ଖୁସି ଖବର – SBI ଖାତାଥିଲେ ନିହାତି ଜାଣନ୍ତୁ ସମସ୍ତଙ୍କ ଏକାଉଣ୍ଟକୁ ଆସିବ 2 ଲକ୍ଷ ଟଙ୍କା ଜାଣନ୍ତୁ କେଉଁ କାରଣ ପାଇଁ ଏବଂ କଣ କରିବାକୁ ପଡିବ ଶୀଘ୍ର ଦେଖନ୍ତୁ

0

ସରକାର ବିଭନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ ବାହାର କରି ଥାଆନ୍ତି। ସରକାର ଲୋକ ମାନଙ୍କ ସୁବିଧା ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରି ଥାଆନ୍ତି। ଯାହାକି ଲୋକ ମାନଙ୍କୁ ଖୁସି ଆଣି ଦେଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସହିତ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି SBI ଗ୍ରାହକ ମାନଙ୍କୁ ୨ ଲକ୍ଷ୍ୟ ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ଘରୋଇ କିମ୍ବା ଛୋଟ ଛୋଟ ବ୍ୟାଙ୍କ ସବୁ ରହିଛି। ସେଥି ମଧ୍ୟରୁ ଭାରତୀୟ ଷ୍ଟେଟ ବ୍ୟାଙ୍କଙ୍କୁ ବହୁତ ବଡ଼ ବ୍ୟାଙ୍କ କୁହ ଯାଇଥାଏ। ଯେଉଁ ଲୋକ ମାନଙ୍କର ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବ ସେହି ଲୋକ ମାନଙ୍କୁ ବହୁତ ସୁବିଧା ମିଳି ପାରିବ। ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆଣିଛନ୍ତି। ଯେଉଁ ଲୋକ ମାନେ ଆର୍ଥିକ ସ୍ତରରେ ଶୋଚନୀୟ ହୋଇଥିବେ ସେମାନଙ୍କୁ ଏହି ପ୍ରକାରର ସୁବିଧା କରାଯାଇଛି।

ତେବେ ଏଥି ସହିତ ଯେଉଁ ମାନଙ୍କର ଜନ୍ଧନ ଆକାଉଣ୍ଟ ଥିବ ସେମାନେ ଏହାର ଅନେକ ପ୍ରକାରର ସୁବିଧାର ଲାଭ ଉଠାଇ ପାରିବେ। ଏଥି ସହିତ ଜନ୍ଧନ ଆକାଉଣ୍ଟ ଥିବା ସହିତ ରୌପ୍ୟ କାର୍ଡ ଥିବା ନିହାତି ଭାବରେ ଆବଶ୍ୟକ ରହିଛି। ଏହା ସହିତ ଅନେକ ପ୍ରକାରର ସୁବିଧା ମଧ୍ୟ ମିଳି ପାରିବ। ଯଦି ଆପଣଙ୍କ ପାଖରେ ରୌପ୍ୟ କାର୍ଡ ଥିବ ରୌପ୍ୟ କାର୍ଡ଼ରୁ ପଇସା ନେଣଦେଣ କରିବା ସହିତ କିଣାବିକା ମଧ୍ୟ କରି ପାରିବେ, ୬ ମାସ ଭିତରେ ଓଭର ଡ୍ରାଫ୍ଟର ସୁବିଧା ପାଇ ପାରିବେ। ଡିପୋଜିଟ ସମୟରେ ସୁଧ ଦିଆଯିବ, ଏମିତିକି ବୀମା ପେସନ ଉତ୍ପାଦ କରି ପାରିବେ, ଖୁବ ସହଜରେ ପିଏମ କିଷାନ ଓ ଶ୍ରମଯୋଗୀ ଖୋଲା ହୋଇ ପାରିବ, ଏମିତିକି ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗର ସୁବିଧା ମଧ୍ୟ ମିଳି ପାରିବ, ମୃତ୍ୟୁ ପରେ ୩୦ ହଜାର ଟଙ୍କାର ଲାଇଫ କଭର ଦିଆଯିବ ଓ ଏଥି ସହିତ ୨ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ରାଶି ପ୍ରଦାନ କରାଯିବ।

ତେବେ ଏହି ଆକାଉଣ୍ଟକୁ ଅତି ସହଜରେ ଯେକୌଣସି ଲୋକ ଇଚ୍ଛା ପ୍ରକାଶ କରିଲେ ତାହା ଖୋଲି ପାରିବ। ପାଖ ବ୍ୟାଙ୍କଙ୍କୁ ଯାଇ ପ୍ରଥମେ ଫର୍ମ ପୂରଣ କରିବା ପାଇଁ ପଡିବ। ଏହି ଆକାଉଣ୍ଟ ଖୋଲିବ ପାଇଁ ନିଜର ମୋବାଇଲ ନମ୍ବର ଓ ଆଧାର କାର୍ଡ ଦେବାକୁ ପଡିବ। ଏହି ଆକାଉଣ୍ଟକୁ ଜିରୋ ଆକାଉଣ୍ଟ ମଧ୍ୟ କୁହାଯାଇଥାଏ। ଷ୍ଟେଟ ବ୍ୟାଙ୍କରେ ଯଦି ଜିରୋ ଆକାଉଣ୍ଟ ଥିବ କିମ୍ବା ଜନ୍ଧନ ଆକାଉଣ୍ଟ ଥିବ, ତା’ହେଲେ ୨ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଏହାର ଲାଭ ପାଇ ପାରିବେ। ଯଦି ଆକାଉଣ୍ଟ ତା’ହେଲେ ନୂଆ ଆକାଉଣ୍ଟ ଖୋଲି ଏହାର ଖୁବ ଶୀଘ୍ର ଲାଭ ଉଠାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।