ଦେଖନ୍ତୁ ଭିଡ଼ିଓ : ସରିଗଲା ଜୀବନର ଖେଳ….

0

ସମଗ୍ର ବିଶ୍ୱରେ ପ୍ରତିବର୍ଷ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସମଗ୍ର ବିଶ୍ୱର ଜନ ଜନସଂଖ୍ୟାର ପ୍ରାୟ ଏକ ପ୍ରତିଶତ ଭାରତ ଅଟେ। ଅବଶ୍ୟ, ଏହା ବିଶ୍ୱର ସଡକ ଦୁର୍ଘଟଣାର ପ୍ରାୟ ଶୂନ ପ୍ରତିଶତ ଅଟେ। ୨୦୨୦ ଅନୁସାରେ ରେ, ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ହାରାହାରି ୧୫୧ ହଜାର ଲୋକ ମୃତ୍ୟୁବରଣ କରିଥିଲେ। ତେବେ ଏପରି ଭାବରେ ସଡକ ଦୃଘଟଣାର ମୁଖ୍ୟ କାରଣ ହେଉଛି, ଲୋକ ମାନେ ବେପରୁଆ ଭାବରେ ଗାଡି ଚାଳନା। ତେବେ ଏହି ଭଳି ସଡକ ଦୃଘଟଣା ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ନିୟମ ପ୍ରଣୟନ କରିଛନ୍ତି। ଯେପରି ଦ୍ରୁତ ଗତିରେ ଗାଡି ଚଳେଇବା, ହେଲିମେଣ୍ଟ ନ ପିନ୍ଧିବା, ଦୁଇ ରୁ ଅଧିକ ଗାଡ଼ିରେ ବସିବା ଭଳି ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଫାଇନ ବ୍ୟବସ୍ଥା କରିଛନ୍ତି।

ତେବେ ସରକାର ଏହି ସବୁ ନିୟମ କରିବା ସତ୍ୱେ ଲୋକମାନେ ନିଜର ଅସାବଧାନତା ପାଇଁ ସଡ଼କ ଦୃଘଟଣା ରେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି। ଆଜି ଆମେ ଆପଣଂକୁ ଏଭଳି ଏକ ଦୃଘଟଣା ବିଷୟରେ ଅବଗତ କରାଇବାକୁ ଯାଉଛୁ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ଲାଇବ ଦୃଘଟଣା କେବେବି ଦେଖି ନଥିବେ।

ତେବେ ବନ୍ଧୁଗଣ ମୃତୁ କାହାକୁ କେତେବେଳେ ଗ୍ରାସ କରିବ କେହି କହି ପାରିବେ ନାହିଁ। ଏଭଳି କିଛି ଘଟଣା ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଥାନା ଅନ୍ତର୍ଗତ ବରଡ଼ାହାଲ ବାଲିଘାଟ ନିକଟରେ ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯୁବକ ବଣେଇ ରାଜବାଟୀ ଗ୍ରାମର ସୁଜିତ କିଷାନ ଓ ଗୁଡ଼ିଆଳି ଗ୍ରାମର ନବୀନ କିଷାନ ଏକ ପଲସର ବାଇକ ଯୋଗେ ରାଉଲକେଲାରୁ ଗୁରୁଣ୍ଡିଆ ହୋଇ ଆସୁଥିବା ବେଳେ ବାଇକ ବାଲୁଘାଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡି ଗୋଟିଏ ଗଛରେ ପିଟି ହୋଇ ଯାଇଥିଲା।

ଗାଡିଟି ଗଛରେ ପିଟି ହେଇଯିବା ଫଳରେ, ଗାଡ଼ିରେ ଥିବା ଯୁବକ ଦୁଇ ଜଣ ଯୁବକ ଛିଟିକି ପଡି ତଳେ ପଡି ଯାଇଁ ସେହି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ତେବେ ସେମାନଙ୍କ ବାଇକ ର ଗତି ମଧ୍ୟମ ଧରଣର ଥିଲା। ସେମାନେ ମଧ୍ୟ କୌଣସି ନିଶା ଖାଇ ଗାଡି ଚଳେଇବା ର କୌଣସି ସୂଚନା ମିଳିନଥିଲା। କିନ୍ତୁ ହଠାତ ତାଙ୍କ ବାଇକ ଟି ତଳକୁ ଖସି ଯିବ ବୋଲି ସେମାନେ କେବେବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ଠାରେ ଶୋକର ଛାୟା ଖେଳି ଯାଇଛି। ତେବେ ବନ୍ଧୁଗଣ ଆପଣ ମାନ ଙ୍କୁ ଆମର ଅନୁରୋଧ ଆପଣ ମାନେ ଟିକେ ବିଳମ୍ବ ରେ ପହଁଚିବେ ପଛକେ, କିନ୍ତୁ ଦ୍ରୁତ ଗତିରେ ଗାଡି ଚଳନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।