Exclusive : ସରପଞ୍ଚଙ୍କ ଟାହି-ଟାପରା ସହି ନପାରି ପିଙ୍କି ( Pinki ) ଶେଷରେ କଲା ଏମିତି କାମ… ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସିଯିବ…

0

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜର କୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଏବେ ସେହିପରି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଜଣେ ଯୁବତୀ ସରପଞ୍ଚ ଙ୍କର ଏହିଭଳି ବ୍ୟବହାର ପାଇଁ ଆତ୍ମହତ୍ୟା କରିଥିବା ନେଇ ଶୁଣିବାକୁ ମିଳୁଛି। ଏଠାରେ ଏବେ ଏକ ଘଟଣା ନଜର କୁ ଆସିଛି ଯେଉଁଠି ଜଣେ ଯୁବତୀ ମୃତ୍ୟୁ ବରଣ କରିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି।

ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଯେ ଏଠାରେ ଏମିତି କିଛି ଘଟି ଯାଇଛି ଯାହା କୁ ନେଇ ସ୍ଥାନୀୟ ଅଞ୍ଚଳରେ ରେ ଚହଳ ସୃଷ୍ଟି ହୋଇଛିମ ଏହିପରି ଅନେକ ସମୟରେ ଘଟଣା ସାମ୍ନା କୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଚମକି ପଡି ଥାଆନ୍ତି। ଏମିତି ଘଟଣା ରେ ଅନେକ ସ୍ଥାନରେ ନିର୍ଯ୍ୟାତନା ସହ୍ୟ କରି ନ ପାରି ଏମିତି କିଛି ନିଷ୍ପତ୍ତି ନେଇ ଥାଆନ୍ତି ଯାହାକୁ ନେଇ ଅନେକ ଘଟଣା ନଜର କୁ ଆସିଥାଏ। ଆଉ ଏହିପରି ଭାବରେ ଉଭୟ ପୁଅ ଓ ଝିଅ କିଛି ଖରାପ ନିଷ୍ପତ୍ତି ନେଇ ଥାଆନ୍ତି ଯାହା ଏବେ ଜଣେ ଯୁବତୀ ଏମିତି କିଛି କରି ଥିବାର ଭିଡ଼ିଓ ଏବେ ସାମ୍ନା କୁ ଆସିଛି।

ଏହି ସମୟ ରେ ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ରେ ଚଂଚଲ୍ୟ ସୃଷ୍ଟି ହୋଇଛି। ଏହିଠାରେ ଜଣେ ଯୁବତୀ ନିଜ ଜୀବନ କୁ ହାରି ଦେଇଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ଏହି ଯୁବତୀ ଜଣଙ୍କ କିଛି କରିଥିବାର କାରଣ ମଧ୍ୟ ଶୁଣିବାକୁ ମିଳିଛି। ଆଉ ସେ ନିଜେ ଜଣେ ଶିଲେଇ କାମ କରି ଥାଆନ୍ତି। କିନ୍ତୁ ତାଙ୍କ ଗାଁ ର ସରପଞ୍ଚ ସହ୍ୟ କରି ପାରି ନଥାଏ। ଆଉ ତାଙ୍କ ଗାଁ ରେ ଗୋଟିଏ ଶିଲେଇ ଦୋକାନ ମଧ୍ୟ କରିଥିଲେ ଯାହା ଦ୍ୱାରା ନିଜର ଘର କଥା ମଧ୍ୟ ସବୁ ରକ୍ଷଣା ବେକ୍ଷଣା କରି ଥାଆନ୍ତି।

ଆଉ ଏହି ଠାରେ ତାଙ୍କର ସରପଞ୍ଚ ଙ୍କର ଏମିତି ସବୁ ବେଳେ ଟାହି କରି କହିବାଟା ତାଙ୍କୁ ବହୁତ କଷ୍ଟ ଦେଇଥିଲା ଯାହା କୁ ନେଇ ସେ ସବୁ ବେଳେ ଚିନ୍ତିତ ରେ ରହିଥିଲେ। ଆଉ ଏହି ଘଟଣା କୁ ନେଇ ତାଙ୍କର ମାଆ ମଧ୍ୟ କିଛି କହିଛନ୍ତି ଯାହା ଏବେ ଶୁଣିବାକୁ ମିଳିଛି।ଘଟଣା ଏବେ ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି ଯାହା ଏବେ ଆପଣ ମାନେ ମଧ୍ୟ ଦେଖୁବାକୁ ପାଇଥିବେ। ସରପଞ୍ଚ ଙ୍କର ଏହିଭଳି ବ୍ୟବହାର ପାଇଁ ସେହି ଯୁବତି ଜଣଙ୍କ ଜୀବନ ହାରି ଦେଇଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ରେ ଚହଳ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।