OMG ! ଛାତ୍ର ଜଣଙ୍କ କ୍ଲାସ୍ ରୁମରେ ପାଠ ଏମିତି ଡାକିଲେ ସ୍କୁଲ ଦୋହଲିଗଲା… ଭିଡ଼ିଓ ନିଆଁ ଭଳି ହେଲା ଭାଇରାଲ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆ ଲୋକ ମାନଙ୍କର ସମାଜରେ ଘରୁଥିବା ବିଭିନ୍ନ ଘଟଣା ବିଷୟରେ ଜାଣିବାର ଗୋଟିଏ ମାଧ୍ୟମ ପାଲଟିଛି | ତେବେ ଆଜି କାଲି ଅନେକ ପ୍ରକାରର ଭିଡିଓ ମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମ ମନ ଖୁସି ହୋଇଯାଇଥାଏ | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍କୁଲ ଦିଦି ଙ୍କ ନିର୍ଦେଶ କୁ ମାନିକି ଛୋଟ ପିଲା ଟି ପାଠ ଡାକିବାକୁ ଲାଗିଛି ଜୋର ରେ ପାଟି କରିକି | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡିଛି କି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଛୋଟ ପିଲା ଟିକୁ ଟିମ ର ଲିଡର କରାଯାଇଛି ଓ ଜୋର ପାଟି ରେ ପାଠ କୁ ଡାକୁବା ପାଇଁ କୁହାଯାଇଛି ଓ ତାଙ୍କୁ କୁହା ଯାଇଛି କି ତାଙ୍କ ଡାକକୁ ଶୁଣିକି ଅନ୍ୟ ପିଲା ମାନେ ମଧ୍ୟ ପାଠ ଡ଼ାକିବା ପାଇଁ ଲାଗିବେ | ତେବେ ତାହା ଶୁଣିବା ମାତ୍ରକେ ପିଲା ଟି ସ୍କୁଲ ଦିଦି ଙ୍କର ଆଦେଶ ପାଳନ କରିବା ପାଇଁ ଲାଗି ପଡିଛି | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପିଲା ଜଣଙ୍କ ତାହାର ସମସ୍ତ ଶକ୍ତି କୁ ଲଗାଇ ପାଠ କୁ ଡାକୁଛି |

ଆଉ ଆଖିକୁ ବନ୍ଦ କରିକି ଏଭଳି ଭାବରେ ପାଠକୁ ଡାକୁଛି ଯାହା ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆମେ ମାନେ ମଧ୍ୟ ଜାଣିଛୁ କି ପିଲା ବେଲେ ଆମେ ମାନଙ୍କୁ ମଧ୍ୟ ଶିକ୍ଷକ ମାନେ ଯାହା କରିବାକୁ କହିଥାନ୍ତି ଆମେ ତାହା କରିଥାଉ ଓ ଅକ୍ଷରେ ଅକ୍ଷରେ ତାଙ୍କର କଥା କୁ ପାଳନ କରିଥାଉ | ତେବେ ଆଜି ଏହିଭଳି ଭାବରେ ଭିଡିଓ ଟି ଭାଇରାଲ ହେବା ପରେ ସତରେ ଯେପରି ପିଲା ଦିନର ସେହି ଅଭୁଲା ସ୍ମୃତି କଥା ମନେ ପଡି ଯାଉଛି |

ତେବେ କୁହାଯାଏ ଜୀବନରେ ସବୁଠାରୁ ଖୁସି ଆଉ ମଜା ମିଳିଥାଏ ସ୍କୁଲ ଲାଇଫ ରେ, ଆଉ ଛୋଟ ବେଳର କଥା ଯେତେ ମନେ ପଡେ ସେତେ ଆମକୁ ଖୁସି ଲାଗେ | ଯାହା ଏହି କୁନି ପିଲା ଟିର ପାଠ ଡ଼ାକିବା କୁ ଦେଖିକି ଜାଣି ହେଉଛି | ତେବେ ଛୋଟ ପିଲା ଟିର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment