ସାରା ରାତି ବାହାରେ ବସିଛି କନିଆଁ ! ବାହା ହେବି ତ ଉଠିବି ନହେଲେ ଏଇଠି…

0

ଆମ ଓଡିଶାରେ ଦିନକୁ ଦିନ ଅନ୍ୟାୟ ଅନୀତି ବଢି ବଢି ଚାଲିଛି। ପ୍ରତିଦିନ ଚୋରି, ଡକାୟତି, ମଡର, ବଳତ୍କାର ଭଳି ଘଟଣା ଚରମ ସୀମାରେ ପହଁଚି ସାରିଲାଣି। ଆଜିକାଲି ସମାଜରେ ଯୁବକ ଯୁବତୀଙ୍କ ସମସ୍ୟା ବେସି ଦେଖିବା ପାଇଁ ମିଳୁଛି। ବିଶେଷ କରି ଭଲ ପାଇ ବିବାହ କରିବା ଏବଂ ବିବାହ ପୂର୍ବରୁ ମିଶିକି ରହିବା। ଶେଷରେ ଘୋର ଲୋକ ରାଜି ନହେଲେ ଆରମ୍ଭ ହୋଇଯାଏ କଳହ। ଏଭଳି ଅନେକ ଘଟଣା ଆପଣ ମାନେ ପ୍ରତିଦିନ ଦେଖିବା ପାଇଁ ପାଇଥିବେ। ତେବେ ଜଣେ ମହିଳା ବେଶରେ ସ୍ୱାମୀଙ୍କ ଘୋର ଆଗରେ ରାତି ସାରା ବସି ରହିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ତେବେ ଜଣେ ଯୁବତୀ ଯିଏକି ଦୀର୍ଘ ତିନି ବର୍ଷ ହେଲାଣି ତାଙ୍କର ସଂପର୍କ। ସେ ଦୁଇ ବର୍ଷ ଧରି ସ୍ୱାମୀ ସହିତ ରହୁଛନ୍ତି ଏପରିକି ତାଙ୍କର ବିବାହ ହୋଇ ସାରିଥିଲା। ତେବେ ବିବାହର କିଛି ବର୍ଷ ସେମାନେ ଉଭୟ ଭଲରେ ଥିଲେ। ସେ କୋର୍ଟ ରେ ମଧ୍ୟ ବିବାହ କରିଥିଲେ। ତାଙ୍କ ପାଖରେ ବିବାହର ପ୍ରମାଣ ପତ୍ର ମଧ୍ୟ ଆଛି। ତାଙ୍କ ବିବାହ ଘରେ ସମସ୍ତଙ୍କ ସାମ୍ନାରେ ହୋଇନଥିଲା। ଏହା ପରେ ତାଙ୍କ ଶ୍ୱଶୁର ତାଙ୍କୁ ତାଙ୍କୁ ବିବାହ କରାଇବା ପାଇଁ କହିଥିଲେ।

ଯେହେତୁ ସେ ତାଙ୍କ ସ୍ୱାମୀ ଘରେ ବିବାହ କରିବା ପାଇଁ ଭଲ ଲାଗିଲାଣି ଏହା ଆମ ପରମ୍ପରା ବାହାରେ ହୋଇଯାଉଛି। ସେଥିପାଇଁ ସେ ବାପା ଘରକୁ ଆସିଥିଲେ। ତେବେ ବିବାହର ସମସ୍ତ ଆୟୋଜନ ହୋଇଯାଇଥିଲା। ହେଲେ ବିବାହ ଦିନ ତାଙ୍କ ସ୍ୱାମୀ ବାହା ହେବା ପାଇଁ ଆସିନଥିଲେ। ଏହାପରେ ସେ ତାଙ୍କ ସ୍ୱାମୀଙ୍କ ଘର ଆଗରେ ଧାରଣ ଦେଇଥିଲା କି ବାହା ହୋଇ ସାରିଲେ ଉଠିବେ। ନଚେତ ସେଠରେ ଅଖିଆ ବସି ଜୀବନ ହାରିବେ। ଗୋଟିଏ ଦିନ ଗୋଟିଏ ରାତି ମଧ୍ୟ ସେଠାରେ କଟିଥିଲା ହେଲେ ସ୍ୱାମୀ ଘୋର ଲୋକେ ଗେଟ ଖୋଲିବା ପାଇଁ ଆସିନଥିଲେ। ଯୁବତୀଙ୍କ କହିବା କଥା ଯେହେତୁ ତାଙ୍କ ସ୍ୱାମୀ ଜଣେ ଡାକ୍ତର ସେଥିପାଇଁ ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଛନ୍ତି।

ଏକଥା ମଧ୍ୟ କହିଛନ୍ତି, ସ୍ୱାମୀ ବହୁତ ଭଲ ତାଙ୍କୁ ସେ ବହୁତ ଭଲ ପାଆନ୍ତି। ସେ ଯେତେବେଳେ ସ୍ୱାମୀଙ୍କ ପାଖରେ ରହୁଥିଲେ। ତାଙ୍କୁ ତାଙ୍କ ଶାଶୂ ଘୋର ଲୋକେ ବହୁତ ନିର୍ଯାତନା ଦେଇଛନ୍ତି। ସେସବୁ ସ୍ୱତେ ମଧ୍ୟ ସେଠାରେ ସେ ପଡ଼ି ରହିଥିଲେ। ତାଙ୍କ ସ୍ୱାମୀ ମଧ୍ୟ କିଛି ନ କହି ବହୁତ କାନ୍ଦନ୍ତି। ତେବେ ତାଙ୍କର କୌଣସି ଦାବି ନାହିଁ ସେ କେବଳ ଗୋଟିଏ ଜିନିଷ ଚାଂହୁଛନ୍ତି। ସ୍ୱାମୀ ସହିତ ତାଙ୍କର ବିବାହ ହେଉ ଏବଂ ସେ ଶାଶୂ ଘରେ ରହିବା ପାଇଁ ଚାଂହୁଛନ୍ତି। ଦେଖିବାର ବିଷୟ ଯେ ଏହି ଯୁବତୀଙ୍କୁ କେବେ ନ୍ୟାୟ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।