ବିଧାୟକ ସହିତ ସେ-କ୍ସ୍ କର ନହେଲେ ୫ ଜଣଙ୍କ ସହ ଗୋଟେ ରାତିରେ ଶୋଇବୁ… କେମିତି ଚାଲିଥିଲା ଅର୍ଚ୍ଚନା ( Archana ) ଙ୍କ ଦେହ ବ୍ୟବସାୟ.. ଦେଖନ୍ତୁ Video

ସମୟ ବିତିବା ସହ ଧୀରେ ଧୀରେ ସାମ୍ନା କୁ ଆସୁଛି ଭୁବନେଶ୍ୱର ର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅସଲ ଚେହେରା। ପୁରା ରାଜଧାନୀ ରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ରଖିଥିଲେ ଅର୍ଚ୍ଚନା ଆଉ ତାଙ୍କର ସାମ୍ରାଜ୍ୟ କୁ ବଢ଼େଇବା ଲାଗି ଅନେକ ଝିଅ ଙ୍କୁ ବ୍ୟବହାର କରୁଥିଲେ ସେ ।ଝିଅ ମାନ ଙ୍କୁ ବେଶ୍ୟା ସଜେଇ ଲକ୍ଷ ଲକ୍ଷ ଟଙ୍କା କମାଉ ଥିଲେ ଅର୍ଚ୍ଚନା ,ମାତ୍ର ଝିଅ ମାନ ଙ୍କୁ ମିଳୁଥିଲା ଅଳ୍ପ କେତେ ଟଙ୍କା। ତେବେ ବର୍ତ୍ତମାନ ଏନେଇ ଜଣେ ଯୁବତୀ ମୁଁହ ଖୋଲିଛନ୍ତି ଆଉ ଅର୍ଚ୍ଚନା ନାଗ ଙ୍କ ର ସମସ୍ତ କାମ ବିଷୟରେ ସମସ୍ତ ଙ୍କୁ ଜଣେଇଛନ୍ତି।

ତେବେ ଯୁବତୀ ଜଣଙ୍କ ନିଜର ପରିଚୟ ଲୁଚେଇ କହିଛନ୍ତି କି,ଅର୍ଚ୍ଚନା ଙ୍କ ମନ ରେ ଦୟା ବୋଲି କିଛି ନାହିଁ ,ଟଙ୍କା ଦେଉଛନ୍ତି ବୋଲି ଆମକୁ ପଶୁ ଭଳି ବ୍ୟବହାର କରନ୍ତି। ତେବେ ସେ କହିଛନ୍ତି କି , ଏକଦା ମୋତେ ଜ୍ଵର ହୋଇଥିଲା ,ତେଣୁ ମୁଁ ସେଦିନ ରାତି ରେ କାହା ସହ ସେକ୍ସ କରିବା ପାଇଁ ବାରଣ କରିଥିଲି କାରଣ ମୋ ଦେହ ବହୁତ ଖରାପ ଅଛି। କିନ୍ତୁ ଅର୍ଚ୍ଚନା ସଂଗେ ସଂଗେ ଆସି କହିଥିଲେ କି ,”ଜୁଲି ତୁ ଜଲ୍ଦି ଉଠେ ଆଉ ରାତି ପାଇଁ ରେଡି ହୋଇ ଯାଏ , ବିଧାୟକ ବାବୁ ତ ପାଖକୁ ଆସୁଛନ୍ତି। ତୁ ତୋ ଜାଣିଚୁ ତୋ ଛଡା ତାଙ୍କର ଆଉ କେହି ପସନ୍ଦ ନୁହେଁ ବୋଲି”।

ତେବେ ଝିଅ ଟି ତାଙ୍କୁ କହିଥିଲା କି ତାର ଦେହ ବହୁତ ଖରାପ ଅଛି ସେ ଆଜି ରାତି ରେ ସେସବୁ କରି ପାରିବ ନାହିଁ ବୋଲି। କିନ୍ତୁ ଅର୍ଚ୍ଚନା ତାକୁ କହୁଥିଲେ କଣ ଖରାପ ହୋଇଛି ଟିକେ ଔଷଧ ଓ ଗୋଟିଏ ପେକ ମାରିଦେଲେ ସବୁ ଠିକ ହୋଇଯିବ ।ଝିଅ ଟି ପୁଣି ମନା କରିବା ରୁ ଅର୍ଚ୍ଚନା ତାଙ୍କୁ ତାଗିଦ କରି କହୁଥିଲେ କି , ତୋର ସବୁ ବାହାନା ବନ୍ଦ କର, ଟଙ୍କା ନେବା ବେଳକୁ ତ ନେଉଛୁ କିନ୍ତୁ କାମ କରିବା ପାଇଁ କହିଲେ ବାହାନା ବାହାରୁଚି ।ମାଡାମ ସେ ବିଧାୟକ ମୋତେ ପଶୁ ଭଳି ବ୍ୟବହାର କରନ୍ତି ,ଦେହ ସାରା ଚିହ୍ନ ଦେଇଯାନ୍ତି ମୋତେ ବହୁତ କଷ୍ଟ ହୁଏ।

ସଂଗେ ସଂଗେ ଅର୍ଚ୍ଚନା କହୁଛନ୍ତି କି ,କିଛି ବାହାନା ନାହିଁ ଟଙ୍କା ନେଇଛୁ ମାନେ ବିଧାୟକ ସହ ଶୋଇବୁ ,ଆଉ ଯଦି ବିଧାୟକ ସହ ନଶୋଇବୁ ତେବେ ଗୋଟିଏ ରାତି ରେ ଜଣେ ନୁହେଁ ପାଞ୍ଚ ପାଞ୍ଚ ଜଣ ଟୋକା ପଠେଇଦେବୀ। ତେବେ ଝିଅ ଜଣଙ୍କ ଡର ରେ କହୁଥିଲେ କି ହଁ ମୁଁ ରାତି ପାଇଁ ରେଡି ରହିବି ବୋଲି। ତେବେ ଏହା କେବଳ ଗୋଟିଏ ଝିଅ ର କଥା ନୁହେଁ ଏମିତି ଅନେକ ଝିଅ ଅର୍ଚ୍ଚନା ପାଖରେ ନିର୍ଯ୍ୟାତନା ର ସ୍ୱୀକାର ହେଉଛନ୍ତି। ତେବେ ଅର୍ଚ୍ଚନା ଙ୍କୁ ନିଶ୍ଚିତ ଭାବରେ କୋଠାର ଦଣ୍ଡ ବିଧାନ ହେବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment