ଦେଖନ୍ତୁ ଭିଡିଓ : ସେ ମୋ ଟିକ୍ ଟକ ଭିଡିଓ ଦେଖି ମୋତେ ଭଲ ପାଇଥିଲେ ଆମେ Couple ପରି ଚଳୁଥିଲୁ, ରଞ୍ଜନ ଏବେ କହୁଛି….

0

ଆଜିକାଲିର ଆଧୁନିକ ସମାଜରେ ଯୁବକ ଯୁବତୀ ସମସ୍ତେ ଭଲ ପାଇ ବିବାହ କରୁଛନ୍ତି। ଯଦି ପୂର୍ଵ କଥା ଦେଖିବା ସେତେବେଳେ ଘୋର ଲୋକ ଯେଉଁଠି ବିବାହ କରୁଥିଲେ। କିଛି ନଦେଖି ପୁଅ ଝିଅ ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଥମ ଦେଖାରେ ପୁଅ ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଉଛି। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଯାହାକି ଆମ ସମାଜ ବିରୋଧୀ ହୋଇଥାଏ। ତେବେ କେତେକ କ୍ଷେତ୍ରରେ ଭଲ ପାଇ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଵିଵାହ କରୁଛନ୍ତି। ଏବଂ ଵିଵାହ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ମହିଳା ମାନେ ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି। ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଭଳି ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ।

ତେବେ ବର୍ତ୍ତମାନ ମଧ୍ୟ ଠିକ ଏହି ଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଘଟଣାଟି ହେଉଛି ଜଣେ ଯୁବକ ଭଲ ପାଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ବର୍ତ୍ତମାନ ଟଙ୍କା ମାଗୁଛି ନଚେତ ବାହା ହେବନି ଧକମ୍ ମହିଳା ଅଭିଯୋଗ କରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ସୂଚନାନୁସାରେ, ରଞ୍ଜନ ଆଚାର୍ଯ୍ୟ ନାମରେ ଜଣେ ଯୁବକ ଯିଏକି ହୋଟେଲ ମ୍ୟାନେଜମେଣ୍ଟ କରୁଥିଲେ।ଯୁବତୀ ଜଣକ ଟିକ୍ ଟକ୍ ଭିଡ଼ିଓ କରନ୍ତି। ଯୁବତୀର ଜଣେ ସାଙ୍ଗ ରଞ୍ଜନଙ୍କର ମଧ୍ୟ ସାଙ୍ଗ ଏହାପରେ ଯୁବତୀର ଟିକ୍ ଟକ୍ ଭିଡ଼ିଓ ଦେଖି ତାଙ୍କ ପ୍ରେମ ପାଇଁ ନିବେଦନ କରିଥିଲେ।

ତାଙ୍କ କଥା ଶୁଣି ସେ କିଛି ଦିନ ସମୟ ମାଗିଥିଲା ​​ଏବଂ କିଛି ଦିନ ପରେ ଯୁବତୀ ଭଲ ପାଇବା ପାଇଁ ରାଜି ହୋଇଗଲେ। ଏବଂ ଏହାପରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହେଲା। ରଞ୍ଜନ ବାରମ୍ବାର ଶାରୀରିକ କରିବା ପାଇଁ କହନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରଥମେ ମନା କରିଥିଲେ। କିନ୍ତୁ ବାରମ୍ବାର ଜିଦ କରିବା ପରେ ମଧ୍ୟ ଝିଅଟି ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ହୋଇଥିଲା। କପୁଲ ମାନେ ଯେଉଁଭଳି ଭାବରେ ବୁଲିବାକୁ ଯାଆନ୍ତି। ସେହିଭଳି ଭାବରେ ସେମାନେ ପାର୍କକୁ ଯାଉଥିଲେ। ଏବଂ ସେମାନଙ୍କ ମଧ୍ୟରେ ସର୍ବଦା ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି।

ଯେତେବେଳେ ଯୁବତୀ ବିବାହ ବିଷୟରେ କଥାବାର୍ତ୍ତା କରନ୍ତି। ସେ ସବୁବେଳେ ବିବାହ କଥାକୁ ଏଡ଼େଇ ଦେଉଥିଲେ। ସେ କହୁଥିଲେ ମୋ ଘର ସଂପୂର୍ଣ୍ଣ ହୋଇନାହିଁ କାମ ଚାଲିଛି। ଯେତେବେଳେ ଘରଟି ସଂପୂର୍ଣ୍ଣ ହୋଇସାରିଲା ପରେ ମୁଁ ବିବାହ କରିବି। କିନ୍ତୁ ମଧ୍ୟ କୋର୍ଟ ବିବାହ କରିବା ପାଇଁ ରାଜି ନଥିଲେ। ତେବେ ବର୍ତ୍ତମାନ ସମୟରେ ପୁଅ କହୁଛି କି ଯଦି ୫ ଲକ୍ଷ ଟଙ୍କା ଦେବ ତାହାଲେ ବିବାହ କରିବି ନଚେତ ବିବାହ କରିବି ନାହିଁ। ତେବେ ମହିଳା ଜଣକ ଆଇନର ଆଶ୍ରୟ ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।