ଯୁବତୀ ଦେଲେ କଡା ମନ୍ତବ୍ୟ ! ଆଜିକାଲି ପିଲାମାନେ ବହି ବସ୍ତାନି ଜାଗାରେ କଣ୍ଡମ ନେଇ ସ୍କୁଲ ପଳେଇଛନ୍ତି ,ଏଥିପ୍ରତି ବାପା ମାଙ୍କର ଲକ୍ଷ୍ୟ ନାହିଁ..ଦେଖନ୍ତୁ video

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ସମୟରେ ଆପଣ ବହୁତ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବା ଦେଖିଥିବେ | ହେଲେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ | ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ ଜଣେ ସ୍କୁଲ ଛାତ୍ରଙ୍କ ବ୍ୟାଗ ରୁ କୋଣ୍ଡୋମ ବାହାରିବା ନେଇ ଏବେ ଚର୍ଚ୍ଚାର ବିଷୟର ପାଲଟିଛି | ତେବେ ଏ ନେଇ ଏବେ କିଏ ଦାୟୀ ତାହାକୁ ନେଇ ମୁହ ଖୋଲିଛନ୍ତି ଝିଅ ଜଣଙ୍କ, ଆଉ କହିଛନ୍ତି କି ଆଜିକାଲି ବାପା ମା ଙ୍କର ପିଲା ମାନଙ୍କ ପ୍ରତି ଦାୟିତ୍ୱ ନାହିଁ ନିଜ ର ଫେସନ ବଢେଇବାରେ ଲାଗିଛନ୍ତି ପିଲା ର ବାପା ମା ମାନେ ଆଉ ଯେଉଁଥିପାଇଁ ଏହି ଭଳି ସମସ୍ୟା ଦେଖା ଦେଇଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା |

ତେବେ ଝିଅ ଜଣଙ୍କର କହିବା କଥା କି ଦିନ ଏମିତି ଥିଲା ଯେତେବେଳେ ପିଲାମାନେ ସ୍କୁଲ କୁ ଯାଉଥିଲେ ସେତେବେଳେ ବାପା’ ମା ‘ ପିଲାଙ୍କୁ ଧ୍ୟାନ ଦେଉଥିଲେ ସେମାନେ କଣ କରୁଥିଲେ କଣ ନାହଁ ସେ ପ୍ରତି ମଧ୍ୟ ଧ୍ୟାନ ଦେଉଥିଲେ ହେଲେ ଆଜିର ପିଲାମାନଙ୍କ ପାଇଁ ବାପା ‘ ମା ‘ ଙ୍କର ସେମିତି ଅନୁଶାସନ ଦେଖିବାକୁ ମିଳୁନି ଯାହା ଫଳରେ ଆଜି ପିଲାମାନେ ଏମିତି ସବୁ ହେଉଛନ୍ତି ବୋଲି କୁହାଯାଇଛି | ଏହା ବ୍ୟତୀତ ସ୍କୁଲ ରେ ମଧ୍ୟରେ ପିଲାମାନେ କଣ କରୁଛନ୍ତି ସେ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉନାହିଁ ତେଣୁ ଏହି ସବୁ ଘଟଣା ଏବେ ଦେଖିବାକୁ ମିଳୁଛି |


ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ମଧ୍ୟ ଏକ ଅଙ୍ଗନବାଡି ପିଲା ବ୍ୟାଗ ରୁ ମଧ୍ୟ କୋଣ୍ଡୋମ ବାହାରିବା ଘଟଣା ଭାଇରାଲ ହେଇଥିଲା ପୁଣି ସେମିତି ଏକ ଘଟଣା ଏବେ ସ୍କୁଲ ରେ ଦେଖିବାକୁ ମିଳିଛି | ତେବେ ଏହି ଘଟଣା କେଉଁ ସ୍କୁଲ ର ଜଣା ପଡିନଥିବା ବେଳେ, ଏହି ଘଟଣା କୁ ନେଇ ଏବେ ଜଣେ ଯୁବତୀ ତାଙ୍କର ମୋତ ରଖିଥିବା ଦେଖାଯାଇଛି |ତେବେ ଯୁବତୀ ଜଣଙ୍କର କହିବା କଥା ଅନୁଯାୟୀ ସେ ଏହି ଘଟଣା ପାଇଁ ଅଭିଭାବକ ଙ୍କ ସମତେ ସ୍କୁଲ ର ଶିକ୍ଷକ ମାନଙ୍କୁ ମଧ୍ୟ ଦାୟୀ କରିଛନ୍ତି | ତାଙ୍କର କହିବା କଥା ଅନୁଯାୟୀ ଛୋଟ ପିଲା ସେମାନେ ଜାଣିନାହାନ୍ତି କୋଣ୍ଡୋମ କଣ ତେଣୁ ଏହା ଘରେ ରଖା ଯାଇଥିବ ସେ ଆଉ କଣ ଭାବି ସେ ତା ବ୍ୟାଗ ରେ ପୁରେଇ ଦେଇଥିବ |

ହେଲେ ବାପା”ମା ” ଙ୍କର ଦେଖିବା ଦରକାର ପିଲାମାନେ କଣ ସ୍କୁଲ ରେ କଣ ପଡୁଛି ବୋହି ପତ୍ର ଠିକ ଠିକ ଭାବେ ନେଇଛି କି ନାହିଁ ତାହା ଦେଖିବା ଆବଶ୍ୟକ | ଯେମିତି ପୂର୍ବରୁ ବାପା” ମା” ପିଲାମାନେ ସ୍କୁଲ ଗୋଲେ ସ୍କୁଲରେ ପରିୟଡ଼ ଅନୁଯାୟୀ ବୋହି ପତ୍ର ରଖୁଥିଲେ | ଆଜି କାଲିର ବାପା” ମା ” ସେମିତି କରୁ ନାହାନ୍ତି କି ପିଲାଙ୍କୁ ସମୟ ଦେଉନାହାନ୍ତି ଯାହା ଦ୍ୱାରା ଆଜି ଏମିତି ଦେଖିବାକୁ ମିଳିଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment