ସେ ଝିଅ ଏନିଟାଇମ୍ ମୋବାଇଲ ଚାଟିଂ କରୁଥିଲା, ଫାଙ୍କା ରୁମ୍ ଦେଖି ସେ ପଶି ଯାଉଥିଲେ… କଣ କହୁଛନ୍ତି ବର ର ଭଉଣୀ… ଦେଖନ୍ତୁ Video

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯାହା ଦେଖିବା ପରେ ସମସ୍ତେ ଚମକି ପଡି ଥାଆନ୍ତି। ଏଠାରେ ନିକଟରେ ଘଟି ଯାଇଥିବା ବର ଓ କନ୍ୟା ର ଭାଇରଲ ହୋଇଛି। ଆଉ ତାଙ୍କୁ ଏଠି ଜଣେ ମହିଳା କଲ ଗାର୍ଲ ବୋଲି କହିଛନ୍ତି ଯାହା ଆପଣ ମାନେ ଏଠାରେ ମଧ୍ୟ ଦେଖିବେ। ଏହିଠାରେ ଏକ ଘଟଣା ନଜରକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଜୋର ରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଟି ନିକଟରେ ଘଟି ଯାଇଥିଲା ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଏହି ଘଟଣା ଟି ଦୁଇ ପରିବାର ମଧ୍ୟରେ ଯାହା ସବୁ ଦେଖା ଦେଇଛି। ଏଠାରେ ବର ଓ କନ୍ୟା ଦୁଇ ପରିବାର ସହମତି ରେ ବିବାହ ହେବା ପରେ ଯାହା ସବୁ ଘଟିଗଲା ତାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଚର୍ଚ୍ଚା। ବର ଓ କନ୍ୟା ଦୁହିଁଙ୍କ ର ବାହାଘର ର କିଛି ସମୟ ପରେ ବିବାଦ ଉପୁଜି ଥିଲା ଯାହା ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି। ଏହି ଘଟଣା ଟି ନିକଟରେ ଘଟି ଯାଇଥିବାର ଦୃଶ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ। ବାହାଘର ଦିନ ରାତି ଶୋଇବା ପରେ ଅଧ ରାତିରେ ଉଠି ପ୍ରେମିକ ସହିତ ଚାଲିଛି ପ୍ରେମ ଏବଂ ଯାହା ସବୁ ଦେଖି ଦେଇଥିଲା ନବ ବିବାହିତ ସ୍ୱାମୀ।

ଆଉ ଏହାକୁ ବିରୋଧ କରିବାରୁ ସେ ତାଙ୍କ ବହୁତ ବୁଝାଇଥିଲେ ଏବଂ ନିଜ ସମ୍ପର୍କୀୟ ଲୋକ ବୋଲି ମଧ୍ୟ କହି ଦେଇଥିଲା ଯାହା ଶୁଣିବାକୁ ମିଳିଛି।ଆଉ ବାହାଘର ପରଦିନ ମନ୍ଦିର ଯିବା ପାଇଁ ସେହି ଯୁବତୀ ଜିଦି ଧରିଥିଲା ଏବଂ ଶେଷରେ ମଧ୍ୟ ସ୍ୱାମୀ ସହିତ ସେଠାକୁ ଯାଇଥିଲେ। ଏହି ସମୟରେ ଯୁବତୀ ର ପରିବାର ଲୋକଙ୍କ ସହିତ ପ୍ରେମିକ ମଧ୍ୟ ଆସି ସ୍ୱାମୀ କୁ ବହୁତ ମାଡ଼ ମାରିଥିବା ନେଇ ପୁଅ ଘର ଲୋକ ଅଭିଯୋଗ ମଧ୍ୟ ଆଣିଛନ୍ତି। ଏଠାରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯାହା କହୁଛନ୍ତି ଶୁଣିବା ପରେ ମୁଣ୍ଡରେ ହାତ ଦେବେ।

ଏହି ଭିଡ଼ିଓ ଟିରେ ସେ କହିଛନ୍ତି ଯେ ଯେଉଁଦିନ ବିବାହ ଘର ହୋଇଥିଲା ସେହିଦିନ ଯୁବତୀ ଜଣଙ୍କ ଫୋନ ରେ ଖାଲି ଚାଟିଙ୍ଗ କରୁଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ ଯେଉଁ ଘରେ କେହି ରହି ନଥିଲେ ସେହି ରୁମ କୁ ଯାଇ ଚାଟିଙ୍ଗ କରୁଥିଲେ ଯାହା ଏଠାରେ ସେ ଅଭିଯୋଗ ଆଣିଛନ୍ତି। ସେହି ଯୁବତୀ ଜଣଙ୍କର ଆଉ ପ୍ରେମିକ ରହିଛନ୍ତି ବୋଲି ଏଠାରେ ଜାଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ଏଠାରେ ତାଙ୍କୁ କଲ ଗାର୍ଲ ବୋଲି ମଧ୍ୟ କୁହାଯାଇଛି କାରଣ ସେ ସବୁ ବେଳେ ଚାଟିଙ୍ଗ ରେ ବେଷ୍ଟ ରହୁଥିଲେ ଯାହା ଏଠାରେ ସେ ଅଭିଯୋଗ ଆଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment