Viral VIDEO – ଛି ଛି ପୁଣି ଲଜ୍ୟାଜନକ କାମ..ବୋହୁ ଗାଧୋଇଲା ବେଳେ ଦେହକୁ ଲୁଚି ଲୁଚି ଦେଖୁଥିଲା ରସିକିଆ ଶ୍ୱଶୁର ,ଆଉ ରାତିରେ ….

ନ୍ୟାୟ ପାଇଁ ଶଶୁର ଘର ସାମ୍ନାରେ ଧାରଣାରେ ବୋହୂ। ସ୍ବାମୀ ଓ ଶଶୁର ନାରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ସ୍ବାମୀ ନଥିବା ସମୟରେ ଶଶୁର ବୋହୂ ସହ କରୁଥିଲେ ଅସଦାଚରଣ।ବୋହୂ ପ୍ରେମିକା କରିବା ପାଇଁ ଚଳାଇଥିଲେ ପ୍ରୟାସ।ଶଶୁର ନିୟମିତ ଭାବରେ ନିଜ ପୁତ୍ରବଧୂ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ନିଜେ ବୋହୂ ଖାଲି ଶଶୁର ନୁହଁନ୍ତି ସ୍ବାମୀଙ୍କ ନାରେ ମଧ୍ୟ ଆଣିଛନ୍ତି ଅଭିଯୋଗ। ଏପଟେ ସ୍ବାମୀ ପରକୀୟା ପ୍ରୀତିରେ ଲିପ୍ତ ଆଉ ଏପଟେ ଶଶୁର ବୋହୂ ଉପରେ ପକାଉଛନ୍ତି ଲୋଲୁପ ଦୃଷ୍ଟି ଯାହାକୁ ନେଇ ଆଜି ଶଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ବୋହୂ।

ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ। ଧାରଣା ଦେଇଥିବା ନବବଧୂ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ କନ୍ୟା ସସ୍ମିତା ମହାରଣା। ସୂଚନା ଅନୁଯାୟୀ ସସ୍ମିତା ମହାରଣା କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୁଶାନ୍ତ ମହାରଣାଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ।

ସ୍ବାମୀଙ୍କ ପରକୀୟା ପ୍ରୀତି ଅନ୍ୟ ମହିଳାଙ୍କ ସହ ଥିବା ନେଇ ସସ୍ମିତା ଅଭିଯୋଗ କରିବା ସହିତ ଶଶୁର ତାଙ୍କୁ ଖରାପ୍ ବ୍ୟବହାର କରନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ସସ୍ମିତାଙ୍କ କହିବା ଅନୁଯାୟୀ ତାଙ୍କ ଶଶୁର ବିବାହ ପରଠାରୁ ତାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରି ଆସୁଥିଲେ। ଏମିତିକି ସସ୍ମିତା ଯେତେବେଳେ ଗାଧୋଉ ଥିଲେ ସେତେବେଳେ ମଧ୍ୟ ଦେଖୁଥିଲେ ଶଶୁର। ମାନସିକ ଓ ଶାରିରୀକ ଯନ୍ତ୍ରଣା ମଧ୍ୟ ଦେଉଥିଲେ ଶଶୁର। ବୋହୂର ପ୍ରାଇଭେଟ୍ ଜାଗାରେ ହାତ ମରିବା ସହିତ ବୋହୂର ପ୍ରାଇଭେଟ୍ କଥା ମଧ୍ୟ ବାରମ୍ବାର ପଚାରୁ ଥିଲେ ଶଶୁର। ଆଉ ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସସ୍ମିତା କିନ୍ତୁ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରେ ଯାଇ ନଥିଲା ତେଣୁ ସସ୍ମିତା କିଛି ଉପାୟ ନପାଇ ଶଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି।

ତେବେ ଏଠାରେ ପ୍ରଶ୍ନ ଉଠିଛି ବାପା ସମାନ ଶଶୁର ବୋହୂକୁ ଖରାପ ନଜରରେ ଦେଖିବା କେତେ ଜୋର୍ ଠିକ୍। ଯଦି ସେ ତୁମ ଝିଅ ହୋଇଥାନ୍ତା ଶଶୁର କଣ ଏମିତି କରି ପାରିଥାନ୍ତେ। ଏମିତି ଶଶୁର ପଣିଆକୁ ଧିକ୍। ଯିଏ ନିଜର ବହୂକୁ ବି ଛାଡୁ ନାହିଁ। ତେବେ ଆମେ ଏଠାରେ କହି ରଖୁଛୁ ଏମିତି କରିବା ପୂର୍ବରୁ ଆପଣ ଶହେ ଥର ଭାବିବା ଦରକାର୍ ଥିଲା ଯେ ଆପଣ ବି ଜଣେ ବାପା। ଆଉ ବାପା ହୋଇ ବାପାର ଅର୍ଥ କଣ ବୁଝନ୍ତୁ ଆଉ ଜଣେ ବାପା ହୋଇ ବାପାର ମହାନତାକୁ ବଦନାମ କରନ୍ତୁ ନାହିଁ ଆଉ ଏପରି କୁକର୍ମ କେବେ ବି କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment