Exclusive : ସେ ଏତେ ବେହିଆଣି ..ଯଦି ଚାରି ଚାରି ଜଣଙ୍କୁ ପୋଷି ପାରିବୁ ..ଛୋଟ ଛୋଟ ଡ୍ରେସ ପିନ୍ଧି ହଲେଇ ହେଉଛୁ କାହିଁକି… ଏନେଇ କଣ କହୁଛନ୍ତି ଏହି ଯୁବତୀ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏପରି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣମାନେ ଜାଣିପାରିବେ କି ଲୋକ ମାନଙ୍କର କଣ ପ୍ରତିକ୍ରିୟା ରହିଛି ଘଟିଥିବା ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କ ଘଟଣା କୁ ନେଇକି |ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତ ଦେବାକୁ ଲାଗିଛନ୍ତି ସେ ମାନଙ୍କ ସମ୍ପର୍କ କୁ ନେଇକି ଆଉ ନିନ୍ଦା ମଧ୍ୟ କରୁଛନ୍ତି |ଆଉ ଯାହା ସାରି ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଗୋଟିଏ ବହୁତ ବଡ଼ ଦୁଃଖର କଥା କି ଏତେ ବଡ଼ ବଡ଼ ଷ୍ଟାର ହେଉକି ଏମିତି କାମ କରୁଛନ୍ତି | ଆଉ ଯାହାକୁ ନେଇକି ଲୋକ ମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି | ଆଉ କେହି କେହି ତୋ ପ୍ରକୃତି ମିଶ୍ର ଆଉ ବାବୁସାନ ଙ୍କୁ ଗାଳି ଗୁଳଜ ବି କରୁଛନ୍ତି |ତେବେ ଯାତ୍ରା ଅଭିନେତ୍ରୀ ଜଣଙ୍କ ଏହି ଘଟଣା କୁ ନେଇକି କଣ କହିଛନ୍ତି ଆସନ୍ତୁ ସେ ବିଷୟରେ ଟିକିଏ ନଜର ପକାଇବା |

ତେବେ ପ୍ରକୃତି ଆଉ ବାବୁସାନ ଙ୍କୁ ନେଇକି ଲୋକ ମାନଙ୍କର ପ୍ରତିକ୍ରିୟା ବେଳକୁ ବେଳ ଜୋରଦାର ହେବାରେ ଲାଗିଛି | ତେବେ ସେମାନଙ୍କର ସମ୍ପର୍କ କୁ ନେଇକି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଜଗତର ଜଣେ ଅଭିନେତ୍ରୀ ରାଗିଣୀ | ସେ କହିଛନ୍ତି କି ଆମେ ବି କଳାକାର କଳା ଦୁନିଆକୁ ଭଲ ପାଉ | ଆଉ ଏହି ଅଭିନୟ କରିକି ଆମେ ବଞ୍ଚିଛି କିନ୍ତୁ ଜଣେ କଳାକାର ହେଇକି ଏଭଳି ଗୋଟିଏ କଥା ଦେଖିକି ବହୁତ ଖରାପ ଲାଗୁଛି ||ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଯାତ୍ରା ଦୁନିଆରେ କାମ କରୁଛନ୍ତି ଆଉ ତାଙ୍କର ମଧ୍ୟ ପରିବାର ଅଛି |

ଆଉ ଏହିଭଳି କଳାକାର ମାନଙ୍କୁ ନେଇକି ଯଦି ପାରିବାରିକ ସମସ୍ୟା ଦେଖା ଦେବ ତାହେଲେ,କଳାକାର ମାନେ ଆଉ କଣ କରିବେ | ତାହା ଛଡା ଗୋଟିଏ କଥା ମଧ୍ୟ ପ୍ରକୃତି ମିଶ୍ର ଙ୍କୁ କହିଛନ୍ତି କି ଆମେ ବି ଛୋଟ ଛୋଟ ଡ୍ରେସ ପିନ୍ଧୁଛୁ ଏକ୍ଟିଙ୍ଗ କରୁଛୁ କିନ୍ତୁ ଆମେ କାହାର ଘର ଭାଙ୍ଗିନୁ | ତୃପ୍ତି ତ କେବଳ ବିଚ ରାସ୍ତାରେ ବଢ଼େଇଛନ୍ତି ମୁଁ ହେଇଥିଲେ ଚପଲ ରେ ସେକି ଦେଇଥାନ୍ତି ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଅଭିନେତ୍ରୀ ରାଗିଣୀ |ଆଉ ସେ ପ୍ରକୃତିଙ୍କୁ ଗାଳିଗୁଳଜ ବି କରିଛନ୍ତି |

ତେବେ ତାଙ୍କର କହିବା କଥା କି ପ୍ରକୃତି କହୁଛନ୍ତି କି ତାଙ୍କ ପରି ଚାରି ଚାରି ଜଣଙ୍କୁ ସେ ସମ୍ଭାଳି ନେବେ | ତେବେ ତାଙ୍କୁ ଏହି କଥା କହିବାକୁ ଲାଜ ଲାଗୁନି, ଯଦି ସେ ସମ୍ଭାଳି ନେବେ ତୋ କାହିଁକି ଗୋଟିଏ ବିବାହିତ ପୁଅ ପଛରେ ପଡିଛନ୍ତି ତାଙ୍କର ସ୍ତ୍ରୀ, ପିଲାଛୁଆ ଅଛନ୍ତି | ତେବେ ଏଭଳି କିଛି ସେସିଆଲ ମିଡ଼ିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଜଗତର ଅଭିନେତ୍ରୀ ରାଗିଣୀ | ଯାହା ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment