ସେ Video ରେ ଖାଲି Kiss ସିନ ଅଛି ..କିଛି ବି ସେ-କ୍ସ ସିନ ନାହିଁ .ମୋ ସ୍ୱାମୀ ଏମିତି କରିଛି ବୋଲି ସାଙ୍ଗ କହିଲା… କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ପ୍ରତିଦିନ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଆପଣ ସମସ୍ତେ ଏହି ଭିଡିଓରେ ଦେଖିପାରିବେ। ଏହି ପରି ଚୋରି, ଡକାୟତି, ହତ୍ୟା ଭଳି ଘଟଣା ଅତି ସାଧାରଣ ହୋଇଗଲାଣି। କିନ୍ତୁ ଏହା ବ୍ୟତୀତ ଆଉ ଏକ ଘଟଣା ଅଛି ଯାହାକି ପ୍ରେମ ସମ୍ପର୍କିତ ବହୁତ ଦେଖାଯାଉଛି। ଆମେ ପ୍ରତିଦିନ ଓଡ଼ିଶାରେ ଏହି ପ୍ରକାରର ଘଟଣାର ଦେଖିବା ପାଇଁ ପାଇଥାଉ। ଏହି ଘଟଣା ଘଟିବା ପରେ ମଧ୍ୟ ଲୋକ ମାନେ ମଧ୍ୟ ସଚେତନ ନୁହଁନ୍ତି। ଲୋକଙ୍କ ପରି ଅନେକ ମନ୍ତବ୍ୟ ମଧ୍ୟ ସମାନ ଭାବରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି।

ବର୍ତ୍ତମାନ ସମୟରେ ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଭିଡିଓରେ ଜଣେ ମହିଳା ତାଙ୍କ ଭାଇରାଲ ଭିଡିଓ ବିଷୟରେ ଜାଣିଥିବେ, ତେବେ ଆସନ୍ତୁ ଜାଣିବା ସେ କହୁଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ମହିଳା ନିଜେ ଏବଂ ତାଙ୍କ ସ୍କୁଲ ସାଙ୍ଗ ଉଭୟ ପରସ୍ପରକୁ ଲିପ କିସ କରୁଛନ୍ତି। ସେହିଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଏ ବିଷୟରେ କହିଥିଲେ ସେ ତାଙ୍କର ବନ୍ଧୁ ଏବଂ ଦୁହେଁ ବଜାରକୁ ଯାଇଥିଲେ। ବଜାରକୁ ଯିବା ପରେ ସ୍କୁଲ ବନ୍ଧୁ ଅତ୍ୟଧିକ ମଦ୍ୟପାନ କରି ତାଙ୍କୁ ଏକ ରୁମକୁ ନେଇଗଲେ।

ମହିଳା ଜଣକ ବିରୋଧ ମଧ୍ୟ କରିଥିଲେ। ହେଲେ ସେ ନମାନି ଜୋର ଜବରଦସ୍ତ ତାଙ୍କୁ ରୁମ ନେବା ପରେ ସେ ଯାହା କରିଥିଲେ। କିସ କରିବା ସମୟରେ କେହି ଜଣେ ତାଙ୍କ ଭିଡିଓ ତିଆରି କରିଥିଲେ। ସେହିଭଳି ସେ ଯାହା କରିଛନ୍ତି ସେ ବିଷୟରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ଭିଡିଓ ଦେଖିବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେବା କଥା କହିଛନ୍ତି। ହେଲେ ମହିଳା ଏଥିରେ ସହମତ ନୁହଁନ୍ତି, କହୁଛନ୍ତି ଯେ ସେ ତାଙ୍କ ସହ ରହିବେ, ସେ କୌଣସି ଭୂଲ କାମ କରିନାହାନ୍ତ। ସେହିଭଳି ସେ କହିଥିଲେ ଭିଡିଓରେ କେବଳ କିସ ସିନ ଦୃଶ୍ୟ ରହିଛି କିଛି ଭୁଲ୍ ନାହିଁ।

ସେହିଭଳି ସେ କହିଛନ୍ତି ଏବଂ ସୋସିଆଲ ମିଡିଆରେ ଅନେକ ଏହାକୁ ଭାଇରାଲ କରିଛନ୍ତି। ମହିଳା ଜଣକ କହିବା କଥା ଯେ ସେ କେବଳ କିସ କରିଛନ୍ତି। ଏହାଛଡା ସେ କିଛି କରିନାହାନ୍ତ। ସେଥିରେ କପଡ଼ା ଖୋଲି ନାହାନ୍ତି , ଏପରି କଥା ଶୁଣିବା ପରେ ଆପଣ ମାନଙ୍କୁ କଣ ଲାଗୁଛି। ଆଜିକାଲିର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ଯାହାବି ମହିଳା ଜଣକ ନ୍ୟାୟ ଭିକ୍ଷା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment