ହଠାତ ଦଲାଲ ବେଶରେ ପୁଲିସ… ତା’ ପରେ…. ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଭାଇରାଲ ହେବାରେ ଲାଗିଛି ଯାହା ଆମ ସମାଜରେ ଚାଲିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଗରିବ ପରିବାର ରୁ ଅର୍ଥାତ ଗାଁ ଗହଳିର ଲୋକ ମାନଙ୍କୁ ନିଜର କଥା ର ଯାଦୁ ରେ ଫୋସାଇବା ପାଇଁ ଅଛନ୍ତି କେତେକ ଦଲାଲ ମାନେ | ଆଉ ସେମାନେ ଲୋକ ମାନଙ୍କୁ ସାହାଯ୍ୟ କରିବବ ବୋଲି କହିବା ନାଁ ରେ ଲୋକ ମାନଙ୍କୁ ଥକି ବାକୁ ଲାଗିଛନ୍ତି |ଆଉ ଯେଉଁଠାରେ ହସ୍ପିଟାଲ ରେ ବିନା ମୂଲ୍ୟରେ ସାହାଯ୍ୟ ଆଉ ସହଯୋଗ ପାଇଥାନ୍ତେ ସେଇଠି ସେମାନଙ୍କୁ ପଇସା ଦେଇକି ସେ ସମସ୍ତ ସେବା କୁ ଗ୍ରହଣ କରିବାକୁ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲ ରେ | ଆଉ ଯେଉଁଠି ଏମ କେ ସି ଜି ବଡ଼ ମେଡିକାଲ ବ୍ରହ୍ମପୁର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା| ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି କେଉଁଭଳି ଭାବରେ ଆଜି କାଲି ଗରିବ ଲୋକ ମାନଙ୍କୁ ଲୁଟିବାକୁ ଲାଗିଛନ୍ତି ଦଲାଲ ମାନେ | ତେବେ ହସ୍ପିଟାଲ କୁ ଆସୁଥିବା ଗରିବ ଲୋକ ମାନଙ୍କ ପଛରେ ପଡି ଯାଉଥିଲେ ସେହି ଦଲାଲ ମାନେ | ଆଉ ଯେଉଁଠି ସେମାନେ ଲୋକ ମାନଙ୍କ ର ପଛରେ ପଡୁଛନ୍ତି ଓ ସେମାନଙ୍କୁ ମାଗଣା ସେବା ନ ଯୋଗାଇ ଅନ୍ୟ ସ୍ଥାନରେ ଦେଖାଇଲେ ଭଲ ହେବ ବୋଲି କହିକି ନେଇ ଯାଉଛନ୍ତି |

ଆଉ ସେଠାରେ ଏକ୍ସରେ, ରେଡିଓ ଥୋରାପି ଏମିତି ବିଭିନ୍ନ ପ୍ରକାରର ଜିନିଷ ଖର୍ଚ୍ଚ କରିକି କରିବା ପାଇଁ ପ୍ରବର୍ତ୍ତାଉଛନ୍ତି, ଆଉ ଗରିବ ଲୋକ ମାନେ ମଧ୍ୟ ସେମାନଙ୍କର ଚାଲାକି କୁ ବୁଝିପାରୁନାହାନ୍ତି | ଆଉ ଶେଷରେ ସେମାନଙ୍କର କଥାରେ ଫୋସି ବିଭିନ୍ନ ପ୍ରକାରର କଥା କହି ଟଙ୍କା ଲୁଟିବାରେ ଲାଗି ପଡିଛନ୍ତି | ଆଉ ଏହି ସବୁ କଥା ବ୍ରହ୍ମପୁର ପୋଲିସ ଜାଣିବା ପରେ ତାହାର ତଦନ୍ତ କାରୀ ଦଳ , ଅର୍ଥାତ 10 ଜଣିଆ ଟିମ କୁ ପଠାଇଥିଲା | ଆଉ ଯାହା ଜଣା ପଡିଛି କି ହସ୍ପିଟାଲ ଭିତରେ ଥିବା 7 ଜଣ ଦଲାଲ କୁ କାବୁ କରିଛି ପୋଲିସ |

ତେବେ ଯାହା କୁହାଯାଉଛି କି ପୋଲିସ ବାଭ ମାନେ ରୋଗୀର ସମ୍ପର୍କୀୟ ବୋଲି କହି ରହି ପାଖରେ କିଏ ଅଛି କି ନାହିଁ ଓ ଦଲାଲ ଗିରି କରୁଛି କୁ ନାହିଁ ଦେଖିଥିଲେ ଆଉ ସେମାନଙ୍କୁ ଗିରଫ ମଧ୍ୟ କରିଥିବାର ଦେଖିବାକୁ ମିଳୁଛି | ତେବେ ଖାଲି ବ୍ରହ୍ମପୁର ନୁହଁ କଟକ ବଡ଼ ମେଡିକାଲ ରେ ମଧ୍ୟ ଏହିଭଳି ହେଉଛି ବୋଲି କୁହାଯାଉଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment