ବାହାରେ ରୋମାନ୍ସ କଲେ ଟୁଙ୍ଗୁରୁ-ବର୍ଷା, ଟୁଙ୍ଗୁରୁ ବର୍ଷା ଉପରେ ପକେଇଛି ଗୋଡ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ବହୁ ଚର୍ଚ୍ଚିତ ଭୁବନେଶ୍ୱର ର ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ରାଣୀ ଙ୍କର ପ୍ରେମ କାହାଣୀ ବିଷୟ ରେ ଆପଣ ମାନେ ନିଶ୍ଚିତ ଜାଣିଥିବେ। ତେବେ ବର୍ଷା ରାଣୀ ଜଣେ ବିବାହିତ ମହିଳା ହୋଇ ମଧ୍ୟ ସେ ତାଙ୍କର ସ୍ୱାମୀ ଓ ଦୁଇ ପିଲା ଙ୍କୁ ଛାଡି ଦେଇ ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ଙ୍କ ସହ ସମ୍ପର୍କରେ ରହୁଥିଲେ। ଆଉ ସେ ବିବାହ କରିବା କୁ ମନା କରିବାରୁ ବର୍ଷା ଫୁଲମାଳ ଓ ସିନ୍ଦୂର ଧରି ଭରତପୁର ଥାନା ରେ ଧାରଣା ଦେଇଥିଲେ ଟୁଙ୍ଗୁରୁ ଭୋଳ କୁ ବିବାହ କରିବା ପାଇଁ। ମାତ୍ର ବହୁ ବାଦ ବିବାଦ ପରେ ମାମଲା ଟି ସେହିପରି ରହିଛି ଏହାର କୌଣସି ସମାଧାନ ହୋଇପାରୁ ନାହିଁ।

ତେବେ କିନ୍ତୁ ଏହି ଘଟଣା ଟି ଖୁବ ଚର୍ଚ୍ଚା ରେ ରହିବା ପରେ ଏହାକୁ ନେଇ ଅନେକ କମେଡି ଭିଡିଓ, ଆଲବମ ,ଟିକଟକ ଭିଡିଓ ଆଦି ଲୋକମାନେ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ କେବଳ ଲୋକ ମାନେ ନୁହଁନ୍ତି ପ୍ରଥମେ ପ୍ରଥମେ ବର୍ଷା ନିଜେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଥିଲେ ତାଙ୍କର ଟୁଙ୍ଗୁରୁ ଭୋଳ ଙ୍କ ସହ ଥିବା ସମ୍ପର୍କ କୁ ନେଇ। ଆଉ ବର୍ତ୍ତମାନ ସୋସିଆଲ ନେଟୱାର୍କ ରେ ନିଜର ଫାଇଦା ପାଇଁ ଲୋକମାନେ ତାଙ୍କର ଆହୁରି ଭିଡିଓ କଲେକ୍ଟ କରି ତାହାକୁ ରଙ୍ଗ ବେରଙ୍ଗ ର ଏଡିଟ କରି ଭାଇରାଲ କରୁଥିବା ଆପଣ ମାନେ ଜାଣିଥିବେ।

ତେବେ କିନ୍ତୁ ବର୍ତ୍ତମାନ ଏହି ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ର ପ୍ରେମ ଖୋଲାମ ଖୋଲା ଦେଖିବା କୁ ମିଳିଛି ତାହା ବି ଲକ୍ଷ୍ମୀ ପୂଜା ମଣ୍ଡପ ରେ ଯାହାକି ପୁରା ମାର୍କେଟ କୁ ଘାଣ୍ଟି ପକେଇଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ରହିଛି କି , ଯାଜପୁର ର ମାର୍କେଟ ରେ ଏଥର ଲକ୍ଷ୍ମୀ ପୂଜା ରେ ଲୋକ ଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ଟୁଙ୍ଗୁରୁ ଭୋଳ ଓ ବର୍ଷା ନଙ୍କ ର କିଛି ମୃତ୍ତି କରାଯାଇଛି। ଯେଉଁ ମୃତ୍ତି କୁ ଦେଖିଲେ ଆପଣ ବେହୋସ ହୋଇଯିବେ ନିଶ୍ଚିତ , କାରଣ ଏହି ମୃତ୍ତି ମାଧ୍ୟମ ରେ ବର୍ଷା ଓ ଟୁଙ୍ଗୁରୁ ରୋ ରୋମାନ୍ସ କୁ ଦର୍ଶା ଯାଇଛି।

ତେବେ ଲୋକଙ୍କ କହିବା ଅନୁଯାୟୀ , ଏହି ପୂଜା ମଣ୍ଡପ ରେ ଲୋକଙ୍କ ର ବହୁତ ଭିଡ ହେଉଛି। ମା ଲକ୍ଷ୍ମୀ ଙ୍କ ର ପୂଜା କରିବା ପାଇଁ ଯେତିକି ଆସୁଛନ୍ତି ତା ଠାରୁ ଅଧିକ ଲୋକେ ଆସୁଛନ୍ତି ଟୁଙ୍ଗୁରୁ ଓ ବର୍ଷା ଙ୍କୁ ଦେଖିବା ପାଇଁ। ତେବେ ଏହି ମୃତ୍ତି ରେ ମଧ୍ୟ ଟୁଙ୍ଗୁରୁ ଓ ବର୍ଷା ଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତ ର ଦୃଶ୍ୟ କୁ ଦର୍ଶା ଯାଇଛି ।ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ଆଉ ଯିଏ ଏହାକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ରହି ଯାଉଛନ୍ତି। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆଉ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment