ବନ୍ଧୁଗଣ ଯୁଆଡେ ଯିବ ସେହି ଗୋଟିଏ କଥା ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ତାହା ହେଉଛି ସୁନ୍ଦରୀ ଅର୍ଚ୍ଚନା ଙ୍କର କଳା ଆଉ କାରନାମା | ଆଉ ଯେଉଁଠି ନିଜର ମାୟା ଜାଲରେ ଫୋସାଉଥିଲେ ସମସ୍ତଙ୍କୁ | ଆଉ ନିଜର ରୂପ ର ଯାଦୁ ରେ ଫସେଇ ସମସ୍ତଙ୍କୁ ବାଇଆ କରୁଥିଲେ ଲେଡି ବ୍ଲାକ ମେଲର ଜଣଙ୍କ | ଆଉ ଯାହା ଜଣା ପଡିଥିଲା କି ତାଙ୍କର ଏହି ସବୁ ଗୁଣ ଷଷ୍ଠ ଶ୍ରେଣୀ ପାଖରୁ ଥିଲା, ଆଉ ଯାହା ଜଣା ପଡିଛି କି ଷଷ୍ଠ ଶ୍ରେଣୀ ରେ ପଢ଼ୁଥିବା ସମୟରେ ତାଙ୍କୁ ନେଇକି ଏକ ଅଭିଯୋଗ ମଧ୍ୟ ଦିଆ ଯାଇଥିଲା ଜେଲ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ଅର୍ଚ୍ଚନା ନାଗ ଙ୍କ ନାଁ ରେ ଆଉ ଏକ ଗୁମର ସାମ୍ନା କୁ ଆସୁଛି | ତେବେ ଘାଟଣା ଟି ହେଉଛି 2006-2007 ମସିହାର କଥା ଆଉ ଯେତେବେଳେ ଅର୍ଚନା ଥିଲେ ଶାବନି , ଆଉ ଷଷ୍ଠ ଶ୍ରେଣୀରେ ପଢୁଥିଲେ ଅର୍ଚନା | ଆଉ ଯାହା ଜଣା ପଡିଛି କି ସେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଯୁବକ ଙ୍କ ଣା ରେ ବଳାତ୍କାର ର ଅଭିଯୋଗ ଆଣିଥିଲେ | ଆଉ ଯେଉଁଥିପାଇଁ କେସିଙ୍ଗା ରେ ଥିବା ଅର୍ଚନା ଙ୍କ ମା ଙ୍କ ପାଖକୁ ଚାଲି ଯାଇଥିଲେ ସୁନ୍ଦରୀ ଅର୍ଚନା | ଆଉ ସେଠାରେ ଷଷ୍ଠ ରୁ ଆରମ୍ଭ କରିକି ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ସେଠାରେ ମା ଙ୍କ ପାଖରେ ରହିକି | କାରଣ ତାଙ୍କର ମା ଥିଲେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ, ଆଉ ତାଙ୍କୁ ସେଠାକୁ ବଦଳି କରା ଯାଇଥିଲା |
ତେବେ ଯେତେବେଳେ ଦଶମ ପାସ କରିଲେ ଅର୍ଚନା ର ଇଛା ଆଉ ମା ଙ୍କର ଇଚ୍ଛା ମିଶି ନ ଥିଲା | ଆଉ ଯେଉଁଥିପାଇଁ ଅର୍ଚନା ଘର ଛାଡ଼ି ଭୁବନେଶ୍ୱର ପଳେଇ ଯାଇଥିଲେ ଆଉ ସେଠାରେ ଗୋଟିଏ ପାର୍ଲର ରେ ରହି କାମ କରୁଥିବା ବେଳେ ସେହି ପାର୍ଲର କୁ ବହୁତ ଧନୀ ଓ ସମ୍ଭ୍ରାନ୍ତ ଘରର ଝିଅ ବୋହୁ ମାନେ ଆସୁଥିଲେ | ଆଉ ସେତେବେଳେ ଅର୍ଚନା ଶାବନି ଥିବାରୁ ସେହି ମାନଙ୍କ ଭଳିଆ ଗୋରା ହୋଇ ସେହି ମାନଙ୍କ ଭଳିଆ ଜୀବନ ବିତାଇବାକୁ ଚେଷ୍ଟା କରିଥିଲେ ଅର୍ଚନା |
ଆଉ ଯେଉଁଥିପାଇଁ ଲେଜର ଚିକିତ୍ସା କରିକି ଗୋରା ହେବା ପରେ ରାଜଧାନୀ ରେ ଲୋକ ମାନଙ୍କୁ ଧନୀ ଓ ରାଜ ନେତା ମାନଙ୍କୁ ଫୋସେଇକି ସେମାନଙ୍କ ଫସେଇ ସେକ୍ସ କାମ କରୁଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇ କରିବାକୁ ଲାଗିଥିଲେ ବ୍ଲାକ ମେଲିଙ୍ଗ | ଆଉ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଥିଲେ |ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।