ସ୍କୁଲ ଭିତରେ SHG ମହିଳା ପିଟା ପିଟି… ଦେଖନ୍ତୁ Video

ଆଜିକାଲି ଦୁନିଆରେ ଅନେକ ଘଟଣା ଦେଖିବା ପାଇଁ ପାଉଥିବେ। ଚୋରି, ଡ଼କାୟତି, ହତ୍ୟା ଇତ୍ୟାଦି ଅପରାଧ ବଢି ବଢି ଚାଲିଛି। ଏସବୁ ଯେତେ ହେଉଥିଲେ ମଧ୍ୟ ଆମର ଲୋକ ମାନେ ସୁଧାରିବାର ନାଁ ଧରୁନାହାନ୍ତି। ଏସବୁ ବ୍ୟତୀତ ଯେଉଁ ମାନେ ସିଷ୍ଟମ ରେ ଅଛନ୍ତି। ସେମାନେ ରହି ମଧ୍ୟ ଅନେକ ପ୍ରକାର ଖବର ଶୁଣିବା ପାଇଁ ମିଳୁଛି। ଯେଉଁ ମାନଙ୍କ ଠାରୁ ଅନ୍ୟ ମାନେ ପ୍ରଭାବିତ ହେବା କଥା ସେମାନେ ମଧ୍ୟ ବିଭିନ୍ନ ପ୍ରକାର କାମ କରୁଛନ୍ତି। ଏପରି ଅନେକ ଘଟଣା ଆଜିକାଲି ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓ ରେ ଏସଏଚଜି ମହିଳା ଝଗଡ଼ା କରୁଥିବା ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଏଠାରେ ଏବେ ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠି କିଛି ମହିଳା ମାନେ ଏକାଠି ହୋଇ ଝଗଡା କରିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ଭାଇରଲ ହୋଇଛି। ଏବେ ଏଠାରେ ଦେଖିବାକୁ ମିଳିଛି ମହିଳା ମାନେ ସେମାନେ ସ୍କୁଲ ପରିସର ଭିତରେ ଏହିପରି କିଛି କରିଛନ୍ତି। ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ମାଧ୍ୟମରେ ଅନେକ ଘଟଣା ନଜରକୁ ଆସିଥାଏ। ଆଉ ଆଜିକାଲି ସମୟରେ ସମାଜ ରେ ମହିଳା ମାନଙ୍କପାଇ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ସେମାନଙ୍କର ସୁବିଧା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ମଧ୍ୟ କରିଛନ୍ତି। ଆଉ ଯାହା ଦ୍ୱାରା ସେମାନେ ନିଜେ ନିଜେ ରୋଜଗାର କରି ପାରିବେ ଯାହା ପାଇଁ ସରକାର ସବୁ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଏବେ ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି SHG ଗ୍ରୁପ ର କିଛି ମହିଳା ମାନେ କୋୖଣସି ଏକ କାରଣ କୁ ନେଇ ଏମିତି ଝଗଡା ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏହି ଘଟଣା ଟିରେ ମହିଳା ମାନେ ନିଜର ଗ୍ରୁପ ମଧ୍ୟରେ କିଛି ଗୋଟେ କାମ କୁ ନେଇ ଝଗଡା ସୃଷ୍ଟି କରିଥିଲେ ଯାହା ଭିଡ଼ିଓ ଏବେ ଭାଇରଲ ହୋଇଛି। ଆଉ ଏହି ସମୟ ରେ କେହି ଜଣେ ଭିଡ଼ିଓ ରେକର୍ଡ କରି ଦେଇଥିଲେ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ।

ଆଉ ଏଠାରେ ନଜରକୁ ଆସିଛି କେ ମହିଳା ମାନେ ନିଜ ନିଜ ଭିତରେ ଠେଲା ପେଲା ମଧ୍ୟ ହୋଇଛନ୍ତି ଏବଂ ଶେଷରେ ମାଡ଼ ମାରପିଟା ମଧ୍ୟ ହୋଇଛନ୍ତି। ଏହି ଘଟଣା କୁ ନେଇ ଦେଖିବା ପରେ ସମସ୍ତେ ସେଠାରେ ଚମକି ପଡିଛନ୍ତି। ଯାହା ବି ହେଉ ସମାଜ ରେ ଏହିପରି ଘଟଣା ବିଭିନ୍ନ ସମୟରେ ସାମ୍ନା କୁ ଆସିଥାଏ ଯେଉଁଠି ମହିଳା ମାନେ ମଧ୍ୟ ଏହିପରି କିଛି କରି ଥାଆନ୍ତି। ଆଉ ନିଜ ନିଜ ଭିତରେ ବୁଝମୁଣା ର କିଛି ଅଭାବ ପାଇଁ ସେମାନେ ଝଗଡା ସୃଷ୍ଟି କରି ଥାଆନ୍ତି ଯାହାଦ୍ୱାରା ସବୁ ଘଟଣା ଭାଇରଲ ମଧ୍ୟ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment