SBI ଗ୍ରାହକଙ୍କ ପାଇଁ ଖୁସି ଖବର : ଜନଧନ ଖାତା ଧାରୀକୁ ମିଳିବ ୨ ଲକ୍ଷ ଟଙ୍କା , ଆଜି ହିଁ କରନ୍ତୁ ଏହି କାମ…

0

ସରକାର ବିଭନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ ଜାରି କରିଛନ୍ତି। ଯେମିତି ଲୋକମାନଙ୍କର ଅସୁବିଧା ନହୁଏ, ସେଥିପାଇଁ ବ୍ୟବସ୍ଥା କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ଏଭଳି ଖବର ଟିଭି ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତାହା ହେଉଛି SBI ଗ୍ରାହକ ମାନଙ୍କୁ ୨ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇ ପାରିବେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଦେଶରେ ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କଙ୍କୁ କୁହା ଯାଇଥାଏ। ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣିଛନ୍ତି। SBI ଆକାଉଣ୍ଟରେ ଥିବା ଗ୍ରାହକ ମାନେ ୨ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ। ତେବେ ଏଥି ସହିତ ଆର୍ଥିକ ସ୍ତରରେ ଅନଗ୍ରସରର ଲୋକ ମାନଙ୍କ ପାଇଁ ଏହି ସୁବିଧା କରା ଯାଇଛି। ଏମିତିକି ଯେଉଁମାନଙ୍କର ଜନ୍ଧନ ଆକାଉଣ୍ଟ ରହିଥିବ ଗ୍ରାହକ ମାନେ ମଧ୍ୟ ଏହାର ଲାଭ ପାଇ ପାରିବେ।

ତେବେ ଜନ୍ଧନ ଆକାଉଣ୍ଟ ସହିତ ରୌପ୍ୟ କାର୍ଡ ରଖିଥିବା ଗ୍ରାହକ ମାନଙ୍କୁ ମଧ୍ୟ ଏହି ସୁବିଧା ମିଳି ପାରିବ। ଏହି ଆକାଉଣ୍ଟ ଖୋଲିବା ପାଇଁ ପ୍ରଥମେ ନିକଟସ୍ଥ ବ୍ୟାଙ୍କ ଯାଇଁ ଫର୍ମ ପୁରଣ କରିବା ପାଇଁ ପଡିବ। ନିଜର ଆଧାର କାର୍ଡ ଦେବା ସହିତ ମୋବାଇଲ ନମ୍ବର ଦେଇ ଆପଣ ନିଜର ଏହି ଆକାଉଣ୍ଟ ଖୋଲି ପାରିବେ। ଏମିତିକି ଯାହାକୁ ଜିରୋ ଆକାଉଣ୍ଟ କୁହା ଯାଇ ଥାଏ। ଏମିତିକି ପ୍ରଥମତଃ ୬ ମାସ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ପାଇ ପାରିବେ, ୨ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବିନୀତ ବୀମା ପ୍ରଦାନ କରାଯିବ, ୩୦ ହଜାର ଟଙ୍କାର ଲାଇଫ କଭର ଯାହା କି ମୃତ୍ୟୁ ପରେ ପ୍ରଦାନ କରାଯିବ, ଦିପୋଜିଟ ଉପରେ ସୁଧ ଲାଗିବ, ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ, ଡେବିଟ କାର୍ଡ଼ରୁ ପଇସା ଦେଣନେଣ ସହିତ କିଣା ବିକା ମଧ୍ୟ କରିହେବ, ବୀମା ଓ ପେନସନ ମଧ୍ୟ ଉତ୍ପାଦ ମଧ୍ୟ କିଣି ପାରିବେ ଓ ସରକାରୀ ଯୋଜନାର ଅର୍ଥ ସିଧାସଳଖ ଖାତାକୁ ଆସିବ।

ବନ୍ଧୁଗଣ ସରକାର ଅନେକ ସମୟରେ ଗ୍ରାହକ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ମାନ ନେଇ ଆସିଛନ୍ତି। ଖାସ କରି ଗରିବ ଶ୍ରେଣୀର ଲୋକ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଯୋଜନା ମାନ ନେଇ ଆସୁଛନ୍ତି। ଯେମିତିକି ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ ସବୁବେଳେ ନିଜର ନିୟମ କାନୁନ ରେ ପରିବର୍ତ୍ତନ ଆଣିଥାନ୍ତି। କାରଣ ଏହା ସରକାରୀ ବ୍ୟାଙ୍କ ଯାହାକି ଭାରତର ବଡ଼ ବ୍ୟାଙ୍କ। ତେବେ ବର୍ତ୍ତମାନ ସମୟରେ ଖୁସି ଖବର ନେଇ ଆସିଛନ୍ତି। ବାସ୍ତବରେ ଏକ ସମସ୍ତ ଗ୍ରାହକ ମାନଙ୍କ ପାଇଁ ଏକ ଖୁସି ଆଣିଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।