ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ଯେଉଁଠି ସୂଚନା ଅନୁସାରେ କୁହାଯାଉଛି କି ସ୍କୁଲ ର ପିଲାମାନଙ୍କୁ ମାଗଣା ରେ ଦିଆଯିବ କୋଣ୍ଡୋମ, ପଞ୍ଚମ ଶ୍ରେଣୀ ରୁ ଉପରକୁ ପିଲାମାନଙ୍କୁ ଏହି ଭଳି କିଛି ବ୍ୟବସ୍ତା କରାଯାଇଛି ସ୍କୁଲ ବୋର୍ଡ ତରଫରୁ | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ଉତ୍ତେଜନା ସୃଷ୍ଟି ହେବାକୁ ଲାଗିଛି ଓ କେତେକ ଅଭିଭାବକ ମଧ୍ୟ ଏହି ଘଟଣା ବିରୋଧ ରେ କହିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ବିଭିନ୍ନ ପ୍ରକାରର ନିୟମ ମାନ କରାଯାଇଥାଏ ପିଲାମାନଙ୍କର ଶିକ୍ଷାର ବିକାଶ କରିବା ସହିତ ସେମାନଙ୍କର ଜୀବନରେ ବିଭିନ୍ନ ପ୍ରକାରର ଉନ୍ନତି କରିବା ପାଇଁସ୍କୁଲ ବୋର୍ଡ଼ ତରଫରୁ | କିନ୍ତୁ ଏବେ ଯେଉଁ ନିୟମ ଟି କାର୍ଯ୍ୟ କାରୀ କରାଯାଇଛି ତାହା ହେଉଛି ସ୍କୁଲ ପିଲାମାନଙ୍କୁ କୋଣ୍ଡୋମ ଦେବା କଥା କୁ ନେଇକି | ଆଉ ଯେଉଁଠି କୁହାଯାଉଛି କି ପଞ୍ଚମ ଶ୍ରେଣୀ ରୁ ଉପରେ ପଢ଼ୁଥିବା ପିଲାମାନଙ୍କୁ ମାଗଣାରେ କୋଣ୍ଡୋମ ଦିଆଯିବ ବୋଲି | ଆଉ ଯାହା ଫଳରେ ପିଲାମାନେ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇ ପାରିବେ |
ତେବେ ସୂଚନା ଅନୁସାରେ ଏହି ଭଳି ଏକ ନିୟମ ଆମେରିକାର ଚି଼କାଗୋ ସହରରେ କରାଯାଇଛି ବୋଲି କୁହାଯାଉଛି |ଆଉ ଯାହା ଜଣା ପଡିଛି କି ଚିକାଗୋ ପବ୍ଲିକ୍ ସ୍କୁଲ୍ ଶିକ୍ଷା ବୋର୍ଡ ର ନିଷ୍ପତ୍ତି ଅନୁସାରେ 10 ବର୍ଷ ଉପରକୁ ପିଲାମାନଙ୍କ ପାଇଁ ଏହି ଭଳି କିଛି ବ୍ୟବସ୍ତା କରାଯାଇଛି |ଆଉ ଯାହା ଫଳରେ ଯୌନ ସଂକ୍ରମଣ, ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣରୁ ଦୂରେଇ ରଖାଯାଇ ପାରିବ ବୋଲି ମଧ୍ୟ ବୋର୍ଡ଼ ତରଫରୁ ସ୍ପଷ୍ଟ ଭାବରେ କୁହାଯାଇଛି ଏହି ଭଳି ଏକ ନିଷ୍ପତ୍ତି କୁ ନେଇକି|
କିନ୍ତୁ ବୋର୍ଡ଼ ର ଏହି ନିଷ୍ପତ୍ତି ଟି 2020 ମସିହା ଠାରୁ କାର୍ଯ୍ୟକାରୀ ହେବାକୁ ଥିଲା ବୋଲି କୁହାଯାଉଛି | କିନ୍ତୁ କରୋନା ର ମହାମାରୀ କାରଣ ରୁ ଘଟଣା ଟିକୁ କାର୍ଯ୍ୟକାରୀ କରାଯାଇ ନ ଥିଲା | କିନ୍ତୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ କୁହାଯାଉଛି |ଆଉ ଯାହା ଜଣା ପଡିଛି କି ଏହି ଘଟଣା କୁ ନେଇକି କିଛି ଅଭିଭାବକ ଅରାଜି ହୋଇଛନ୍ତି ସେମାନଙ୍କ ର କଥା ଅନୁସାରେ ଏହି ଭଳି ଏକ ଘଟଣା ଅତ୍ୟନ୍ତ ଲଜ୍ୟା ଜଣକ ବୋଲି ସେମାନେ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।