ଦେଖନ୍ତୁ Socking :ଭିଡିଓ ହେ ଭଗବାନ ! ସାପକୁ Kiss କରିବା ପଡିଲା ମହଙ୍ଗା , ଭିଡିଓ ଟି ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ… ?

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ | ଆଉ ଯେଉଁ ଭିଡିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇକି ରହି ପାରିବେ ନାହିଁ |ତେବେ ପ୍ରତିଦିନ ଆମେ ମାନେ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ପାଉଥିଲେ ମଧ୍ୟ ଆଜିର ଭିଡିଓଟି ଗୋଟିଏ ସାପକୁ ନେଇକି ହୋଇଛି | ଆଉ ଯେଉଁଠି ମହିଳା ଜଣଙ୍କ ବାହାରିଛି କିଙ୍ଗ କୋବ୍ରା କୁ କିସ କରିବା ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ମାନେ ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳିଥାଏ |ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି |ପ୍ରାୟ ସବୁ ପ୍ରଜାତି ଭୟଙ୍କର ହୋଇଥାନ୍ତି, କିନ୍ତୁ କିଛି ଏଭଳି ପ୍ରଜାତି ଅଛନ୍ତି ଯେଉଁମାନେ ବିଷାକ୍ତ ନୁହଁନ୍ତି | ଅବଶ୍ୟ ସବୁ ସାପ ମଧ୍ୟରେ କିଙ୍ଗ କୋବ୍ରା ସବୁଠୁ ଅଧିକ ବିଷାକ୍ତ ହୋଇଥାନ୍ତି |ଯାହା କାମୁଡ଼ିବା ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କିଛି ମିନିଟ୍ ମଧ୍ୟରେ ହୋଇପାରେ | ଏଭଳି ସାପଙ୍କ ଠାରୁ ଲୋକଙ୍କୁ ଦୂରରେ ରହିବା ପସନ୍ଦ କରନ୍ତି | କିନ୍ତୁ ଅନେକ ସମୟରେ ଏଭଳି ଲୋକ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ହାତରେ ସାପକୁ ଧରି ବୁଲିଥାନ୍ତି |ସେମାନେ ବିନା କୌଣସି ଡରରେ ସାପକୁ ଧରିଥାନ୍ତି |ଏମାନେ ସାପକୁ ବହୁତ ପସନ୍ଦ କରନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖା ଯାଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ | ଆଉ କିଙ୍ଗ କୋବ୍ରାର ଏକ ଅବିଶ୍ୱସନୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ମହିଳା ଏକ ବିଷାକ୍ତ କିଙ୍ଗ କୋବ୍ରାକୁ କିସ୍ କରିବା ପାଇଁ ଚେଷ୍ଟା କରୁଛନ୍ତି |ଏହି ମହିଳା ଜଣକ ଭିଡ଼ ସାମ୍ନାରେ ଷ୍ଟେଜ ଉପରେ କୋବ୍ରାକୁ କିସ୍ କରିବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କ ହାତରେ ଏକ କଳା କପଡ଼ା ମଧ୍ୟ ରହିଛି | ମହିଳା ସାପର ଧ୍ୟାନ କପଡ଼ା ଆଡ଼କୁ ନେଉଛନ୍ତି |

ତେବେ ଏହା ପରେ ଦେଖା ଯାଇଛି କି ସେହି ମହିଳା ଧୀରେ ଧୀରେ କିଙ୍ଗ କୋବ୍ରା ପାଖକୁ ଯାଇଥିଲେ ଏବଂ ତାକୁ କିସ୍ କରୁଛନ୍ତି |ଏହାପରେ ମହିଳା ଜଣକ କିଙ୍ଗ କୋବ୍ରାକୁ ଖାଦ୍ୟ ଦେଉଛନ୍ତି | କିନ୍ତୁ ଏହା ପରେ ବି କୋବ୍ରା ତାଙ୍କୁ କୌଣସି ହାନି ପହଞ୍ଚାଉନାହିଁ |ଭିଡିଓରେ ମହିଳାଙ୍କ ଏହି କାମକୁ ସେଠାରେ କିଛି ଲୋକେ ତାଳି ବଜାଉଛନ୍ତି | ତେବେ ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment