ହଁ ବନ୍ଧୁଗଣ ଆମେ ଜାଣିଛୁ କି ମଣିଷର ବୁଦ୍ଧି ଆଉ ବିବେକ ମଣିଷ କୁ ସବୁ ଅସୁବିଧା ଠାରୁ ଦୁରେଇ ଦେଇ ପାରେ | ଆଉ ତାହା ବ୍ୟତୀତ କୁହାଯାଏ କି ମଣିଷ ଯେତେ ଧନୀ ହେଉ ନା କାହିଁକି ଯଦି ତାହା ପାଖରେ ବୁଦ୍ଧି ଣ ଥିବ ତାହେଲେ ସବୁଥିରେ ସେ ପରାଜୟ ଶିକାର କରିଥାଏ ବୋଲି କୁହାଯାଏ | ଆଉ ବ୍ୟତୀତ ଜୀବନର ସଂଘର୍ଷ ରେ ମଧ୍ୟ ସେ ହାରି ଯାଇଥାଏ | ତେବେ ଏହି କଥା ଟିକୁ ବହୁତ ସୁନ୍ଦର ଭାବରେ ବୁଝାଇ କହିଛନ୍ତି ଜିତୁ ଦାସ ତାଙ୍କର ଅମୃତ ବାଣୀ ମାଧ୍ୟମରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କଣ ସବୁ କହିଛନ୍ତି ସେ ଏହି ବୁଦ୍ଧି ବିଷୟରେ ଆସନ୍ତୁ ଜାଣିବା |
ତେବେ ଆମେ ଜାଣିଛୁ କି ପ୍ରତେକ ମଣିଷ ଙ୍କ ପାଖରେ କିଛି ନା କିଛି ଗୁଣ ରହିଛି | ଆଉ ସେହି ଗୁଣ ମଣିଷ କୁ ବିଭିନ୍ନ କାର୍ଯ୍ୟ ରେ ସାହାଯ୍ୟ କରୁଥାଏ | ତେବେ କୁହାଯାଏ କି ଯଦି ଆପଣଙ୍କ ପାଖରେ ଧନ ଆଉ ରତ୍ନ ଅଛି ତାହେଲେ ଆପଣ ସବୁ କିଣି ପାରିବେ କିନ୍ତୁ ଯଦି ବୁଦ୍ଧି ନାହିଁ ତାହେଲେ ସେ ଧନ ବି ଆପଣଙ୍କ ପାଖରେ ବେଶୀ ଦିନ ରହିବ ନାହିଁ | ଆଉ ସେଥିପାଇଁ ତ କୁହାଯାଏ କି ଯାହା ପାଖରେ ବୁଦ୍ଧି ନାହିଁ ସେ କେବେବି ଉନ୍ନତି କରି ପାରିବ ନାହିଁ | ସବୁ କାର୍ଯ୍ୟରେ ହାର ମାନିଥାଏ ଓ ଅସଫଳତା ତାର ଜୀବନରେ ଲାଗିକି ରହିଥାଏ ବୋଲି କୁହାଯାଇଛି |
ତେବେ ସେ ସାନ ହେଉ ବା ବଡ଼ ଯଦି ଆପଣଙ୍କ ପାଖରେ ବୁଦ୍ଧି ରହିଥିବ ତାହେଲେ ଆପଣ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସହଜରେ ସାଧ୍ୟ କରି ପାରିବେ | ଆଉ ଯଦି ତାହା ଆପଣଙ୍କ ପାଖରେ ନାହିଁ ତାହେଲେ ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ଉନ୍ନତି ହୋଇ ପାରିବ ନାହିଁ | ସେଥିପାଇଁ ତ ସମସ୍ତେ ବୁଦ୍ଧିମାନ ଲୋକ ମାନଙ୍କ ଆଗରେ ମଥା ନତ କରୁଥାନ୍ତି | ଆଉ ଯେଉଁ କଥାକୁ ବୁଝାଇବାକୁ ଯାଇ ସୁନ୍ଦର ଗଳ୍ପ ମାଧ୍ୟମରେ ପ୍ରକାଶ କରିଛନ୍ତି ଆଉ କହିଛନ୍ତି କି କେଉଁ ଭଳି ଭାବରେ ଛୋଟ ଛୁଆଁ ଟି ତାର ବୁଦ୍ଧି ଖଟାଇ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ପାରେ |
ତେବେ ଆଜି କାଲି ପିଲା ମାନେ ନିଜର ବୁଦ୍ଧି କୁ ଖଟାଇବା ପାଇଁ ପସନ୍ଦ କରୁ ନହନ୍ତି | ଆଉ ସବୁବେଳେ ମୋବାଇଲ ଆଉ ଇଣ୍ଟରନେଟ ଉପରେ ନିର୍ଭର କରୁଛନ୍ତି | ଆଉ ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ପିଲା ମାନଙ୍କ ପାଖରେ | କୌଣସି ପରିସ୍ଥିତି କୁ ସାମ୍ନା କରିବା ପାଇଁ ସେମାନଙ୍କ ପାଖକୁ ହଠାତ କିଛି ବୁଦ୍ଧି ଆସୁନାହିଁ ବୋଲି କୁହାଯାଇଛି | ତେବେ ବୁଦ୍ଧି ମଣିଷ ପାଇଁ ଗୋଟିଏ ନିହାତି ଦରକାରୀ ଜିନିଷ ଯାହା ମଣିଷ ପାଖରେ ନ ରହିଲେ ମଣିଷ୍ୟ ସବୁଥିରେ ହାର ମାନେ ବୋଲି ଜଣା ପଡିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।