New Twist – ବଡ଼ ବଡ଼ିଆଙ୍କ କାଳ ପେଟ ତଳର ଭୋକ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଗତ କିଛି ଦିନ ହେବ ସଭିଙ୍କ ପାଟିରେ ଗୋଟାଏ ନାଁ | ଆଉ ସେ ହେଉଛି ଅର୍ଚ୍ଚନା ନାଗ | ତେବେ ତାହା କୌଣସି ଭଲ କାମ କରିିଥିବା ହେତୁ ନୁହେଁ, ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ପୁଲିସ ହେପାଜତରେ ଥିବା ଏହି ଯୁବତୀଙ୍କୁ ଆପଣ ଜାଣନ୍ତି ହେଲେ ସେ କେମିତି ହନିଟ୍ରାପରେ ବଡବଡିଆଙ୍କୁ ଫସାଉଥିଲ, ତାର ପ୍ରମାଣ ଏବେ ମିଳିସାରିଛି | ତେବେ ସୂଚନା ଅନୁଯାୟୀ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ଠୁ ଆରମ୍ଭ କରି ବିଭିନ୍ନ ରାଜନେତା ମାନଙ୍କୁ ଅର୍ଚ୍ଚନା ନାଗ ତାଙ୍କ ନାଗ ଜାଲ ରେ ଫୋଶାଇ ବ୍ଲାକମେଲ କିରିବା ଆରମ୍ଭ କରିଥିଲେ ଅର୍ଚ୍ଚନା | ତେବେ ମିଳିଥିବା ସୂଚନା କିଭଳି ଅକ୍ଷୟ ପରିଜାଙ୍କୁ ଓ ବିଭିନ୍ନ ରାଜନେତା ଙ୍କୁ ହନିଟ୍ରାପରେ ଫୋସାଇବା ପରେ ବ୍ଲାକମେଲ୍ କରି ତାଙ୍କ ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର କରିଥିଲା ଅର୍ଚ୍ଚନା ନାଗ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଭିଡିଓ ଓ ମେସେଞ୍ଜର ଚାଟ୍ ଲୋକଲୋଚନକୁ ଆସିବା ପରେ ଉକ୍ତ ଭିଡିଓରେ ବ୍ଲାକମେଲ ପରେ ଅର୍ଚ୍ଚନା ହୋଟେଲରେ କିପରି ଡିଲ୍ କରୁଥିଲେ ତାହା ରହିଥିବା କୁହାଯାଉଛି | ତେବେ ମିଳିଥିବା ସୂଚନା ଅନୁଯାୟୀ ବଡ଼ ବ୍ୟବସାୟୀର ପରିଚୟ ଦେଇ ଧନୀ ଓ ପ୍ରତିପତ୍ତିଶାଳୀଙ୍କୁ ଟଙ୍କା ମାଗୁଥିଲେ | ଧୀରେ ଧୀରେ ସେମାନଙ୍କ ସହିତ ସମ୍ପର୍କ ବଢ଼ାଉଥିଲେ ଓ ତାପରେ ସୁଯୋଗ ଦେଖି ସେମାନଙ୍କୁ ଘରକୁ ଡାକୁଥିଲେ ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ |

ଆଉ ଯଦି ଧନୀ ବ୍ୟକ୍ତିଜଣଙ୍କ ଅର୍ଚ୍ଚନାଙ୍କ ମାୟାଜାଲରେ ପଡ଼ି ଥରେ ଚାଲିଆସୁଥିଲେ ତାହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡ଼ୁଥିଲା ବୋଲି କୁହାଯାଇଛି | ଏହା ସହିତ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭିତ କରୁଥିଲେ ଆଉ ଏଥିପାଇଁ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରୁଥିଲେ ଆଉ ସମ୍ପର୍କ ବଢ଼ିଯିବା ପରେ ସେମାନଙ୍କ ଅନ୍ତରଂଗ ମୁହୁର୍ତର ଫଟୋ ଓ ଭିଡିଓ ସୁଟିଂ କରି ନେଉଥିଲେ ଅର୍ଚ୍ଚନା ଓ ପରବର୍ତ୍ତୀ ସମୟରେ ସେହି ଭିଡିଓ ଓ ଫଟୋକୁ ଦେଖାଇ ଆରମ୍ଭ କରୁଥିଲେ ବ୍ଲାକମେଲିଂ |

ହଁ ଦର୍ଶକ ବନ୍ଧୁ କୁହାଯାଏ ଯେ ପେଟ ର ଭୋକ ଲୋକଙ୍କୁ ବଞ୍ଚିବା ର ରାସ୍ତା ଦେଖାଏ ହେଲେ ଅତ୍ୟଧିକ ଭୁକ ମଣିଷ କୁ ବର୍ବାଦ କରିଦିଏ | ଠିକ ସେହିପରି କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା ତାହା ଆପଣ ମାନେ ଜାଣିଲେ ତୋ | ତାହାଲେ ଦର୍ଶକ ବନ୍ଧୁ ଏହା ସେହି ଘଟଣା ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି |ତାହା ବ୍ୟତୀତ ଗୋଟିଏ ପରେ ଗୋଟିଏ ଅର୍ଚନା ନାଗ ଙ୍କର ସତ୍ୟ ର ପରଦା ଫାସ ହେବାକୁ ଲାଗିଛି ଓ ସତ ସାମ୍ନାକୁ ଆସୁଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment