ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏକ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି “ଦମନ ” ଫ୍ଲିମ ବିଷୟରେ କିଛି ଭିଡିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାବୁସାନ ତାଙ୍କର ଏହି ନୂଆ ଫ୍ଲିମ ଟି ପାଇଁକି ବହୁତ ଖୁସି ଅଛନ୍ତି |ଆଉ ଏହି ଫ୍ଲିମ ରେ ତାଙ୍କୁ ଆଶା ଠୁ ଅଧିକ ସଫଳତା ମିଳିଛି ବୋଲି କୁହାଯାଇଛି | ତେବେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ପ୍ରଥମ ଥର ପାଇଁକି ତାଙ୍କର ସ୍ୱାମୀ ଙ୍କର ଫ୍ଲିମ ଦେଖିବା ପାଇଁ ଆସିଛନ୍ତି ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ “ଦମନ ” ଫ୍ଲିମ ଟି ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବାର ଦେଖିବାକୁ ମିଳିଛି |ତେବେ ଏହି ଫ୍ଲିମ ବାବୁସାନ ଙ୍କର ପ୍ରଥମ ଫ୍ଲିମ ଯେଉଁଥିରେ ଏକ୍ସନ ନାହିଁ କି ହିରୋଇନ ମଧ୍ୟ ନାହିଁ |ଆଉ ବାବୁସାନ ଏହି ଫ୍ଲିମ ପାଇଁକି ବହୁତ ଚିନ୍ତାରେ ମଧ୍ୟ ଥିଲେ ଯେ ଏହି ଫ୍ଲିମ ଟି ଦର୍ଶକ ମାନଙ୍କୁ ପସନ୍ଦ ଆସିବ କି ନାହିଁ | କାରଣ ଏହି ଫ୍ଲିମ ଟି ସମ୍ପୂର୍ଣ୍ଣ ନୂଆ ଧାରଣ ର ହୋଇଥିଲା | ଆଉ ଯେଉଁଠି ଡାକ୍ତର ଓମ କୁମାର ଙ୍କର ସଂଘର୍ଷ ର କାହାଣୀ ବିଷୟରେ କୁହାଯାଇଥିଲା |
କିନ୍ତୁ ଦେଖିବାକୁ ମିଳିଥିଲା କି ଏହି ଫ୍ଲିମ ଟିକୁ ଦର୍ଶକ ମାନେ ଦେଖିବା ପାଇଁ ବହୁତ ସଂଖ୍ୟାରେ ଆସିଛନ୍ତି | ଆଉ ହଲ ରେ ଭିଡ଼ ଦେଖିବା ପାଇଁ ମିଳିଛି ବୋଲି କହିଛନ୍ତି ବାବୁସାନ | ଆଉ ଫ୍ଲିମ ରେ ରୋମାଣ୍ଟିକ ସଙ୍ଗ ନାହିଁ କି ଏକ୍ସନ ନାହିଁ କିନ୍ତୁ ଷ୍ଟୋରୀ ପାଇଁକି ଦର୍ଶକ ମାନେ ଏହି “ଦମନ ” ଫ୍ଲିମ ଟିକୁ ଅଧିକ ପସନ୍ଦ କରିବା କଥା କହିଛନ୍ତି | ତାହା ଛଡା ଆଉ ଗୋଟିଏ ନୂଆ କଥା ମଧ୍ୟ ଏଠାରେ ଦେଖିବାକୁ ମିଳିଛି | ଆଉ ଯେଉଁଠି ବାବୁସାନ ଙ୍କର ସ୍ତ୍ରୀ ଏହି ଫ୍ଲିମ କୁ ଦେଖିବା ପାଇଁ ଆସିଛନ୍ତି ବୋଲି କୁହାଯାଇଛି |
ଆଉ ଏହା ହେଉଛି ପ୍ରଥମ ଥର ପାଇଁ ଘଟିଛି ଯେଉଁଥିରେ ବାବୁସାନ ଙ୍କ ଫ୍ଲିମ ଦେଖିବା ପାଇଁ ତୃପ୍ତି ଆସିଛନ୍ତି | ତେବେ ଖାଲି ତୃପ୍ତି ନୁହନ୍ତି ବାବୁସାନ ଙ୍କର ମାଅ ଅପରାଜିତା ମଧ୍ୟ ହଲ କୁ ଆସିଛନ୍ତି ପୁଅ ର ଏହି ଫ୍ଲିମ କୁ ଦେଖିବା ପାଇଁକି | ଆଉ ଜଣେ ଡାକ୍ତର ଙ୍କର ଉପାନ୍ତ ଅଞ୍ଚଳରେ ସଂଘର୍ଷ ର କାହାଣୀ କୁ ନେଇକି ଏହି ଫ୍ଲିମ ଟି ହୋଇଛି |ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।