OMG ! ସ୍କୁଲ ଶିକ୍ଷୟିତ୍ରୀଙ୍କ ପକେଟରୁ ବାହାରିଲା ପିସ୍ତଲ… ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

0

ବର୍ତମାନ ଏକ ଭିଡ଼ିଓ ପ୍ରବଳ ମାତ୍ରାରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖୁବାକୁ ପାଇଥିବେ। ଜଣେ ଶିକ୍ଷୟତ୍ରୀ ଏମିତି କିଛି କରିଛନ୍ତି ଯାହା ଜାଣିବା ପରେ ମୁଣ୍ଡ ରେ ହାତ ଦେବେ। ଆଉ ଏମିତି ଅଭିଯୋଗ ଏକ ଉତ୍ତର ପ୍ରଦେଶ ରେ ଦେଖା ଦେଇଛି ଯେଉଁଠାରେ ଜଣେ ଶିକ୍ଷୟତ୍ରୀ ପକେଟ ରୁ ଯାହା ବାହାରିଲା ଦେଖିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଏହିଠାରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହୋଇଥିବାର ନଜରକୁ ଆସିଛି। ଆଉ ଆପଣ ମାନେ ଏଠାରେ ମଧ୍ୟ ଦେଖୁବାକୁ ପାଇଥିବେ। ଶେହି ଘଟଣା ଟିରେ ଜଣେ ଶିକ୍ଷୟତ୍ରୀ ଯାହା କରିଛନ୍ତି ତାହାକୁ ସ୍ଥାନୀୟ ଅଞ୍ଚଳରେ ଘୋର ନିନ୍ଦା କରା ଯାଇଛି ଏବଂ ସୋସିଆଲ ମିଡ଼ିଆରେ ଦେଖିବା ପରେ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି। ଯାହା ପରବର୍ତ୍ତୀ ସମୟରେ ମଧ୍ୟ ଏହି ଘଟଣା ଜାଣିବା ପରେ ତାଙ୍କ ଉପରେ ପୋଲିସ ମଧ୍ୟ ତାଙ୍କୁ ନେଇ ଖୋଳ ତାଡ଼ କରି ଥିବା ନେଇ ସୂଚନା ମିଳିଛି ଯାହା ଏହିଠାରେ ସୂଚନା ମିଳିଛି।

ଏହି ଘଟଣା ଟିରେ ଜଣେ ଶିକ୍ଷୟତ୍ରୀ ହିସାବରେ ପିଲାଙ୍କୁ ଅନ୍ଧାର ରୁ ଆଲୋକ କୁ ଆଣିବା କଥା ଏବଂ ସେମାନଙ୍କ ର ଭବିଷ୍ୟତକୁ ଭଲ ଭାବରେ ଗଢିବା କଥା କିନ୍ତୁ ଏଠାରେ ପିଲାଙ୍କୁ ପଢେଇବାକୁ ଯିବା ବେଳେ ସାଙ୍ଗରେ ମାରଣାସ୍ତ୍ର ବନ୍ଧୁକ ନେଇ ଯାଉଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ନଜର ରେ ଆସିଛି। ଏହି ସମୟରେ ସାଧାରଣ ଭାବରେ କହିବାକୁ ଗଲେ ଶିକ୍ଷକ ମାନେ ଯେତେବେଳେ ଛାତ୍ର ଛାତ୍ରୀ ଖରାପ ବାଟ କୁ ଯାଇଛନ୍ତି ସେମାନେ ତାଙ୍କୁ ଭଲ ମାର୍ଗ ଦେଖାଇ ଥାଆନ୍ତି ହେଲେ ଏଠାରେ କିଛି ଅଲଗା ଦେଖା ଦେଇଛି ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି। ଆଉ ଜଣେ ସମ୍ବିଧାନ ସମ୍ପର୍କରେ ପିଲାଙ୍କୁ ଶିକ୍ଷା ଦେଇଥିବା ବେଳେ ଅନ୍ୟପଟେ ଜଣେ ଶିକ୍ଷୟତ୍ରୀ ଏମିତି କିଛି ଯାହାଦ୍ୱାରା ବର୍ତମାନ ସେ ଗିରଫ ହୋଇଛନ୍ତି। ତାଙ୍କର ଏହିଭଳି କାମ କୁ ସମସ୍ତେ ବହୁତ ନିନ୍ଦା କରିବା ସହିତ ଅନେକ ମଧ୍ୟ ଦଣ୍ଡ ବିଧାନ କରା ଯାଉ ବୋଲି ମଧ୍ୟ ସୋସିଆଲ ମିଡ଼ିଆରେ ମତ ଦେଇଛନ୍ତି।

ଆଉ ଏହି ଘଟଣା ତ ସୋସିଆଲ ମିଡ଼ିଆରେ ଦେଖିବା ପରେ ଅନେକ କିଛି କମେଣ୍ଟ ଦେଇଛନ୍ତି ତାଙ୍କର ଦଣ୍ଡ ବିଧାନ ପାଇଁ। ଆଉ ତାଙ୍କର ଏମିତି କାରନାମା ପାଇଁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ନେଇ ପୋଲିସ ତଦନ୍ତ ଚଲେଇଛି। ଆଉ ଏହି ଘଟଣା ଟି ଉତ୍ତର ପ୍ରଦେଶ ରେ ଦେଖା ଦେଇଛି ଯାହା ଶିକ୍ଷୟତ୍ରୀ ଜଣଙ୍କ ସ୍କୁକ ରୁ ଆସିବା ପରେ କୌଣସି ଏକ ସ୍ଥାନରେ ଥିବା ବେଳେ ତାଙ୍କ ସମ୍ପର୍କରେ ପୋଲିସ ସୁରାଟ ପାଇବା ପରେ ଖୋଜିଥିଲେ ଆଉ ଶେଷରେ ତାଙ୍କ ପକେଟ ରୁ ପାଇଥିଲେ ଯାହା ଏଠାରେ ଦେଖୁବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।