ସର୍ଜରୀ କରୁ କରୁ ବିଗିଡି ଗଲା ଅଭିନେତ୍ରୀଙ୍କ ଚେହେରା, ଚିହ୍ନି ପାରୁନାହଁନ୍ତି ଫ୍ୟାନ୍ସ…. ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏପରି ଏକ ଖବର ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି , ଯାହା ବିଷୟରେ ଆପଣ ମାନେ ବି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ, ଆଜ୍ଞା ହଁ ସେଇଟା ପୁଣି ନିଜର ଚେହେରାକୁ ନେଇକି, ଏପରି ଏକ ଘଟଣା ଚେହେରାକୁ ନେଇକି ହେଇଛି ଯାହା ପାଇଁ ଅଭିନେତ୍ରୀ ଜଣଙ୍କ ନିଜେ ମଧ୍ୟ ନିଜକୁ ଚିହିଁ ପାରୁନାହାନ୍ତି, ଆଉ ତାଙ୍କର ଫ୍ରେଣ୍ଡ୍ସ ମାନେ ମଧ୍ୟ ତାଙ୍କୁ ଚିହିଁ ପାରି ନାହାନ୍ତି, ତେବେ ଡାକ୍ତର ମାନଙ୍କର ଭୁଲ ଅସ୍ତ୍ରପ୍ରଚାର ଯୋଗୁଁ ଏପରି ହୋଇଛି ବୋଲି ଅଭିନେତ୍ରୀ ଜନଙ୍କ ଦାବି ମଧ୍ୟ କରିଛନ୍ତି, ଆଉ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି , ତାହେଲେ ଆସନ୍ତୁ ଜାଣିବା ସେ ଅଭିନେତ୍ରୀ ଜଣଙ୍କ କିଏ ଓ ତାଙ୍କ ସହିତ ଚେହେରାକୁ ନେଇକି ଏପରି କାହିଁକି ଘଟିଥିଲା |

ଆପଣ ମାନେ ଜାଣିଥିବେ ସାଧାରଣତଃ ଅଭିନେତ୍ରୀ ମାନେ ନିଜ ଚେହେରାକୁ ନେଇକି କେତେ ସିରିୟସ ଥାଆନ୍ତି, ଆଉ କେତେକ ଅଭିନେତ୍ରୀ ଅଛନ୍ତି ଯୋଉ ମାନେ କି ନିଜ ଚେହେରା କୁ ଅଧିକ ସୁନ୍ଦର କରିବା ପାଇଁ ଅସ୍ତ୍ରପ୍ରଚାର କରିବାର କଥା ଆପଣ ମାନେ ଅନେକ ସମୟରେ ଦେଖିଥିବେ ଵା ଶୁଣି ମଧ୍ୟ ଥିବେ, ଏବଂ ଏପରି କରିବା ସହଜ ହୋଇନଥାଏ , ଏହା ଫଳରେ କଳାକାର ମାନଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡିଥାଏ |ତେବେ ଏବେ ଏପରି ଜଣେ କଳାକାରଙ୍କ ବିଷୟରେ ଖବର ଆସିଛି ଜାଗାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ |

କର୍ଣ୍ଣଡ ଅଭିନେତ୍ରୀ ସ୍ଵାତି ଙ୍କର ସର୍ଜରୀ ଯୋଗୁଁ ଚେହେରା ପୁରା ଖରାପ ହୋଇଯାଇଛି , ତେବେ ଯାହା ଜଣା ପଡିଛି କି ସ୍ଵାତି ବେଙ୍ଗଲୋର ରେ ଫ୍ରୁଟ କେନାଲ ସର୍ଜରୀ କରିଥିଲେ , ଆଉ ଅସ୍ତ୍ରପ୍ରଚାର ବେଳେ ତାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବରେ ବିଗିଡି ଯାଇଛି , ଆଉ ଚେହେରା ଏପରି ବିଗିଡିଛି କି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଏହି ଅପଲୋଡ଼ ଫୋଟ ଟି ସ୍ଵାତି ଙ୍କର ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ଆଉ ଯାହାକୁ ଦେଖି ତାଙ୍କର ଫ୍ରେଣ୍ଡସ ମାନେ ତାଙ୍କୁ ଚିହିଁ ପାରି ନଥିଲେ |

ତାଙ୍କର ଓଠ ଆଉ ଗାଲ ସମ୍ପୂର୍ଣ୍ଣ ଫୁଲିଯାଇଥିଲା , କିନ୍ତୁ ଏହା ଦେଖି ଅଭିନେତ୍ରୀ ଜଣଙ୍କ ଏହି କଥା ଡାକ୍ତର ଙ୍କୁ କହିଲାରୁ ଡାକ୍ତର ତାଙ୍କୁ 3 ଦିନ ଭିତରେ ଏହି ସବୁ ଭଲ ହୋଇଯିବ ବୋଲି କହିଥିଲେ , ମାତ୍ର 3 ସପ୍ତାହ ଗଲା ପରେ ମଧ୍ୟ ତାହା ଭଲ ହୋଇ ନଥିଲା , ତାଙ୍କର ଚେହେରା ସମ୍ପୂର୍ଣ୍ଣ ଖରାବ ହୋଇଥିବାରୁ ସେ ଘରୁ ବାହାରୁ ମଧ୍ୟ ନାହାନ୍ତି, ତେବେ ସେ ଡକ୍ଟର ଙ୍କୁ କହିଛନ୍ତି କି ତାଙ୍କୁ ଅସ୍ତ୍ର ପ୍ରଚାର ବେଳେ ସେଲିସେଲିକ ଏସିଡ ଦିଆଯାଇଥିଲା, ଯାହା ଫଳରେ ତାଙ୍କର ଚେହେରା ଏପରି ହୋଇଛି |

ତେବେ ଅଭିନେତ୍ରୀ ଙ୍କର ଏହି ଘଟଣା ଟି ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment