ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମଧ୍ୟ ପ୍ରେମ ପ୍ରତି ଥିବା ଭରସା ଉଠିଯିବ | ଆଉ ପ୍ରେମ କରିବା ଆଗରୁ 100 ଥର ଭାବିବାକୁ ଲାଗିବେ ଆପଣ ମାନେ | ତେବେ କୁହାଯାଏ ପ୍ରେମ ଗୋଟିଏ ଏଭଳି ଜିନିଷ ଯାହାକୁ ଥରେ ହେଇଯାଏ ସିଏ ସେହି ପ୍ରେମ ରୁ ବାହାରିବ ତା ପାଇଁ କଷ୍ଟ ହୋଇଯାଏ | ଆଉ ଜୀବନକୁ ବାଜିରେ ଲଗାଇ ଦେବାକୁ ଲ ମଧ୍ୟ ପଛାଇ ନ ଥାଆନ୍ତି ପ୍ରେମୀ ଯୁଗଳ ମାନେ | ଆଉ ଏଠାରେ ଠିକ ସେହିଭଳି ଏକ ଘଟଣା ତି ଦେଖୁବାକୁ ମିଳିଛି | ଆଉ ଯେଉଁଠି ପ୍ରେମିକା ଜଣକ ପ୍ରେମିକ କୁ ବିଷ ଦେଇ ମାରି ଦେବାକୁ ଚେଷ୍ଟା କରିଥିବାର ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି କେରଳ ର ଥିରୁଅନାନାତାପୁରମ ରେ | ଆଉ ଯେଉଁଠି ଏକ ଅଭାବନିୟ ଘଟଣା ଟେ ଦେଖିବାକୁ ମିଳିଥିଲା ଆଉ କେଉଁଠି 23 ବର୍ଷୀୟ ଶରତ ରାଜ ଙ୍କୁ ଭଲ ପାଉଥିଲେ 22 ବର୍ଷୀୟା କ୍ରିଷ୍ମା | ଆଉ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବେଶ ଭଲ ଭାବରେ ଚାଲିଥିଲା ଆଉ ଦୁଇଜଣ ଲିଭିଙ୍ଗ ରିଲେସନ ସିପ ରେ ମଧ୍ୟ ରହୁଥିବାର ଜଣା ପଡିଥିଲା | ଆଉ ସେ ସେଭଳି ଅବସ୍ଥା ରେ ଯେତେବେଳେ କ୍ରିଷ୍ମା ଙ୍କ ବିବାହ ଠିକ ହୋଇଯାଇଥିଲା ସେତେବେଳେ ଫେବୃଆରୀ ରେ ତାଙ୍କ ସହିତ ବ୍ରେକପ ହୋଇଯାଇଥିଲା |
ଆଉ ଯାହା ଜଣା ପଡିଥିଲା କି ବ୍ରେକପ ହେବା ପରେ କ୍ରିଷ୍ମା ଭୁଲି ଯାଇଥିଲେ ଶରତ ଙ୍କୁ କିନ୍ତୁ ଶରତ ଭୁଲି ପାରି ନ ଥିଲେ କ୍ରିଷ୍ମା ଙ୍କୁ | ଆଉ ଯାହା ଫଳରେ ଅକ୍ଟୋବର 14 ରେ ତାଙ୍କୁ ଘରକୁ ଡାକିଯିବେ ସରଜ ଙ୍କୁ କ୍ରିଷ୍ମା ଆଉ ଜୁସ ରେ ମଧ୍ୟ ତାଙ୍କୁ ବିଷ ପିଆଇ ମାରି ଦେବାକୁ ଚେଷ୍ଟା କରିଥିଲେ | ଆଉ ଜୁସ ଖାଇବା ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲ କୁ ନିଆଯାଇଥିଲା | ଆଉ ସେଠାରେ 10 ଦିନ ଧରିକି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ମଧ୍ୟ କ୍ରିଷ୍ମା ଯାଇ ନ ଥିଲେ ତାଙ୍କ ପାଖକୁ |
ତେବେ ଶରତ ଙ୍କ ଘର ଲୋକ କ୍ରିଷ୍ମା ଙ୍କ ନାଁ ରେ ଅଭିଯୋଗ କରିବା ପରେ ମଧ୍ୟ ଶରତ ପ୍ରେମିକା ଙ୍କ ନାଁ ନେଇ ନ ଥିଲେ | ଆଉ ଯେଉଁଥିପାଇଁ ଶେଷରେ ଅକ୍ଟୋବର 20 ରେ ତାଙ୍କର ମୃତ୍ୟୁ ଘଟିଥିଲା | ଆଉ ତାଙ୍କର ମୃତ୍ୟୁ ପରେ ପୋଲିସ ପ୍ରେମିକା ଙ୍କୁ ଥାନା କୁ ନେଇକି ପଚାରି ବାରୁ ସବୁ ସତ କହିଥିଲେ | ଆଉ ତାହା ପରେ ଥାନା ରେ ଟଏଲେଟ କୁ ଯାଇକି ସେ ଫିନାଇଲ ପିଇ ମାରିବା ପାଇଁ ଚେଷ୍ଟା କରିଥିଲେ, ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ଖାନା ନେବାରୁ ସେ ଏବେ ଠିକ ଅଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।