ଶର୍ମିଷ୍ଠା ଜଣେ ହତ୍ୟାକାରୀ, ତାର ମୁହଁ ଦେଖାଅ, ଇଣ୍ଟରଭ୍ୟୁ କର; ପୋଲିସ କଣ ପାଇଁ ତାର ମୁହଁ ଲୁଚାଇଛି ? କାହିଁକି ଏମିତି କହିଲେ ଏହି ମହିଳା… ଦେଖନ୍ତୁ Video

0

ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି।

ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ। ଓଡ଼ିଶାରେ ବିଭିନ୍ନ ପ୍ରକାର ଘଟଣା ଦେଖିବା ପାଇଁ ମିଳୁଛି। ଏବେ କ୍ୟାମେରା ମ୍ୟାନ ମାନସଙ୍କ ମୃତ୍ୟୁ ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ମୁହଁ ଘୋଡେ଼ଇ ସୁରକ୍ଷା ଦେବା ବିଷୟରେ ଏମିତି କହିଲେ।ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ତାଙ୍କ କ୍ୟାମେରାମ୍ୟାନ ମାନସଙ୍କ ଘଟଣା ସମଗ୍ର ଓଡ଼ିଶାରେ ଆଲୋଚନା ହେଉଛି। କ୍ୟାମେରା ମ୍ୟାନ ମାନସଙ୍କ ହତ୍ୟା ପଛର କାରଣ ହେଉଛି ତାଙ୍କ ପାଖରେ ଏକ ମେମୋରୀ ଚିପ୍ ଥିଲା ଯେଉଁଥିରେ ଏକ ୱେବ୍ ପୋର୍ଟାଲ୍ ମାଲିକାଣି ଶର୍ମିଷ୍ଠାଙ୍କ ଅଶ୍ଳୀଳ ଭିଡିଓ ରହିଥିଲା ​​ଯାହାକି ସେହି ମୋମରି ଚିପ୍‌ରେ ଅଶୀଳ ଭିଡ଼ିଓ ଥିଲା।

ଏହାପରେ ପୂର୍ବ ନିର୍ଦ୍ଧାରିତ ଯୋଜନା କରି ମାନସଙ୍କୁ ଭଦ୍ରକରୁ ଅପହରଣ କରି ହତ୍ୟା କରାଯାଇଥିଲା। ତାଙ୍କୁ ହତ୍ୟାରେ ନିରଞ୍ଜନ ସାହାଯ୍ୟ କରିଥିଲା। ତେବେ ପୋଲିସର ତଦନ୍ତ ପରେ ତାକୁ ଗିରଫ କରାଯାଇଥିଲା। ଏହାପରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କିଛି ଦିନ ରେ ପରେ ଗିରଫ କରାଯାଇଛି। ଗିରଫ ପରେ ସେ ପୋଲିସ ପାଖରେ ସବୁ ସତ କଥା ମାନିଥିଲେ। ସେ ମାନସଙ୍କୁ ମାରିବା ପୂର୍ବରୁ ଅନେକ ପ୍ରକାର ଯୋଜନା ତାଙ୍କ ବିଷୟରେ କରିସାରିଥିଲା। ଏପରିକି ସେ ୟୁ ଟୁବ ରୁ ଭିଡ଼ିଓ ଦେଖୁଥିଲା, କିଭଳି ଭାବରେ ମୃତ ଦେହକୁ ଖୁବଶୀଘ୍ର ସଢି ପାରିବେ।

ସେଥିପାଇଁ ସେ ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁସାରେ ୧୦ କିଲୋ ଲୁଣ ଏବଂ ସୁତୁଳି, ଅଖା ଇତ୍ୟାଦି କିଣିଥିଲେ। ଏହାପରେ ତାଙ୍କୁ ମିଶି ହତ୍ୟା କରିଥିଲେ। ତେବେ ଏଭଳି ଜଣେ ଅପରାଧିକୁ ପୋଲିସ ନେବା ସମୟରେ କଣ ପାଇଁ ମୁହଁ ଘୋଡେ଼ଇ ନେଉଛି। ତାହା ସାଧାରଣ ରେ ଏକ ପ୍ରକାର ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଯାହାବି ହେଉ ତାଙ୍କ ଭଳି ଅପରାଧିକୁ ଉପଯୁକ୍ତ ଦଣ୍ଡ ନିହାତି ଦେବା ଉଚିତ। ଏଭଳି ଦଣ୍ଡ ନଦିଆଗଲେ। ଅନ୍ୟ ଅପରାଧି ମାନେ ତାଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ଯିବା ସହିତ ତା ମୁହଁକୁ ନ ଘୋଡ଼ାଇ ସମସ୍ତ ଓଡିଶା ବାସୀ ଦେଖିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।