ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ଯାଜପୁର ର ଜଣେ ୧୪ ବର୍ଷ ର ନାବାଳିକା ତାର ବାପା ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।ତେବେ ନାବାଳିକା ଝିଅ ଜଣଙ୍କ କହିଛନ୍ତି କି ତାଙ୍କର ନିଜ ମା ମରି ଯାଇଛନ୍ତି, ଆଉ ତା ପରେ ତାର ବାପ ଅନ୍ୟ ଜଣେ ମହିଳା ଙ୍କୁ ବିବାହ କରି ଅନ୍ୟତ୍ର ରହୁଥିଲେ। ମାତ୍ର ଝିଅ କୁ ନିଜ ସହ ନିଜ ଝିଅ କରି ରଖିବେ ବୋଲି କହିଥିଲେ। କିନ୍ତୁ ଝିଅ କୁ ଯେତେବେଳେ ୧୪ ବର୍ଷ ହୋଇଗଲା ତା ପ୍ରତି ବାପ ର ପାପ ନଜର ପଡିବା ଆରମ୍ଭ କରିଥିଲା।
ତେବେ ଝିଅ ଟିର କହିବା ଅନୁସାରେ, ତାର ବାପା ତା କୁ ବହୁତ ଖରାପ ଆନ୍ଦାଜ ରେ ଛୁଇଁବା ଆରମ୍ଭ କଲେ। ଆଉ ତା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା କୁ ଚେଷ୍ଟା କଲେ ,ତେବେ ଝିଅ ଟି ନିଜକୁ ବଞ୍ଚାଇବା ପାଇଁ ସେଠାରୁ ରାତି ରେ ପଳେଇ ଯାଇ ନିଜ ମାଉସୀ ଙ୍କ ଠାରେ ସାହାରା ନେଇଥିଲେ। ତେବେ ବର୍ତ୍ତମାନ ସେ ଥାନା ରେ ଏନେଇ ଅଭିଯୋଗ କରିଛନ୍ତି ଥାନା ରେ। ତେବେ କିନ୍ତୁ ବର୍ତ୍ତମାନ ଏହି ଝିଅ ର କଥା କୁ ନେଇ ତେଜିଛନ୍ତି ଆଉ ସମସ୍ତେ ସୋସିଆଲ ମିଡ଼ିଆ ଆଗରେ ମୁଁହ ଖୋଲିଛନ୍ତି।
ତେବେ ସେହି ପୋଡ଼ଶୀ ଙ୍କ କହିବା ଅନୁସାରେ , ଝିଅ ଟି କୁ ବାପା ଯେତେବେଳେ ମାଡି ବସିଲା ଆଉ ତାକୁ ଖରାପ ଆନ୍ଦାଜ ରେ ଛୁଇଁବା ପରେ ଝିଅ ଟି ପୋଡ଼ଶୀ ଘରକୁ ଆସି ସବୁ କହିଲା। ଯେତେବେଳେ ଆମ ସବୁ ଏହାର ସମାଧାନ ପାଇଁ ଡାକିଲୁ ତାର ବାପା ମା କୁ ,ସେତେବେଳେ ତାର ମା ଆସିଲା ନାହିଁ କେବଳ ତାର ବାପ ଆସିଲା ।ଆଉ ସେ ଅଶିକି ପୁରା ଚୁପ ଚାପ ଛିଡା ହେଲା ,ଆଉ ତା ର ମା କହୁଛି କି ସେ କିଛି ଜାଣି ନାହିଁ ବୋଲି। ତେବେ କିନ୍ତୁ ଝିଅ ର ବାପା ମା ର ଏହି କଥା ରେ ପୁରା ରାଗି ଛନ୍ତି ଗ୍ରାମ ଲୋକେ।
ସେମାନେ କହିଛନ୍ତି କି ଯଦି ତମେ ଯଦି ଝିଅ କୁ ପାଳି ପାରିବ ନାହିଁ ତେବେ କାହିଁକି ଛୁଆ କୁ ନିଜର କରି ନେଉଥିଲେ। ଝିଅ ଯେତେବେଳେ କହିଲା ତାର ବାପା ତାକୁ ଖରାପ ନଜର ରେ ଦେଖୁଛି ବୋଲି ସେତେବେଳେ ସେ ମା ହେଇ କେମିତି କିଛି ବୁଝିଲାନି ଆହୁରି କହୁଛି କି ମୁଁ ଏ ବିଷୟ ରେ କିଛି ଜାଣି ନାହିଁ ବୋଲି। ରାତି ୨ ଟାରୁ ଝିଅ ଘରେ ନାହିଁ ଆମ କାହାକୁ ବି ଜଣେଇ ନାହଁ। ତେବେ ଆମେ ବର୍ତ୍ତମାନ ଚଂହୁଛନ୍ତି କି ସେହି ରାକ୍ଷସ ବାପା ଓ ମା କୁ କୋଠର ରୁ କୋଠର ଦଣ୍ଡ ଦିଅନ୍ତୁ ବୋଲି ନହେଲେ ହଜାର ହଜାର ଝିଅ ଏମିତି ମରିଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।