ଧନତେରସ ( Dhanteras ) ଦିନ ଗାଇକୁ ପିଏଇଦିଅନ୍ତି ଏହି ଗୋଟିଏ ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର – Vastu Shastra

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।ତେବେ ଆସନ୍ତା ୨୫ ତାରିଖ ହେଉଛି ପବିତ୍ର କାଳୀ ପୂଜା, ତେବେ ଏହି ପୂଜା ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ତେବେ କଣ ଆପଣ ଜାଣିଛନ୍ତି କି ଏହି କାଳୀ ପୂଜା ରେ ଆପଣ ନିଜ ଭାଗ୍ୟ ର ପରିବର୍ତ୍ତନ କରି ପାରିବେ ବୋଲି।

ଆଜ୍ଞା ହଁ ଆପଣ ଏହି ଧନତେରସ୍ ବା ଦୀପାବଳି ରେ ନିଜ ଭାଗ୍ୟ ର ପରିବର୍ତ୍ତନ କରି ପାରିବେ କେବଳ ଏହି ଗୋଟିଏ କାର୍ଯ୍ୟ କରିବା ଦ୍ୱାରା ।ତେବେ ଏହି ଦୀପାବଳି ରେ ଆପଣ ଯଦି ଗାଈ କୁ ଏହି ସବୁ ଖାଇବା ଦିଅନ୍ତି ତେବେ ଆପଣ ଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ରହିବ ଏବଂ ଆପଣ ଙ୍କୁ କେବେ ବି ଧନ ସମ୍ପତ୍ତି ର ଅଭାବ ହେବ ନାହିଁ କିମ୍ବା ଆପଣ ଙ୍କ ର ଦେହ ରେ କିଛି ବି ରୋଗ ଆସିବ ନାହିଁ। ତେବେ ଆପଣ ମାନେ ଜାଣିଛନ୍ତି କି ଆମେ ଗାଈ କୁ ନିଜ ମା ସମାନ ଭାବିଥାଉ।

ତେବେ ଗାଈ ର ମୂତ୍ର ଓ ଗୋଧୂଳି ମଧ୍ୟ ଆପଣ ପାଇଁ ବହୁତ ଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଗୋଧୂଳି କୁ ମୁଣ୍ଡ ରେ ଲଗାଇବା ଦ୍ୱାରା ଆପଣ ଙ୍କ ର ସବୁକିଛି ଶୁଭ ହୋଇଥାଏ , ସମସ୍ତ ରାହୁ ଓ କେତୁ ଦଶା ମଧ୍ୟ ଶେଷ ହୋଇଯାଏ। ସେହିପରି ଗୋମୁତ୍ର ଘରେ ସିଞ୍ଚନ କଲେ ଘର ଉପରେ କୌଣସି ଖରାପ ଶକ୍ତି ର ପ୍ରଭାବ ପଡେ ନାହିଁ। ତେବେ ଏବେ ଆସନ୍ତୁ ଜାଣିବା ଧନତେରସ୍ ବା ଦୀପାବଳି ଦିନ ଆପଣ ଗାଈ କୁ କଣ ଖାଇବା କୁ ଦେଲେ ଆପଣ ଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ ବୋଲି।

୧.ରୁଟି ଓ ଚାଉଳ:-

ବନ୍ଧୁଗଣ ଦୀପାବଳି ଦିନ ଆପଣ ଘରେ ମାତା ଲକ୍ଷ୍ମୀ ଙ୍କ ପୂଜା କରି ସାରିବା ପରେ ଗାଈ କୁ ରୁଟି ତା ସଙ୍ଗେ ରେ ଚାଉଳ ମିଶାଇ ଖାଇବା କୁ ଦିଅନ୍ତୁ ।ଏହା ଦ୍ୱାରା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି।

୨.୩ ମୁଠା ଗୋହମ ଓ ଜୋ :-

ଧନତେରସ୍ୱ ଦିନ ଗାଈ କୁ ନିଶ୍ଚିତ ଭାବରେ ତିନି ମୁଠା ଗହମ କିମ୍ବା ଜୋ ଖାଇବା ପାଇଁ ଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ କେବେ ବି ଅଭାବ କିମ୍ବା ଅଶାନ୍ତି ହୁଏ ନାହିଁ।

୩.ଚିନି ପାଣି:-

ପବିତ୍ର ଦୀପାବଳି ରେ ଗାଈ କୁ ବାଲ୍ଟିଏ ପାଣି ରେ କିଛି ଚୀନୀ ମିଶାଇ ତାହାକୁ ସେବନ କରିବା ପାଇଁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣ ଙ୍କ ଉପରେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

୪.ମହୁ:-

ଧନତେରସ୍ୱ ବା ଦୀପାବଳି ରେ ଗାଈ ଙ୍କୁ ମହୁ ସେବନ କରାଇବା ଶାସ୍ତ୍ର ଅନୁସାରେ ବହୁତ ପୂଣ୍ୟ କାମ ହୋଇଥାଏ। ତେବେ ଆପଣ ନିଶ୍ଚିତ ଭାବରେ ଦୀପାବଳି ରେ ଗାଈ କୁ ମହୁ ଖାଇବା ପାଇଁ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment