭାବିକି ଦେଖନ୍ତୁ ଯଦି ଆପଣଙ୍କ ଗାଁ ରେ ଵା ପଞ୍ଚାୟତ ରେ କୌଣସି ବ୍ୟକ୍ତି ରୋଗାକ୍ରାନ୍ତ ହୋଇଥିଲେ , ଆଉ ଗାଁ ଆମ୍ବୁଲାନ୍ସ ର ସେବା ନଥିବ ଆଉ ହସ୍ପିଟାଲ ରେ ମଧ୍ୟ ଯଦି ଠିକ ଭାବରେ ସୁବିଧା ସୁଯୋଗ ନ ମିଳିବ ତାହେଲେ ଜଣେ ଲୋକର ଜୀବନ ବି ଯିବାର ସମ୍ଭାବନା ଥାଏ | ସେଥିପାଇଁ ଗା ର ସରପଞ୍ଚ ନିଜ ଗାଁ ରେ ଅର୍ଥାତ ଗ୍ରାମପଞ୍ଚାୟତ ରେ ଆମ୍ବୁଲାନ୍ସ ର ସୁବିଧା ଯୋଗାଇ ଦେବେ ବୋଲି ପଞ୍ଚାୟତ ନିର୍ବାଚନ ରେ କହିଥିଲେ , ଯଦି ଜିତିବେ ତ ଯୋଗାଇଦେବେ | ତେବେ ସେ ନିର୍ବାଚନ ଜିତିଛନ୍ତି ଆଉ ଆମ୍ବୁଲାନ୍ସ ବି ଯୋଗାଇ ଦେଇଛନ୍ତି, ଯାହା ଏବେ 24 ଘଣ୍ଟା ପଞ୍ଚାୟତ ସାମ୍ନାରେ ରୋଗୀ ଙ୍କର ଚିକିତ୍ସା ପାଇଁ ରହିଛି |

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଅଞ୍ଚଳରେ କୁଳଥୀ ଗାଁ ର ଜଗନ ମୋହନ ପାତ୍ର , ଯିଏକି ନିର୍ବାଚନ ଜିତିବା ଆଗରୁ ଗାଁ ଲୋକ ମାନଙ୍କର ସୁଖରେ ଦୁଃଖରେ ସାଥି ହୋଇଥିଲେ | ଆଉ ସେମାନଙ୍କୁ ଆମ୍ବୁଲାନ୍ସ ର ସୁବିଧା ଯୋଗାଇ ଦେବେ ବୋଲି କହିଥିଲେ , ଆଉ ଯାହା କୁ ସେ କାର୍ଯ୍ୟରେ ମଧ୍ୟ ପରିଣତ କରିକି ଦେଖାଇଛନ୍ତି | ଆଉ ଯାହାକୁ ନେଇକି ସମସ୍ତେ ବେଶ ଖୁସି ମଧ୍ୟ ଅଛନ୍ତି | ଗାଁ ରେ ଏପରି ସେବା ଯୋଗାଇ ଦେବା ଫଳରେ ଲୋକ ମାନଙ୍କର ଆଉ ସ୍ୱାସ୍ଥ୍ୟ ଜଣିତ ଅସୁବିଧା ହେବେ ଯାତାୟତ ରେ ଅସୁବିଧା କିଛି ବି ହେଉନାହିଁ |

ତେବେ ଗାଁ ରେ ଅଣଅସାରିଆ ରାସ୍ତା ଥିବା ଯୋଗୁଁ ସେହି ଗାଁ ଭିତରକୁ କୌଣସି ଗାଡି ଆସିବା ପାଇଁ ଇଚ୍ଛା କରୁ ନ ଥିଲା | ଏମିତି କି ଆମ୍ବୁଲାନ୍ସ ଗାଡି ମଧ୍ୟ ଗାଁ ଭିତରକୁ ଆସୁ ନ ଥିଲା | ଏହି ପରି ଅସୁବିଧା କୁ ଗାଁ ରେ ଥିବା ସରପଞ୍ଚ ହୃଦୟ ଙ୍ଗମ କରିଥିଲେ ଆଉ ଯାହା ଯୋଗୁଁ ସେ ଆମ୍ବୁଲାନ୍ସ ର ସୁବିଧା ଯୋଗାଇ ଦେବେ ବୋଲି କଥା ଦେଇଥିଲେ | ଆଉ ନିର୍ବାଚନ ରେ ଜିତିଲା ପରେ ନିଜେ ଓ ଗାଁ ରେ ଲୋକ ମାn ଙ୍କ ସହାୟତା ରେ ଆମ୍ବୁଲାନ୍ସ ର ସୁବିଧା ଯୋଗାଇ ଦେଇଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment