ବନ୍ଧୁଗଣ ଅନେକ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର, ଅତ୍ୟାଚାର ର ଖବର ଆପଣ ତ ଶୁଣିବାକୁ ପାଉଥିବେ। ବିଭିନ୍ନ ସ୍ଥାନରୁ ଏପରି ବ୍ୟବହାରର ଖବର ସାମ୍ନାକୁ ଆସିଥାଏ। ସେହିପରି ଏବେ ପୁଣି ସାମ୍ନାକୁ ଆସିଛି ଏକ ଲଜ୍ୟାକର ଘଟଣା। ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେବା ଭଳି ହୋଇଥାଏ।ତେବେ ଆଜିର ଏହି କଳିଯୁଗରେ କିଛିବି ଘଟଣା ସମ୍ଭବ ହୋଇ ପାରୁଛି। ଯଦିଓ ଆଜିର ମଣିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି।
ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ତିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି ଏକ ଘଟଣା ର ଭିଡ଼ିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ।
କାରଣ ଯେଉଁ ଘଟଣା ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଏକ ଚର୍ଚ୍ଚା ର ବିଷୟ ଅଟେ।ଯାହା ଦେଖିଲେ ଆପଣ ଏହାର ଉଦାହରଣ ପାଇବେ ଯେ କିପରି ଭାବରେ ଅନେକ ନିନ୍ଦନୀୟ କାର୍ଯ୍ଯ ସବୁ ଘଟୁଛି।ଏହିଭଳି କିଛି କାମ ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ଅତି ତଳକୁ ନେଇଯିବା ସହିତ ଖରାପ୍ ବାର୍ତ୍ତା ପ୍ରଦାନ କରୁଛି। ତେବେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି। ଯେମିତି ଏହି ଘଟଣାରେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ତାଙ୍କ ଆପତ୍ତିଜନକ ଭିଡିଓ କୁ ତାଙ୍କ ସ୍ଵାମୀ ଭାଇରାଲ କରୁଛନ୍ତି। ଜଣେ ଯୁବକ ତାଙ୍କ ପାଖରୁ ପଇସା ନେଇଥିଲେ ଆଉ ପରେ ଦେବେ କହି ତାଙ୍କୁ ସପିଂ କରିବାକୁ ଡାକି ଏକ ରୁମ୍ ଭିତରେ ତାଙ୍କ ସହ ଜୋର୍ ଜବରଦସ୍ତ ଅନୈତିକ ସମ୍ପର୍କ ରଖିଲେ। ଆଉ ପରେ ତାଙ୍କ ସ୍ଵାମୀ ଏହି ଭିଡିଓ ପାଇ ଏହାକୁ ଭାଇରାଲ କରି ବ୍ଲାକ ମେଲ୍ କରୁଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି। ଉକ୍ତ ଯୁବକଙ୍କ ସହିତ ତାଂକ ସ୍ବାମୀ ସାମିଲ ଥିବା ସହିତ ତାଙ୍କର ଅନ୍ୟ ଯୁବତୀଙ୍କ ସହ ଖରାପ ସମ୍ପର୍କ ରହିଥିବା ପୀଡ଼ିତା ସ୍ତ୍ରୀ ଜଣଙ୍କ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।