ହେ ଭଗବାନ ! ଜଳ ଜଳ ହେଇ ଦିଶୁଛି ଫାଟ ! ସତ ହେବ କି ମାଳିକା ଵଚନ… ଦେଖନ୍ତୁ

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ପୁରୀରେ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ, ଖାଲି ଓଡିଶା ନୁହଁ କି ଖାଲି ଭାରତ ମଧ୍ୟ ନୁହଁ, ସାରା ପୃଥିବୀର କୋଣ ଅନୁକୋଣରୁ ବହୁତ ଲୋକ ଆସିଥାନ୍ତି ଟିକେ ଜଗନ୍ନାଥ ଙ୍କର ଟିକିଏ ଦର୍ଶନ ପାଇବା ପାଇଁ | ଆଉ ପୁରୀରେ ଥିବା ଜଗନ୍ନାଥ ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରି ସେମାନଙ୍କ ମନରେ ଥିବା ସମସ୍ତ ପ୍ରକାରର ଦୁଃଖ ଓ ଦୁର୍ଦଶା କୁ ଦୁରେଇ ଦେଇଥାନ୍ତି | ତେବେ ବର୍ତ୍ତମାନ ରଥଯାତ୍ରା ସରିଛି ଆଉ ରଥ ଯାଇକି ଅଟକି ରହିଛି ମାଉସି ଙ୍କ ଘରେ ଅର୍ଥାତ ଗୁଣ୍ଡିଚା ମନ୍ଦିରରେ | ତେବେ ରଥ ରେ ଦେଖା ଯାଇଛି ଫାଟ ଯାହାକୁ ନେଇକି ଯାଞ୍ଚ ଚାଲିଛି, ତାହେଲେ ଆସନ୍ତୁ ଜାଣିବା ଆଉ କେଉଁ କେଉଁ ଅସୁବିଧା ସବୁ ଦେଖା ଦେଇଛି ରଥରେ |

ତେବେ ପ୍ରତିବର୍ଷ ପୁରୀରେ ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ପାଇଁ 3 ଟି ନୂଆ ରଥ ପ୍ରସ୍ତୁତ କରାଯାଏ , ତେବେ ଏହି ରଥ ରେ ବର୍ତ୍ତମାନ ଦେଖା ଦେଇଛି ଫାଟ |ତେବେ ତାଳଧ୍ଵଜ ରଥରେ ବ ପଡି ନାହାକା ଚକରେ ଦେଖା ଦେଇଛି ଫାଟ,ସେହି ଭଳି ଦର୍ପ ଦଳନ ରଥ ର ବାଡ଼ଉଛୁଳା ଚକରେ ମଧ୍ୟ ଫାଟ ଦେଖା ଦେଇଛି | ତେବେ ବଳଭଦ୍ର ଙ୍କ ରଥରେ ଏତେ ବଡ଼ ଫାଟ ହୋଇଛି କି ତାହା ସ୍ପଷ୍ଟ ଭାବରେ ଦେଖା ମଧ୍ୟ ଯାଉଛି |

ତେବେ ଆଜି ଯୋଉ ରଥ ମାନଙ୍କରେ ଫାଟ ଦେଖା ଯାଉଛି ସେହି ଭଳି ଆଗରୁ ମଧ୍ୟ ଥରେ ନନ୍ଦିଘୋଷ ରଥରେ ଫାଟ ଦେଖା ଯାଇଥିଲା, ସେହି ଭଳି ଆଉ ଗୋଟିଏ ରଥରେ ଚକ ଢଳିକି ରହିଛି | ତେବେ ସେହି ଫାଟ ଜାଗାରେ ଲୁହରେ ଲଗାଇ ଦିଆଯିବ ବୋଲି କହିଛନ୍ତି PWD ସୁପରୀଟେଣ୍ଡେଣ୍ଟ |ତେବେ ପ୍ରତିବର୍ଷ ଭଳି ଭିଛ ବର୍ଷ ମଧ୍ୟ ରଥ ଆସିଥିଲା ମାଉସି ଘରକୁ ଆଉ ରଥ ଆସି ପହଞ୍ଚିବା ବେଳେ, ବାହୁଡା଼ ଯାତ୍ରା ପାଇଁ ରଥକୁ ଦକ୍ଷିଣ ମୁଖି କରାଯାଇଥାଏ |

ସେଥିପାଇଁ ରଥକୁ ଆଉ ଧରେ ଭଲ ଭାବରେ ଯାଞ୍ଚ କରା ଯାଇଥାଏ, କାରଣ କୋଉଠି କଣ ଭୁଲ ଯଦି ନ ଦେଖା ଦେଇଥାଏ | ଆଉ ସୁପରୀଟେଣ୍ଡେଣ୍ଟ ଙ୍କ କହିବା କଥା କି ରଥରେ ଏବେ ଲୁହ ଲଗାଯିବ ଯାହା ଫଳରେ ଏହି ଭଳି ଫାଟ ଦେଖା ଯାଉଛି | ତେବେ ଆହୁରି ମଧ୍ୟ କହିଛନ୍ତି କି ପ୍ରତିବର୍ଷ ଏହି ଭଳି ରଥ ତିଆରି ପାଇଁ ବହୁତ କାଠ ଦରକାର ହେଉଛି | ଆଉ ଏବେ କାଠ ର ଘୋର ଅଭାବ ଦେଖା ଯାଉଛି ଯାହାକୁ ନେଇକି ପୁରୀରେ ପରିଚାଳନା କମିଶନ ଏହି ଭଳି କଥା କହିଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ଖୁବ ଜୋର ରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment